ମହାରାଷ୍ଟ୍ରରେ ଏବେ ସରକାରୀ କର୍ମଚାରୀ ଏବଂ ଅଧିକାରୀ ଟି ଶାର୍ଟ, ଜିନ୍ସ ଏବଂ ଚପଲ ପିନ୍ଧି ଅଫିସ ଯାଇ ପାରିବେ ନାହିଁ। ଏହି ଚୁକ୍ତାନାମାକୁ କର୍ମଚାରୀ ମାନଙ୍କୁ ପାଳନ କରିବାକୁ ପଡିବ।
ମହାରାଷ୍ଟ୍ରର ସରକାର ଉଦ୍ଧବ ଠାକରେ ରାଜ୍ୟରେ କାମ କରୁଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ ଡ୍ରେସ କୋଡ ର୍ନିଧାରିତ କରି ଦେଇଛନ୍ତି। ଏହା ଅନୁସାରେ ସରକାରୀ କର୍ମଚାରୀ ଟି ଶାର୍ଟ, ଜିନ୍ସ ଏବଂ ଚପଲ ପାନ୍ଧି ଅଫିସ ଯାଇ ପାରିବେ ନାହିଁ। ଏହି ଚୁକ୍ତିନାମାକୁ କର୍ମଚାରୀ ମାନଙ୍କୁ ପାଳନ କରିବାକୁ ପଡିବ। ସରକାରୀ କର୍ମଚାରୀ ମାନଙ୍କୁ କୌଣସି ଗାଢା ରଙ୍ଗ, କଢା କିମ୍ବା ଚିତ୍ର ବିଚିତ୍ରର ଡ୍ରେସ ପିନ୍ଧି ମଧ୍ୟ ଅଫିସ ଯିବାକୁ ମନା ହୋଇଛି। ଏହା ବ୍ୟତିତ ସବୁ ସରକାରୀ କର୍ମଚାରୀ ମାନଙ୍କୁ କୁହାଯାଇଛି କି ସପ୍ତାହ ମଧ୍ୟରୁ ଗୋଟିଏ ଦିନ ଖାଦୀ କପଡା ପିନ୍ଧି ଆସନ୍ତୁ, ଯେଉଁଥିରେ ସୂତାକଟା ବସ୍ତ୍ର ଉପରେ ବେଶି ଧ୍ୟାନ ଦିଆ ଯିବ।
ମହାରାଷ୍ଟ୍ରର ସରକାରଙ୍କ ତରଫରୁ ଯେଉଁ ଆଦେଶ ଯାରି କରାଯାଇଛି ତା ଅନୁସାରେ ଏହା ଦେଖା ଯାଇଛି କି କେତେକ ସରକାରୀ କର୍ମଚାରୀ ଏବଂ ଅଧିକାରୀ ମାନଙ୍କ ହିସାବରେ ସରକାରୀ ଅଧିକାରୀ ମାନେ ଉପଯୁକ୍ତ ପୋଷାକ ପିନ୍ଧି ନଥାନ୍ତି, ଏଥିପାଇଁ ତାଙ୍କର ଜନ ସମାଜରେ ଛବି ଖରାପ ହେଉଛି। ଏଥିପାଇଁ ରାଜ୍ୟାରେ ସରକାରୀ କର୍ମଚାରୀ ଏବଂ ଅଧିକାରୀ ମାନେ ଅଫିସକୁ ଟି ଶାର୍ଟ, ଜିନ୍ସ ଏବଂ ଚପଲ ପିନ୍ଧି ଆସି ପାରିବେ ନାହିଁ। ଆଦେଶରେ କୁହାଯାଇଛି କି ସରକାରୀ ପ୍ରତିନିଧି ରୂପରେ ସରକାରୀ କର୍ମଚାରୀ ମାନଙ୍କର ଡ୍ରେସ ତାଙ୍କ ବ୍ୟକ୍ତିତ୍ବର ବହୁତ ଗୁରୁତ୍ବ ପୂର୍ଣ୍ଣ ଅଟେ।
ମହାରାଷ୍ଟ୍ରରେ ଏବେ ପୁରୁଷ କର୍ମଚାରୀ ର୍ଶାଟ, ପ୍ୟାଣ୍ଟ ବା ଟ୍ରାଉଜର ପରି ପୋଷାକ ଏବଂ ମହିଳା କର୍ମଚାରୀ ମାନେ ଶାଢି, ସାଲଓ୍ବାର, ଟ୍ରାଉଜର ପ୍ୟାଣ୍ଟ ର୍ଶାଟ ଏବଂ ଚୁଡିଦାର କୁର୍ତା ଏବଂ ଯଦି ଆବଶ୍ୟକ ପଡେ ତାହେଲେ ଚୁନୀ ପକାଇ କାର୍ଯାଳୟ ଆସିପାରିବେ। ଏହା ବ୍ୟତିତ ମହିଳା କର୍ମଚାରୀ ଚପଲ, ସ୍ୟାଣ୍ଡେଲ ବା ଜୋତା ଏବଂ ପୁରୁଷ କର୍ମଚାରୀ ଜୋତା ବା ସ୍ୟାଣ୍ଡେଲ ପିନ୍ଧି ଅଫିସ ଆସି ପାରିବେ।

ଲୋକ ଏହି ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ଭାବରେ ସରକାରୀ କର୍ମଚାରୀ ମାନଙ୍କର ଛବି ବଦଳିବାର ଦେଖିପାରିବେ। ସେଇଠି ସରକାର କହିଛନ୍ତିକି ସାଧାରଣ ଜନତାଙ୍କୁ ସରକାରୀ କର୍ମଚାରୀ ମାନଙ୍କ ଠାରୁ ଭଲ ବ୍ୟବହାର ଏବଂ ଭଲ ବ୍ୟକ୍ତିତ୍ବର ଆଶା ରହିଥାଏ। ଏମିିତିରେ ଯଦି ଅଧିକାରୀ ଏବଂ କର୍ମଚାରୀ ମାନଙ୍କର ପୋଷାକ ଠିକ ନ ରହିବ ତେବେ କେଉଁଠି ନା କେଉଁଠି ଏହାର ପ୍ରଭାବ ତାର କାମ ଉପରେ ପଡିବ।
ବନ୍ଧୁଗଣ କଣ ଏପରି ନିୟମ ଆମ ଓଡ଼ିଶାରେ ଲାଗୁ ହେବା ଦରକାର ? ଆପଣଙ୍କ ମତା ମତା ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଦିଅନ୍ତୁ ଏବଂ ସାଙ୍ଗ ସାଥୀଙ୍କ ସହ ଶେୟାର କରି ଦିଅନ୍ତୁ |