ବଳ-ତ୍କାର ପାଇଁ ଚେଷ୍ଟା : ୧୨ ବର୍ଷର ଭାଈ ଏପରି ଚିତ୍କାର କଲା ଚିତ୍କାର ଶୁଣି ଡରି ଗଲେ ର୍ଦୂବୁତ, ଭଉଣୀକୁ ଛାଡି ଦୌଡି ପଳାଇଲେ

ଉତ୍ତର ପ୍ରଦେଶ : ବିବାହରୁ ଦୁଇ ଭଉଣୀ ଫେରୁଥିବା ସମୟରେ ପାଞ୍ଚ ଜଣ ଗାଁ ଯୁବକଙ୍କର ବଳତ୍କାର କରିବାର ଚେଷ୍ଟା। କିନ୍ତୁ ନାବାଳିକା ମାନଙ୍କ ୧୨ବର୍ଷର ଛୋଟ ଭାଈ ପାଇଁ ସେହି ର୍ଦୂବୁତ ମାନେ ତାଙ୍କ କାମରେ ଅସଫଳ ହୋଇଥିଲେ। ଭାଈର ଚିତ୍କାର ଶୁଣି ଗାଁ ଲୋକ ସବୁ ସେଠାକୁ ଦୌଡି ଆସିଥିଲେ। ର୍ଦୂବୁତ ଦୌଡି ପଳାଇ ଥିଲେ। ଏହି ଘଟଣା ଜାମୋ ଥାନ୍ତାତର୍ଗତ ଜିଲ୍ଲାର ଏକ ଗାଁରେ ଗୁରୁବାର ଦିନ ବିଳମ୍ବ ସନ୍ଧ୍ୟାରେ ହୋଇଥିଲା। ପିଡୀତାଙ୍କ ପରିବାର ଲୋକ ଶୁକ୍ରବାର ଦିନ ସକାଳେ ଏହି ବିଷୟରେ ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନରେ ଯାଇ ପହଁଚି ଥିଲେ। ପୋଲିସ ଏଫଆର ଦର୍ଜ କରି ଆରୋପୀ ମାନଙ୍କୁ ଖୋଜିବା ଆରମ୍ଭ କରିଛି।

ପିଡାତ ଝିଅ ମାନେ ପାଖ ଗାଁର ଏକ ବିବାହକୁ ଯାଇଥିଲେ। ଫେରୁଥିବା ସମୟରେ ଆରୋପି ମାନେ ତାଙ୍କୁ ଧରି ନେଇଥିଲେ। ଯେତେବେଳେ ଭାଈ ବିରୋଧ କଲା ସେତେବେଳେ ଭାଈର ତଣ୍ଟି ଚିପିବାକୁ ଚେଷ୍ଟା କଲେ । ଘଟଣା ପରେ ପିଡୀତ ପରିବାର ଡରି ଯାଇଛନ୍ତି। ଆଗକୁ ପଢନ୍ତୁ ଯେତେବେଳେ ଧରମ ମାଁମୁ ଯେମିତି କଲା ବ୍ୟାଡ ଟଚ ନିରିହ ଭାଣେଜୀ ଚିଲେଇବାକୁ ଲାଗିଲା ତେଣୁ ତା ମୁଣ୍ଡକୁ ପଥରେ ପିଟି ଦେଲା।

ପୋଲିସ ଯେତେବେଳେ ଝିଅଟିକୁ ଖୋଜୁଥିଲା ସେତେବେଳେ ପଡୋଷି ମହିଳା ଜଣେ କହିଲେ କି ମୋହଲ୍ଲେର ଏକ ଲଣ୍ଡ୍ରି ଦୋକାନରେ ସିସିଟିଭି ଅଛି। ପୋଲିସ ଯେତେବେଳେ ସିସିଟିଭି ଚେକ କଲା ସେତେବେଳେ ପଡୋଷି ଦିନେଶ ଦୁଇ ପ୍ରହରର ପାଖାପାଖି ୨.୫୬ ରେ ଝିଅକୁ ଗୋଟିଏ ଦୋକାନରେ ପଡାପାଓ୍ବ ଖୁଆଉ ଥିବାର ଦେଖିବାକୁ ମିଳିଲା। ଝିଅଟି ଦିନେଶକୁ ମାଁମୁ ମାଁମୁ ବୋଲି ଡାକୁଥିଲା।

ସିସିଟିଭି ଫୁଟେଜ ଦେଖି ମୋହଲ୍ଲେ ର ଲୋକମାନେ ଦିନେଶକୁ ଧରି ପୋଲିସକୁ ଦେଇଦେଲେ। ପ୍ରଥମେତ ଆରୋପୀ ମିଛ କହୁଥିଲା କିନ୍ତୁ ପୋଲିସ ଏକ ଚାଲ ଚଲେଇଲା। ଆରୋପି କୁ କୁହାଗଲା କି ଯଦି ସେ ସତ କହିବ ତେବେ ତାକୁ ଛାଡି ଦେବେ। ଏହାପରେ ଆରୋପି ଲାଶର ଯାଗା କହିଥିଲା।

(आरोपी दिनेश और आनंद)

बच्ची के परिजनों ने बताया कि बच्ची को स्कूल और घर पर गुड और बैड टच के बारे में सिखाया गया था। बच्ची की हत्या के बाद दिनेश और उसके साथी आरोपी ने घर में बैठकर शराब भी पी थी। डीसीपी विधि चौधरी ने बताया कि हत्या में इस्तेमाल पत्थर बरामद कर लिया गया है। आगे पढ़ें इसी घटना के बारे में...

ଝିଅଟିର ପରିବାର ଲୋକ କହିଲେ କି ଝିଅକୁ ଗୁଡ ଏବଂ ବ୍ୟାଡ ଟଚ ବିଷୟରେ ସିଖା ଯାଇଥିଲା। ଝିଅଟିର ହତ୍ୟା ପରେ ଦିନେଶ ଏବଂ ତାର ସାଥି ସେହି ଘରେ ବସି ମଦ ମଧ୍ୟ ପିଇ ଥିଲେ। ଡିସିପି ବିଧି ଚୌଧୁରୀ କହିଛନ୍ତି କି ହତ୍ୟାରେ ବ୍ୟବହୃତ ପଥରକୁ ଜବତ କରାଯାଇଛି।

ଝିଅଟିର ବାପା ଲୂମ୍ସ କାରଖାନାରେ କାମ କରନ୍ତି ଓ ମା ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ସେହି ଦୁଇ ଜଣ କାମକୁ ଯିବା ସମୟରେ ପାଣ୍ଡେସରାରେ ରହୁଥିବା ତାଙ୍କ ଭାଈଙ୍କ ଘରେ ଛାଡି ଯାଅନ୍ତି। ସନ୍ଧ୍ୟା ବେଳେ ଦୁଇ ଜଣକୁ ନେଇ ଯାଅନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *