SHO ଜିତେନ୍ଦ୍ର କୁମାରଙ୍କୁ ସୂଚନା ମିଳିଥିଲା କି ଏକ ମହିଳା ନିଜ ଛୁଆକୁ ବିକିବା ପାଇଁ କଥାବାର୍ତ୍ତା କରୁଛନ୍ତିି। ଏହି ଘଟଣାରେ SHO ତର୍ଜମା କରିବାରୁ ଜଣା ପଡ଼ିଛି କି ମହିଳାଙ୍କ ଛୁଆଙ୍କୁ ବେମାର ହୋଇଛି ଏବଂ ତାର ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ।SHOର କାର୍ଯ୍ୟକ୍ରମ ଉପରେ ସଦର ଥାନାର ସବୁ ସଦସ୍ୟ ନିଜ ଭିତରେ ଟଙ୍କା ଏକତ୍ରିତ କରିଛନ୍ତି ଏବଂ ୧୧ହଜାର ଟଙ୍କା ସାହାଯ୍ୟ କରିଛନ୍ତି।
ଉତ୍ତର ପ୍ରଦେଶର ଆଗରା ପୋଲିସ ସାହାଯ୍ୟର ନମୁନା ସ୍ବରୂପ ଟଙ୍କାର ସାହାଯ୍ୟ କରିଛନ୍ତି।ଏକ ବେମାରୀ ଛୁଆର ଚିକିତ୍ସା ପାଇଁ ସଦର ଥାନା ପୋଲିସ ଯେଉଁପରି କାର୍ଯ୍ୟ କରିଛନ୍ତି, ସେମାନଙ୍କର ବହୁତ ପ୍ରଶଂସା କରାଯାଉଛି। ପୋଲିସ ଯେଉଁ ଛୁଆର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି, ତାଙ୍କ ମାଆ ବିରକ୍ତି ହୋଇ ସେହି ଛୁଆକୁ ବିକିବା ପାଇଁ କଥାବାର୍ତ୍ତା କରୁଥିଲେ। ନିରୁପାୟ ମାଆ ପାଖରେ ଛୁଆର ଚିକିତ୍ସା କରିବା ପାଇଁ ଟଙ୍କା ନଥିଲା। ସେହି ମାଆକୁ ସଦର ଥାନା ପୋଲିସ ମାନେ ନିଜ ମଧ୍ୟରେ ଟଙ୍କା ଏକତ୍ରିତ କରି ୧୧ହଜାର ଟଙ୍କାର ସାହାଯ୍ୟ କରିଛନ୍ତି।
संवेदनाएँ..!
SHO सदर,आगरा जितेंद्र कुमार को सूचना मिली कि एक महिला अपने बच्चे को बेचने की बात कर रही है।
उन्होंने जानकारी की तो पता चला कि उसका बच्चा बीमार है,और इलाज के लिए पैसे नहीं हैं।
थाना सदर के सभी कर्मियों ने आपस में पैसे एकत्र किये और कुल 11000₹ देकर उसकी मदद की। pic.twitter.com/fL9cBeOt6T— SACHIN KAUSHIK (@upcopsachin) December 8, 2020
ସୂଚନା ମୁତାବକ,SHOସଦର,ଆଗରା ଜିତେନ୍ଦ୍ର କୁମାରଙ୍କୁ ସୂଚନା ମିଳିଥିଲା କି ଜଣେ ମହିଳା ନିଜ ଛୁଆକୁ ବିକିବା ପାଇଁ କଥାବାର୍ତ୍ତା କରୁଛନ୍ତିି। ଏହି ଘଟଣାରେ SHO ତର୍ଜମା କରିବାରୁ ଜଣା ପଡ଼ିଛି କି ମହିଳାଙ୍କ ଛୁଆଙ୍କୁ ବେମାର ହୋଇଛି ଏବଂ ତାର ଚିକିତ୍ସା ପାଇଁ ଟଙ୍କା ନାହିଁ।SHOର କାର୍ଯ୍ୟକ୍ରମ ଉପରେ ସଦର ଥାନାର ସମସ୍ତ ସଦସ୍ୟ ନିଜ ଭିତରେ ଟଙ୍କା ଏକତ୍ରିତ କରିଛନ୍ତି ଏବଂ ୧୧ହଜାର ଟଙ୍କାର ସାହାଯ୍ୟ କରିଛନ୍ତି।
ସମ୍ବେଦନା!
SHOସଦର,ଆଗରା ଜିତେନ୍ଦ୍ର କୁମାରଙ୍କୁ ସୂଚନା ମିଳିଥିଲା କି ଜଣେ ମହିଳା ନିଜ ଛୁଆକୁ ବିକିବା ପାଇଁ କଥାବାର୍ତ୍ତା କରୁଛନ୍ତିି। ସେମାନେ ତର୍ଜମା କରିବାରୁ ଜଣା ପଡ଼ିଛି କି ତାଙ୍କ ଛୁଆକୁ ବେମାର ହୋଇଛି, ଏବଂ ତାର ଚିକିତ୍ସା ପାଇଁ ଟଙ୍କା ନାହିଁ।ସଦର ଥାନାର ସମସ୍ତ ସଦସ୍ୟ ନିଜ ଭିତରେ ଟଙ୍କା ଏକତ୍ରିତ କରିଛନ୍ତି ଏବଂ ୧୧,୦୦୦ଟଙ୍କା ଦେଇ ତାଙ୍କୁ ସାହାଯ୍ୟ କରିଛନ୍ତି।
ଆଗରା ପୋଲିସଙ୍କର ଏହି ପ୍ରୟାସକୁ ଶୋଶିଆଲ ମିଡ଼ିଆରେ ବହୁତ ପ୍ରଶଂସା କରାଯାଉଛି। ଟୁଇଟରରେ ଜୟପ୍ରକାଶ ଶର୍ମା କହିଛନ୍ତି’ବାଃ କେମିତି କଥା ହୋଇଛି, ଅଭିନନ୍ଦନ ଏହି ପୋଲିସ ଟିମକୁ ସେମାନଙ୍କର ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ’।ହର୍ଷ କୁମାର ଲେଖିଛନ୍ତି,’ପୋଲିସଙ୍କର ଏମିତି ବି ଚେହେରା ଅଛି, ଯାହା ସମୟ-ସମୟରେ ଅଲଗା-ଅଲଗା ଜାଗାରେ ଦେଖାଯାଉଛି। ମାନବିକତା ବଞ୍ଚି ରହିଥାଏ ସେତେବେଳେ , ଯେତେବେଳେ ମଣିଷ, ମଣିଷର କଷ୍ଟକୁ ବୁଝିପାରି ଥାଏ।’
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।