୧୪ ଡିସେମ୍ବରରେ ସୂର୍ଯ୍ୟ ପରାଗ, ୭ଟି ରାଶି ପାଇଁ ଅଛି ଭୟଙ୍କର କଥା। ଆସନ୍ତୁ ଜାଣିବା ସେହି ୭ ଟି ରାଶି ମାନଙ୍କ ବିଷୟରେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୪ ଡିସେମ୍ବରରେ ସୂର୍ଯ୍ୟ ପରାଗ। ୭ଟି ରାଶି ପାଇଁ ଅଛି ଭୟଙ୍କର କଥା। ଆସନ୍ତୁ ଜାଣିବା ସେହି ୭ ଟି ରାଶି ମାନଙ୍କ ବିଷୟରେ।

ବନ୍ଧୁଗଣ ଡିସେମ୍ବର ୧୪ ତାରିଖ ରାତିରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ମଙ୍ଗଳର ରାଶି ବିଛା ରାଶିରେ ଲାଗିବା ପାଇଁ ଯାଉଛି। ଏହି ପରାଗ ଭାରତରେ ଦେଖାଯିବ ନାହିଁ କିନ୍ତୁ ଏହାର ପ୍ରଭାବ ସମଗ୍ର ରାଶିର ବ୍ୟକ୍ତି ମାନଙ୍କ ଉପରେ ନିଶ୍ଚିତ ଭାବରେ ପଡ଼ିବ। ପରାଗ ସମୟରେ ବିଛା ରାଶିରେ ସୂର୍ଯ୍ୟଙ୍କର ସହିତ ବୁଧ, ଶୁକ୍ର,କେତୁ ଏବଂ ଚନ୍ଦ୍ର ମଧ୍ୟ ଉପସ୍ଥିତ ରହିବେ। ଏପରି କ୍ଷେତ୍ରରେ ବିଛା ରାଶିର ୫ ଟି ଗ୍ରହର ଉପସ୍ଥିତି ରହିବ। କିଛି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଖୁସି ଖବର ନେଇ ଆସୁଥିବା ବେଳେ କିଛି ରାଶିର ବ୍ୟକ୍ତିଙ୍କର ଜୀବନରେ ସମସ୍ୟା ଦେଖାଦେବ। ତେବେ ବନ୍ଧୁଗଣ ଆମେ ସେହି ରାଶି ମାନଙ୍କ ବିଷୟରେ ଆପଣଙ୍କୁ ଜଣେଇ ଦେବା ପାଇଁ ଚାହୁଁଛୁ ଯେ ଯେଉଁମାନଙ୍କ ଜୀବନରେ ସୂର୍ଯ୍ୟ ପରାଗର ଧନର ଲାଭ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯାହାର ଭାଗ୍ୟ ଖୋଲିଯିବ, ସୂର୍ଯ୍ୟ ପରାଗ ଯେଉଁ ରାଶି ମାନଙ୍କ ପାଇଁ ଭଲ ହେବ ସେହି ରାଶି ମାନଙ୍କ ବିଷୟରେ ଆମେ ଆପଣଙ୍କୁ ଜଣେଇ ଦେବାକୁ ଯାଉଛୁ।

ମିଥୁନ ରାଶି:

ସୂର୍ଯ୍ୟ ପରାଗ ଆପଣଙ୍କର ରାଶିରେ ଷଷ୍ଠ ସ୍ଥାନରେ ଲାଗିବାକୁ ଯାଉଛି। ଏହି ସମୟରେ ଶତୃ ଆପଣଙ୍କୁ ହଇରାଣ କରିବାକୁ ଉଦ୍ୟମ କରିବେ। କିନ୍ତୁ ଆପଣ ବାଧା ସତେ ଶତୃ ମାନଙ୍କ ଉପରେ ବିଜୟୀ ଲାଭ କରିବେ। ଆପଣ ନିଜର ସମସ୍ୟା ଗୁଡିକୁ ଧର୍ଯ୍ୟ ଏବଂ ବୁଦ୍ଧି ବଳରେ ସମାଧାନ କରିବେ ଏବଂ ସଫଳ ମଧ୍ୟ ହେବେ। ଆର୍ଥିକ ଅବସ୍ଥାରେ ଆପଣଙ୍କ ଅବସ୍ଥା ଅଧିକ ନାକାରାଆତ୍ମକ ହେବ ନାହିଁ। ଆର୍ଥିକ ଲାଭର ଯୋଗ ଅଛି ଏବଂ ବେକାର ଯୁବ ବର୍ଗ ଚାକିରି ପାଇବାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ଉଦ୍ୟମରେ ଲାଭ ମିଳିବ।

କର୍କଟ ରାଶି:

