ପଞ୍ଜାବର ଏକ ମୋଗାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ଏକ ଦୋକାନ ଭିତରେ ତିନୋଟି ଲୋକ ବସିବାର ଦେଖିବାକୁ ମିଳୁଛି। ଗୋଟିଏ କୋଣରେ ଏକ ମହିଳା ବସିଛନ୍ତି ଏବଂ ଅନ୍ୟ ଏକ କୋଣରେ ଗୋଟିଏ ନୀଳ ରଙ୍ଗର ଟୋପି ପିନ୍ଧି ଜଣେ ବ୍ୟକ୍ତି ବସିଛନ୍ତି। ଏହି ଦୁଇ ଜଣଙ୍କ ଆଗରେ ଧଳା ରଙ୍ଗର ପଗଡୀ ପିନ୍ଧି ଏହି ଦୋକାନର ମାଲିକ କୁଳବନ୍ତ ବସିଛନ୍ତି।
ଏକ ଚତୁର ବଦମାସ ଲୁଟ କରିବାର ପ୍ଲାନ ବନେଇଲା। ସେ ଲୁଟ କରିବା ପାଇଁ ଚେଷ୍ଟା ମଧ୍ୟ କଲା। ଯେତେବେଳେ ସେ ଲୁଟ କୁ ସଫଳ କରିବାକୁ ଚେଷ୍ଟା କଲା ସେତେବେଳେ କିନ୍ତୁୁ ସେ ନିଜେ ସମସ୍ୟାରେ ଫସି ଗଲା। ଲୁଟ କୁ ସଫଳ କରିବା ପାଇଁ ଲୁଟେରା ଉପରେ ତାର ଓଲଟା ଏପରି ପ୍ରଭାବ ତା ଜୀବନ ପଡିଗାଲା। ଲକ୍ଷ ଲକ୍ଷ ଟଙ୍କାର ଲୁଟକୁ ସଫଳ କରିବାକୁ ଯାଉଥିବା ସେହି ଲୁଟେରା ନିଜର ଜୀବନ ବଞ୍ଚାଇ ସେଠାରୁ ପଳାଇଲା କିନ୍ତୁ ନିଜର ହତିଆର ସେଠାରେ ଛାଡି ପଳାଇ ଥିଲା। ଏହି ଘଟଣା ସିସିଟିଭିରେ ମଧ୍ୟ ରେର୍କଡ ହୋଇଛି।
ପଞ୍ଜାବର ଏକ ମୋଗାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ଏକ ଦୋକାନ ଭିତରେ ତିନୋଟି ଲୋକ ବସିବାର ଦେଖିବାକୁ ମିଳୁଛି। ଗୋଟିଏ କୋଣରେ ଏକ ମହିଳା ବସିଛନ୍ତି ଏବଂ ଅନ୍ୟ ଏକ କୋଣରେ ଗୋଟିଏ ନୀଳ ରଙ୍ଗର ଟୋପି ପିନ୍ଧି ଜଣେ ବ୍ୟକ୍ତି ବସିଛନ୍ତି। ଏହି ଦୁଇ ଜଣଙ୍କ ଆଗରେ ଧଳା ରଙ୍ଗର ପଗଡୀ ପିନ୍ଧି ଏହି ଦୋକାନର ମାଲିକ କୁଳବନ୍ତ ବସିଛନ୍ତି। କୁଳବନ୍ତ ଟୋପି ପିନ୍ଧିଥିବା ସେହି ବ୍ୟକ୍ତିର କଥାବାର୍ତ୍ତା ଦେଖୁଥିଲେ।
ସେହି ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ହେଉଥିବା ସମୟରେ ସେହି ବ୍ୟକ୍ତି ହାତରେ କଟୁରୀ ଧରି ଦୋକାନର କାଉଣ୍ଟର ଆଡକୁ ଗଲା ଯେଉଁଠି ଦୋକାନର ମାଲିକ କୁଲବନ୍ତ ବସିଥିଲେ। ସେ କାଉଣ୍ଟର ର ଅନ୍ୟ ପଟରେ ବସି ହିଁ ଥିଲା ସେହି ସମୟରେ ବଲବନ୍ତ ହାତରେ ବ୍ୟାଟ ଧରି ସେହି ଟୋପି ପିନ୍ଧିଥିବା ବ୍ୟକ୍ତି ଉପରେ କେତେଥର ପ୍ରହାର କରିଥିଲେ।
ଅଚାନକ ଅକ୍ରମଣ ହୋଇଥିବାରୁୁ ସେହି ଲୁଟେରା ଜଣକ କିଛି ନ କରିପାରି ନିଜର ଜୀବନ ବଞ୍ଚେଇ ସେଠାରୁ ଦୌଡି ପଳାଇଥିଲା। କିନ୍ତୁ ଯାଉ ଯାଉ ସେ କୁଳବନ୍ତ ଆଡକୁ ଏକ ଫାୟାର ମଧ୍ୟ କରିଥିଲା। ଭାଗ୍ୟ ବସତଃ ସେହି ଗୁଳି ବଲବନ୍ତଙ୍କୁ ଲାଗି ନଥିଲା। ସେହି ଲୁଟେରା ଜଣକ ତରବରରେ ନିଜର ହତିଆର ଛାଡି ସେଠାରୁ ପଳାଇ ଥିଲା।
ଲୁଟର ଖବର ଶୁଣି ସେଠାରେ ବହୁତ ଭିଡ ଜମା ହୋଇଥିଲା। ପୋଲିସ ମଧ୍ୟ ସେଠାରେ ଯାଇ ଠିକ ସମୟରେ ପହଁଚି ଥିଲା। କୁଲବନ୍ତ ଙ୍କ ହିସାବରେ ସେ ଲୁଟେରାକୁ ବହୁତ ବୁଝେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଯେତେବେଳେ ସେ ସେଥିରେ ଅସଫଳ ହେଲେ ସେତେବେଳେ ସେ ସେହି ଲୁଟେରାକୁ ବହୁତ ମାଡ ମାରିଥିଲେ।
ସିସିଟିଭିରେ କୟେଦ ହୋଇଥିବା ସେହି ଲୁଟେରାର ଭିଡଓରୁ ପୋଲିସ ଲୁଟେରାକୁ ଖୋଜିବାରେ ଲାଗିଛି। ପୋଲିସ ଏହା ବ୍ୟତିତ ଏହା ଜାଣିବାକୁ ଚେଷ୍ଟା କରୁଛିକି ଏହି ଲୁଟ ପଛରେ ଆଉ କାହାର ହାତ ଅଛି ବୋଲି।
ମୋଗା ପୋଲିସ ଡିଏସପି ବୃଜେନ୍ଦ୍ର ସିଂହ ଭୁଲ୍ଲରଙ୍କର କହିବା ଏହାକି ଯେଉଁପରି ଏହି ଲୁଟକୁ ଅସଫଳ କରିବା ପାଇଁ ଦୋକାନ ମାଲିକ ସାହସ ଦେଖାଇଛନ୍ତି , ଏହା ବହୁତ ପ୍ରଶଂସନୀୟର ଯୋଗ୍ୟ ଅଟେ। କୁଲବନ୍ତ ନିଜର ଦୋକାନ ବଞ୍ଚେଇବାରେ ସଫଳ ହେଲେ କିନ୍ତୁ ସେହି ଲୁଟେରାକୁ କୁଳବନ୍ତ ଏପରି ସବକ ସିଖାଇଲେ ଯେ ସେ ସାରା ଜୀବନ ମନେ ରଖିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।