ଛତିସଗଡ: ଏକ ଯୋଗ ଗୁରୂ ନିଜର ଶିଷ୍ୟାକୁ କରିଥିଲେ ରେପ। ଏହାର ଖୁଲାସା ସେତେବେଳେ ହେଲା ଯେତେବେଳେ ବିବାହ ହେବାକୁ ଦୁଇ ଦିନ ଥିଲା। ପିଡୀତାଙ୍କର ଆରୋପ ଏହାକି ତାଙ୍କର ବିବାହ ଆଥା ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖାଯାଉଥିଲା। ଏବେ ବିବାହ ପାଇଁ କହିଲାକୁ ମନା କରି ଦେଉଛନ୍ତି। ସେଇଠି ମିଡିଆ ରିର୍ପୋଟ ଅନୁସାରେ ଗୃହ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ପରେ ପୋଲିସ ଆରୋପି ଉପରେ ଦୁଷ୍କର୍ମର ଆରୋପ ଲଗାଇ ମାମଲ ଦର୍ଜ କରିଛି। ଏହି ଘଟଣା ବିଳାସପୁର ଜେଲର ଶିବିଲ ଲାଇନର ଅଟେ।
ବିଳାସପୁରରେ ଏକ ଯୋଗ ଗୁରୂ ଦୂର୍ଗେଶ ରାଠୌରଙ୍କର ନିଜ ଶିଷ୍ୟାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଶିଷ୍ୟା ଜଣଙ୍କ ବିବାହିତ ଅଟନ୍ତି , ଯାହାର ଆରୋପ ଏହାକୁ ଯୋଗ ଶିକ୍ଷକ ତାଙ୍କୁ ବିବାହର ଆଶା ଦେଖାଇ ଯୋଗ ଶିକ୍ଷକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ।
ମହିଳା ରିର୍ପୋଟ ଦର୍ଜ କରିବା ପାଇଁ ସିବିଲ ଲାଇନ ଥାନା ପହଁଚି ଥିଲେ। ତାଙ୍କର ଆରୋପ ଏହା କି ପୋଲିସ ତାଙ୍କୁ ବିବାହିତ ଦେଖି କୋର୍ଟ ଯିବାକୁ ପରାର୍ମସ ଦେଇଥିଲେ।
ମହିଳା ଜଣକ ଏହାପରେ ଗୃହ ରାଜ୍ୟମନ୍ତ୍ରୀ ତାମ୍ରଧ୍ବଜ ସାହୁଙ୍କ ପାଖରେ ଅଭିଯୋଗ କରିଥିଲେ। ତଙ୍କର ଦଖଲ ପରେ ପୋଲିସ ଦୁଷ୍କର୍ମର କେସ ଦର୍ଜ କରିଛି।
ମିଡିଆ ରିର୍ପୋଟ ଅନୁସାରେ ଗୃହ ରାଜ୍ୟମନ୍ତ୍ରୀ ପୋଲିସଙ୍କୁ ମହିଳାଙ୍କର ଅଭିଯୋଗକୁ ଗମ୍ଭୀର ଭାବରେ ନେବାକୁ କହିଛନ୍ତି। ସେଇଠି ମହିଳାଙ୍କର ଏହି ଅଭିଯୋଗ କି ଯୋଗ ଗୁରୂଙ୍କ ବଡ ଭାଈ ଜୀବନରୁ ମାରିଦେବାର ଧମକ ଦେଉଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।