ଏହି କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଆପଣଙ୍କ ରାଶିରେ ପଞ୍ଚମ ସ୍ଥାନରେ ଲାଗିବାକୁ ଯାଉଛି। ସୂର୍ଯ୍ୟ ପରାଗ ସମୟରେ ପ୍ରେରକ କାରକ ଶୁକ୍ର ସୂର୍ଯ୍ୟଙ୍କର ସହିତ ଉପସ୍ଥିତ ରହିବେ। ଏପରି କ୍ଷେତ୍ରରେ ଆପଣଙ୍କର ପ୍ରେମ ଜୀବନକୁ ଏହା ସାମାନ୍ୟ ପ୍ରଭାବିତ କରିବ। କିନ୍ତୁ ଏହି ସମୟରେ ଆପଣଙ୍କର ଭଲ କଳାକାର ଭାବରେ ସାବ୍ୟସ୍ତ ହେବେ। ଏବଂ ଅତୀତର ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କର ପାଇଁ ଏହି ସମୟ ଭଲ ରହିବ। ସେମାନଙ୍କର ଆମଦାନୀ ବଢିବାର ଯୋଗ ରହିଛି। ସନ୍ତାନ ମାନଙ୍କର ଶିକ୍ଷା ପାଇଁ ଆପଣଙ୍କୁ ଅଳ୍ପ ଉଦ୍ୟମ କରିବାକୁ ପଡ଼ିବ।

କନ୍ୟା ରାଶି:

ଏହି କନ୍ୟା ରାଶିର ତୃତୀୟ ସ୍ଥାନରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ। ଯାହାକି ଭାଇ ବନ୍ଧୁଙ୍କର ପାଇଁ ଭଲ ରହିବ ନାହିଁ। ଏମାନଙ୍କୁ ନେଇ ଅଳ୍ପ ଚିନ୍ତା ଏବଂ ସମସ୍ୟା ହୋଇପାରେ। ଖାସ କରି ବଡ଼ ଭାଇଙ୍କ ସହିତ ତାଳ ମେଳ ବଜାୟ ରଖନ୍ତୁ। କାରଣ ତାଙ୍କର ସହିତ ବିବାଦ ହୋଇପାରେ। ସୂର୍ଯ୍ୟ ପରାଗ ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ନିଶ୍ଚିତ ଫଳ ପ୍ରଦାନ କରିବ। ନିଜର କଥା ଉପରେ ସଂଯମ ରଖନ୍ତୁ।

କୁମ୍ଭ ରାଶି:

ସୂର୍ଯ୍ୟ ପରାଗ ଆପଣଙ୍କର ରାଶିର ଦଶମ ସ୍ଥାନରେ ଲାଗିବାକୁ ଯାଉଛି। ଏହି ସମୟରେ ଆପଣଙ୍କୁ ବିଦେଶରୁ ଭଲ ଖବର ଶୁଣିବାକୁ ମିଳିବ। କିନ୍ତୁ ଆପଣ ନୂତନ ଯୋଜନା କରନ୍ତୁ ନାହିଁ। ଆର୍ଥିକ ମାମଲାରେ ନିର୍ଣ୍ଣୟ ନେବାକୁ ଏହି ସମୟ ଭଲ ଅଟେ। ଆପଣ ଯେକୌଣସି କାର୍ଯ୍ୟରେ ନିବେଶ କରିପାରିବେ। କାମ ସୋମ୍ବଧରେ କରାଯାଉଥିବା ଉଦ୍ୟମ ସଫଳ ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ପଦ ବୃଦ୍ଧି ହେବ। କିନ୍ତୁ ମନରେ କୌଣସି ଅଜଣା ଡର ଲାଗି ରହିବ। କିନ୍ତୁ ସେଥିପାଇଁ ଆପଣ ଧର୍ମ କର୍ମରେ ମନ ଲଗାନ୍ତୁ। କିଛି ଅଜ୍ଞତ ସ୍ରୋତରୁ ଲାଭ ମଧ୍ୟ ଆପଣଙ୍କୁ ମିଳିପାରେ।

ମୀନ ରାଶି:

ସୂର୍ଯ୍ୟ ପରାଗ ଆପଣଙ୍କର ରାଶି ମୀନ ରାଶିରେ ନବମ ସ୍ଥାନରେ ରହିବ। ଯାହାକି ଆପଣଙ୍କର ଭାଗ୍ୟର ସ୍ଥାନ ହେବ। ଏହି ପରାଗ ଆପଣଙ୍କର ଭାଗ୍ୟ ଉପରେ ପ୍ରଭାବ ପକାଇବ। ବାପାଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି କିନ୍ତୁ ସମୟ ଗଡ଼ିବା ସହିତ ସବୁକିଛି ଠିକ ହୋଇଯିବ। ସୂର୍ଯ୍ୟ ପରାଗ ଆପଣଙ୍କୁ ଅଧିକ ପ୍ରଭାବିତ କରିବ ନାହିଁ କିନ୍ତୁ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। ଏହାର ପୁରା ଶ୍ରେୟ ଆପଣଙ୍କର ପରିଶ୍ରମ ଉପରେ ଯିବ। ଆପଣ ଭାଗ୍ୟ ଭରସାରେ ବସିଲେ ଆପଣଙ୍କର କ୍ଷତି ହେବ। ଯଦି ଆପଣଙ୍କର ଧନ ଅଟକି ରହିଛି ତେବେ ଏହି ସମୟରେ ଧନ ମିଳିବାର ଯୋଗ ରହିଛି।

Leave a Reply

Your email address will not be published. Required fields are marked *