Flipkart Big Saving Days ଅବସରରେ ଗ୍ରାହକ ମାନଙ୍କୁ ସ୍ମାର୍ଟଫୋନକୁ ଛାଡିଲେ ସ୍ମାର୍ଟ ଟିଭି ଏବଂ ଅନ୍ୟ ପ୍ରଡକ୍ଟ ଗୁଡିକ ଉପରେ ୮୦ ପ୍ରତିଶତର ଏକ ରିହାତି ମିଳିବ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ..
ପୁଣିଥରେ ଇ-କମର୍ସ ସାଇଟ flipkart ଗ୍ରାହକ ମାନଙ୍କ ପାଇଁ flipkart sale ନେଇଆସୁଛି | ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେଜର ସେଲ ଆସନ୍ତା ୧୮ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି | ୫ ଦିନ ଚାଲିବାକୁ ଥିବା ଏହି ଫ୍ଲିପକାର୍ଟ ସେଲ ୨୨ ଡିସେମ୍ବର ପର୍ଯ୍ୟନ୍ତ ଲାଇଭ ରହିବ | ଏହି ଆଗାମୀ ଫ୍ଲିପକାର୍ଟ ସେଲର ପେଜ ଲାଇଭ କରିଦିଆଯାଇଛି ଏବଂ ସେଲର ଟ୍ୟାଗଲାଇନ ହେଉଛି “India karey celebrate” | ସେଲରେ କେଉଁ ପ୍ରଡକ୍ଟ ଗୁଡିକ ଉପରେ କେତେ ପ୍ରତିଶତ ରିହାତି ରହିବ, ଏବିଷୟରେ ସୂଚନା ସେଲ ପେଜରେ ମିଳିଯାଇଛି |
ଏପରି ମିଳିବ ଅତିରିକ୍ତ ରିହାତି: ଫ୍ଲିପକାର୍ଟ ସେଲ ପାଇଁ ଏସବିଆଇ ସହିତ ମିଳିତ ଚୁକ୍ତି କରାଯାଇଛି | ସେଲ ଅବସରରେ ଗ୍ରାହକ ଯଦି ବିଲର ପେମେଣ୍ଟ ଏସବିଆଇ କାର୍ଡରୁ କରୁଛନ୍ତି ତେବେ ୧୦ ପ୍ରତିଶତ ଅତିରିକ୍ତ ରିହାତି ପାଇପାରିବେ |
ଯେପରିକି ଆମେ ସମସ୍ତେ ଜାଣନ୍ତି ଅନ୍ୟ ଗ୍ରାହକଙ୍କ ପାଇଁ ସେଲ ଆରମ୍ଭ ହେବା ପୂର୍ବରୁ ଫ୍ଲିପକାର୍ଟ ମେମ୍ବରଙ୍କ ପାଇଁ ସେଲ ଆରମ୍ଭ ହୋଇଯାଇଥାଏ | ତେବେ ଫ୍ଲିପକାର୍ଟ ବିଗ ସେବିଙ୍ଗ ଡେଜ ସେଲ ପ୍ଲସ ମେମ୍ବର ମାନଙ୍କ ପାଇଁ ୧୭ ଡିସେମ୍ବର ଦ୍ବିପ୍ରହର ୧୨ ଘଣ୍ଟା ସମୟରୁ ଆରମ୍ଭ ହୋଇଯିବ |
ଏହି ପ୍ରଡକ୍ଟ ଗୁଡିକ ଉପରେ ରହିବ ରିହାତି:
ସୂଚନାଯୋଗ୍ୟ ଯେ ଫ୍ଲିପକାର୍ଟ ସେଲ ଅବସରରେ ଗ୍ରାହକ ମାନଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଏକସେସରିଜଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ | ଲାପଟପ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ, ହେଡ଼ଫୋନ ଏବଂ ସ୍ପିକର ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ, ସ୍ମାର୍ଟ ବେୟରବଲ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ |
ସେଲ ଅବସରରେ ଟିଭି ଏବଂ ଘରୋଇ ଉପକରଣ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ | ହିଟିଙ୍ଗ ଉପକରଣ ଉପରେ ୭୦ ପ୍ରତିଶତ ରିହାତି, ବେଷ୍ଟ ସେଲିଙ୍ଗ ସ୍ମାର୍ଟ ଟିଭି ଉପରେ ୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ |
ସ୍ମାର୍ଟଫୋନ ଉପରେ ମଧ୍ୟ ସେଲ ସମୟରେ ଅନେକ ଡିଲ ଗୁଡିକୁ ଟିସ କରାଯାଇଛି ଯେ Realme ୬ ସେଲ ସମୟରେ ରିହାତି ପରେ ୧୨,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ବିକ୍ରି କରାଯିବ | ବର୍ତ୍ତମାନ ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୧୪,୯୯୯ ଟଙ୍କା ରହିଛି |
ସେହିପରି iPhone XRକୁ ସେଲ ସମୟରେ ୩୮,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ବିକ୍ରି ପାଇଁ ଉପଲବ୍ଧ କରାଯିବ | ତେବେ ଏହି Apple iPhone ମଡେଲ ବର୍ତ୍ତମାନ ୪୪,୯୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି |
Realme Narzo ୨୦ proକୁ ସେଲ ସମୟରେ ଗ୍ରାହକ ମାନେ ୧୩,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ କିଣି ପାରିବେ, ତେବେ ବର୍ତ୍ତମାନ ଏହି Realme ମୋବାଇଲ ୧୪,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ମିଳୁଛି |
Redmi 9iକୁ ଗ୍ରାହକ ମାନେ ସେଲ ସମୟରେ ୮,୯୯୯ ତାଙ୍କର ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ, ମାତ୍ର ବର୍ତ୍ତମାନ ଏହି Redmi ମୋବାଇଲର ମୂଲ୍ୟ ୯,୨୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।