ପରିବାର ଲୋକ ସକାଳେ କଲେ ଅନ୍ତିମ ସଂସ୍କାର, ସଧ୍ୟ୍ୟାକୁ ଫେରିଲେ ଜୀବନ୍ତ ବ୍ୟକ୍ତି, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ଯଦି କୌଣସି ପରିବାର ନିଜର ଲୋକର ଅନ୍ତିମ ସଂସ୍କାର କରନ୍ତି କିନ୍ତୁ ଯଦି ସେହି ଲୋକ ସଧ୍ୟାକୁ ଘରକୁ ଫେରି ଆସେକ ତେବେ କ’ଣ ହେବ? ଆଜ୍ଞା ହଁ ଏମିତି ଏକ ଘଟଣା ମଧ୍ୟ୍ୟପ୍ରଦେଶର ଶ୍ୟୋପୁରରୁ ସାମ୍ମନାକୁ ଆସିଛି। ଯେଉଁଠି ଏକ ପରିବାର ଲୋକ ନିଜର ପରିବାର ଲୋକର ଅନ୍ତିମ ସଂସ୍କାର କରି ଘରକୁ ଫେରିଲା ପରେ ସେହି ବ୍ୟକ୍ତି ଜଣକ ସଧ୍ୟାକୁ ଘରକୁ ଫେରୁଛି। ଯାହାକୁ ଦେଖି ପୋଲିସ ଏବଂ ପରିବାର ଲୋକମାନଙ୍କର ହୋସ ଉଡିଗଲା। ଯେତେବେଳେ ସବୁ କଥା ସାମ୍ମନାକୁ ଆସିଲା ସେତେବେଳେ ସବୁ ଲୋକ ଆଶ୍ଚର୍ଯ୍ୟ।

ବାସ୍ତବରେ ଏହି ଘଟଣା ବଡୌଦାର ମାତାଜୀ ମୌହଲେର ଅଟେ। ଗୁରୁବାରର ସଧ୍ୟା ୭ଟା ରେ ସହରର ପୁଲ ଦରବାଜା ଶ୍ମସାନ ଘାଟ ପାଖରେ ପୋଲିସକୁ ଏକ ଅଜ୍ଞାତ ବ୍ୟକ୍ତିର ଶବ ମିଳିଥିଲା। ପୋଲିସ ମୃତକ ବ୍ୟକ୍ତିର ଫଟୋ ସୋଶିଆଲ ମିଡିଆରେ ଭାଇରାଲ କରିଦେଲେ ଯେମିତି ତାଙ୍କର ପରିଚୟ ମିଳି ପାରିବ। ଭାଇରାଲ ଫଟୋକୁ ଦେଖି ଶୁକ୍ରବାର ଦିନ ସକାଳେ ବଡୌଦା ର ବଣ୍ଟି ଶର୍ମା ମୃତକଙ୍କୁ ୪-୫ ଦିନରୁ ଗାୟେବ ନିଜର ଭାଈ ଦିଲୀପ ଶୁକ୍ଲା ବୋଲି କହିଲେ। ବଣ୍ଟି କହିଥିଲେ କି ଦିଲୀପ ମାନସିକ ସ୍ଥିତିରେ ବହୁତ କମଜୋର ଅଟନ୍ତି।

ଏହାପରେ ବଣ୍ଟି ଶର୍ମା ଶବର ପୋଷ୍ଟମର୍ଟମ ପରେ ଶବକୁ ନେଇ ଯାଇଥିଲେ। ପୋଲିସ ମଧ୍ୟ ତାଙ୍କର କାଗଜ ପତ୍ରର କାମ କରି ନେଲେ। ଦିଲୀପ ଶୁକ୍ଲାଙ୍କୁ ମୃତ ଭାବି ତାଙ୍କର ପରିବାର ଲୋକ ଶୁକ୍ରବାର ଦିନ ସକାଳେ ନୀତି ନିୟମ ଅନୁସାରେ ଅନ୍ତିମ ସଂସ୍କାର କରି ଦେଲେ। କିନ୍ତୁ ରାତି ୮ ଟା ସମୟରେ ଦିଲୀପ ଘରକୁ ଫେରି ଆସିଥିଲେ। ଯାହାକୁ ଦେଖି ପରିବାର ଲୋକ ସହିତ ଘରର ଆଖପାଖ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ।

ଅନ୍ତିମ ସଂସ୍କାର ପରେ ପରିବାର ଲୋକ ଦିଲୀପଙ୍କୁ ଦେଖି ବହୁତ ଖୁସି। କିନ୍ତୁ ଅଜଣା ବ୍ୟକ୍ତିକୁ ନିଜ ପରିବାର ଲୋକ କହି ତାର ଅନ୍ତିମ ସଂସ୍କାର କରିଥିବିରୁ ଦିଲୀପଙ୍କ ପରିବାର ଲୋକ ପୋଲିସଙ୍କୁ ଡରି ଲୁୁଚୁଛନ୍ତି। ଦିଲୀପଙ୍କ ପରିବାର ଲୋକମାନଙ୍କର କହିବା ଏହାକି ତାଙ୍କୁ ଫଟୋ ଏବଂ ହୁଲିଆରୁ ବ୍ୟକ୍ତିଙ୍କୁ ଚିହ୍ନିବା ଭୁଲ ହୋଇଗଲା। ପୋଲିସ ସେଇଠି ନିଜର କାର୍ଯ୍ୟକୁ ଠିକ କହୁଛି। ଏହା ସହିତ ଅଜ୍ଞାତ ବ୍ୟକ୍ତି ଶବର ଫଟୋ ସାହାର୍ଯ୍ୟରେ ଠିକ ପରିଚୟ ପୋଲିସ ଖୋଜୁଛି।

ବର୍ତ୍ତମାନ ଅଜଣା ବ୍ୟକ୍ତିର ପରିବାର ଲୋକ ତାଙ୍କୁ ଚିହ୍ନିବା ପାଇଁ ଆସୁଛନ୍ତି। କୁହାଯାଉଛି କି କୌଣସି ଅଜ୍ଞାତ ବ୍ୟକ୍ତିର ଶବ ମିଳିଥିଲା ସେ ଭେଲା ଭୀମ ଗାଁର ରାମକୁମାର ଆଦିବାସୀ ଥିଲେ। ତାଙ୍କର ପରିବାର ଲୋକ ଶୁକ୍ରବାର ସଧ୍ୟ୍ୟା କୁ ସିଟି କୋତବାଲିରେ ପହଁଚି ଥିଲେ। ପୋଲିସ ଅନୁସାରେ ଏବେ ତାଙ୍କୁ ଅସ୍ତୀ ଦିଆଯିବ। ଏବେ ଏହି ଅଜବ ପ୍ରକାରର ଘଟଣା ସବୁ ଯାଗାରେ ଚର୍ଚ୍ଚା ହେଉଛି କି ଶେଷରେ କେମିତି ଜଣେ ଅଜଣା ବ୍ୟକ୍ତିର ଶବକୁ ଚିହ୍ନିବାରେ ଏତେ ବଡ ଭୁଲ ହୋଇପାରିଲା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *