ରାଞ୍ଚୀ ( ଝାଡଖଣ୍ଡ ) ସମ୍ପର୍କରେ ଦୁଇ ଭଉଣୀ ହେଉଥିବା ଝିଅ ଏବେ ସମଲିଙ୍ଗ ବିବାହ କରି ସାରିଛନ୍ତି। ମିଡିଆ ରିର୍ପୋଟ ଅନୁସାରେ ପରିବାର ଲୋକ ତାଙ୍କୁ ନେଇ ପୋଲିସ ଥାନାରେ ଯାଇ ପହଁଚି ଥିଲେ। ସେତେବେଳେ ପୋଲିସ ତାଙ୍କୁ ଗାଳି କରି ବାହାର କରି ଦେଇଥିଲା। ସେମାନେ ଏକା ସହିତ ବଞ୍ଚିବା ଏବଂ ମରିବାର ସପଥ କରିବାର ଦେଖି ଘର ଲୋକ ଚିନ୍ତିତ। ଏହି ଘଟଣା କୋଡରମା ଜେଲର ଝୁମରୀତିଲୈୟା ଥାନ କ୍ଷେତ୍ରର ଗୋଟିଏ ଗାଁର ଅଟେ। ଯେଉଁଠି ଦୁଇ ମାସ ହେବ ଦୁଇ ଭଉଣୀ ଘରୁ ଗାୟେବ ଅଛନ୍ତି।
ଝାଡଖଣ୍ଡର କୋଡରମା ଜେଲର ଝୁମରିତୀଲୈୟା କ୍ଷେତ୍ରର ଦୁଇ ଯୁବତୀ ସମ୍ପର୍କ ମାମୁଁ ଝିଅ ଏବଂ ପିଉସୀ ଝିଅ ଭଉଣୀ ଅଟନ୍ତି। ପରିବାରର ଲୋକମାନେ ବିବାହର ବିରୋଧ କରିବାରୁ ସେମାନେ ଦୁଇ ମାସ ହେବ ଘରୁ ଗାୟବ ଅଛନ୍ତି।
ଝିଅ ବିଷୟରେ ଜଣା ପଡିଲା ତେବେ ପରିବାର ଲୋକ ଚନ୍ଦାବାରରେ ଯାଇ ପହଁଚିଲେ। ଯେଉଁଠି ତାଙ୍କୁ ଏକ ଘରୁ ଧରି ଘରକୁ ନେଇ ଆସିଲେ। ଏହି ଘଟଣାର ସୂଚନା ସ୍ଥାନୀୟ ପୋଲିସଙ୍କୁ ଦିଆଗଲା। ପରେ ପୋଲିସ ଦୁଇ ଜଣଙ୍କୁ ଗାଳି ଦେଇ ସେଠାରୁ ବିଦା କରି ଦେଇଥିଲା।
ଦୁଇ ଜଣ ନବାଲିଙ୍ଗ ଅଟନ୍ତି। କିଛି ଦିନ ପୂର୍ବେ ଦୁଇ ଜଣ ପରସ୍ପର ମଧ୍ୟରେ ବିବାହ କରି ସାରିଛନ୍ତି। ଦୁଇ ଜଣ ପରସ୍ପର ସହିତ ଜୀବନ ବିତେଇବାର ଜିଦି ମଧ୍ୟ କରୁଛନ୍ତି। ଯାହାପାଇଁ ପରିବାର ଲୋକ ଚିନ୍ତିତ ଅଟନ୍ତି।
ଦୁଇ ଜଣ ନବାଲିଙ୍ଗ ଅଟନ୍ତି। କିଛି ଦିନ ପୂର୍ବେ ଦୁଇ ଜଣ ପରସ୍ପର ମଧ୍ୟରେ ବିବାହ କରି ସାରିଛନ୍ତି। ଦୁଇ ଜଣ ପରସ୍ପର ସହିତ ଜୀବନ ବିତେଇବାର ଜିଦି ମଧ୍ୟ କରୁଛନ୍ତି। ଯାହାପାଇଁ ପରିବାର ଲୋକ ଚିନ୍ତିତ ଅଟନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।