ବରମାଳା ପୂର୍ବରୁ ବିବାହରେ ପହଞ୍ଚିଥିବା ବରର ଗର୍ଲଫ୍ରେଣ୍ଡ ପ୍ରେମିକକୁ ସାଙ୍ଗରେ ନେଇ ଫେରାର

ୟୁପିର ଉନ୍ନାବ ଜିଲ୍ଲାରେ ରହୁଥିବା ବର ବରଯାତ୍ରୀ ନେଇ ଲଖନଞ୍ଜର କାକୋରୀ ଥାନା କ୍ଷେତ୍ରର ଖାନପୁର ମଊ ଗାଁରେ ପହଞ୍ଚିଥିଲେ।ସେଠାରେ ବାହାଘରର ମଣ୍ଡପ ସଜାହୋଇଥିଲା।ଫେରା ନେବା ପୂର୍ବରୁ ଯେତେବେଳେ ବର-ବୋହୂ ଜଣେ ଅନ୍ୟ ଜଣକୁ ବରଣମାଳା ପିନ୍ଧାଇବା ପାଇଁ ଯାଉଥିଲେ,ଠିକ ସେହି ସମୟରେ ସିନେମା ଶୈଳୀରେ ସେଠାରେ ଏକ ଝିଅ ପ୍ରବେଶ କରିଛନ୍ତି।

ଉତ୍ତର ପ୍ରଦେଶର ରାଜଧାନୀ ଲଖନଞ୍ଜରେ ପହଞ୍ଚି ଥିବା ଏକ ବରଯାତ୍ରୀ ବରଣମାଳା ସମୟରେ ବରର ପ୍ରେମିକା ପହଞ୍ଚି ଯାଇଛନ୍ତି ଏବଂ ସେଠାରେ ଜମି ବଡଧରଣର ଗଣ୍ଡଗୋଳ କରିଛନ୍ତି। ପ୍ରେମିକା ନିଜ ପ୍ରେମୀଙ୍କର ବାହାଘର ଅଟକାଇ ଦେଇଛନ୍ତି ଏବଂ ତାଙ୍କୁ କାରରେ ବସାଇ ନିଜ ସହ ନେଇ ଯାଇଛନ୍ତି। ଏହି ଘଟଣା ପରେ ବରଯାତ୍ରୀ ବିନା କନିଆଙ୍କୁ ପୁଣି ଫେରିବାକୁ ପଡ଼ିଥିଲା। ଏହି ଘଟଣାଟି ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ‌ହୋଇଯାଇଛି।

ତର୍ଜମା ମୁତାବକ ଯୁପିର ଉନ୍ନାବ ଜିଲ୍ଲାରେ ରହୁଥିବା ବର ବରଯାତ୍ରୀ ନେଇ ଲଖନଞ୍ଜର କାକୋରୀ ଥାନା କ୍ଷେତ୍ରର ଖାନପୁର ମଊ ଗାଁରେ ପହଞ୍ଚିଥିଲେ। ସେଠାରେ ବାହାଘରର ମଣ୍ଡପ ସଜାହୋଇଥିଲା।ଫେରା ପୂର୍ବରୁ ଯେତେବେଳେ ବର-ବୋହୂ ଜଣେ ଅନ୍ୟ ଜଣଙ୍କୁ ବରଣମାଳା ପିନ୍ଧାଇବା ପାଇଁ ଯାଉଥିଲେ, ଠିକ ସେହି ସମୟରେ ସିନେମା ଶୈଳୀରେ ସେଠାରେ ଏକ ଝିଅ ପ୍ରବେଶ କରିଛନ୍ତି। ଯାହାକୁ ଦେଖି ବରର ଚେତା ଉଠିଯାଇଥିଲା।

ମୁଖ୍ୟକଥା, ସେହି ଝିଅ ବରର ପ୍ରେମିକା ଥିଲେ।ସେ ବାହାଘର ସମାରୋହରେ ପହଞ୍ଚି ଉଚ୍ଚ ସ୍ବରରେ ବରକୁ ଅନେକ କଥା ଶୁଣାଇଛନ୍ତି। ଝିଅ ଜଣକ କିଛି କୋର୍ଟ କାଗଜ ବି ଲୋକମାନଙ୍କୁ ଦେଖାଇଛନ୍ତି। ଏହା ପରେ ସେ ବରକୁ ନିଜ ସହ କାରରେ ବସାଇ ନେଇଯାଇଛନ୍ତି। ଏହି କାରଣରୁ ସମସ୍ତ ବରଯାତ୍ରୀ ଉଦାସ ହୋଇ ପୁଣି ଫେରି ଯାଇଛନ୍ତି।

‌ହେଲେ କନିଆଁଙ୍କ ବାପା ରାମେଶ୍ବରମଙ୍କ ମୁତାବକ ବର ଏବଂ ସେହି ଝିଅ ମଧ୍ୟରେ ଆମ ପରିବାରର ସମ୍ନାନ ତଳେ ପଡି ଯାଇଛି ଏବଂ ଏବେ ବାହାଘରକୁ ଭାଙ୍ଗି ଦିଆଯାଇଛି। ଏହି ଘଟଣାରେ କୈାଣସି ପକ୍ଷ ତରଫରୁ କୈାଣସି ପୋଲିସ ଦରଖାସ୍ତ ଜମା କରା ଯାଇନାହିଁ। ପୋଲିସ ମୁତାବକ ଏହି ସମ୍ବନ୍ଧରେ କୈାଣସି ଦରଖାସ୍ତ ଥାନାକୁ ଆସିନାହିଁ।ନା କେହି କିଛି ଦରଖାସ୍ତ ଦେଇଛନ୍ତି। ଏମିତି କୈାଣସି ଦରଖାସ୍ତ ଆସିବ ତ କାର୍ଯ୍ୟକାରୀ କରିବା ଆରମ୍ଭ କରି ଦିଆଯିବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *