ସ୍ତ୍ରୀ ଉପରେ ଥିଲା ସନ୍ଧେହ, ସ୍ୱାମୀ ପାଞ୍ଚ ବର୍ଷର ପୁଅ ସାମ୍ମନାରେ ସ୍ତ୍ରୀ ଏବଂ ଝିଅର ବେକ କାଟି ହତ୍ୟା କରିଦେଲା

ବିହାରର ଜମୁଈ ସହରର କଲ୍ୟାଣପୁରରୁ ଏକ ହୃଦୟ ଦୋହଲେଇଲା ପରି ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ଜଣେ ଯୁବକ ନିଜର ପାଞ୍ଚ ବର୍ଷର ପୁଅ ଆଗରେ ନିଜର ସ୍ତ୍ରୀ ଏବଂ ଝିଅର ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଛି।

ବିହାରର ଜମୁଈ ସହରର କଲ୍ୟାଣପୁରରୁ ଏକ ହୃଦୟ ଦୋହଲେଇଲା ପରି ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ଜଣେ ଯୁବକ ନିଜର ପାଞ୍ଚ ବର୍ଷର ପୁଅ ଆଗରେ ନିଜର ସ୍ତ୍ରୀ ଏବଂ ଝିଅର ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଛି। ଏହି ଘଟଣା ବୁଧବାର ରାତିର ବୋଲି କୁହାଯାଉଛି। ଖବର ମିଳିବା ମାତ୍ରେ ପୋଲିସ ସେଠାରେ ପହଁଚି ଶବକୁ ଜବତ କରି ପୋସ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇଛି।

ଏହି ସମ୍ପୁର୍ଣ୍ଣ ଘଟଣାର ପ୍ରତକ୍ଷ ସାଖି ହେଉଛି ଆରୋପି ପ୍ରମୋଦ ତାନ୍ତିର ପାଞ୍ଚ ବର୍ଷର ପୁଅ। ସେ କହିଛି କି ତା ବାପା ଧାରୁଆ ଅସ୍ତ୍ରରେ ତା ମା ଏବଂ ଭଉଣୀର ବେକ କାଟି ହତ୍ୟା କରିଛି ବୋଲି। ଅଭିଯୁକ୍ତ ପ୍ରମୋଦ ତାନ୍ତି ଟାଇଲା ଏବଂ ର୍ମାବଲ ଲଗେଇବା କାମ କରେ। ପୋଲିସଙ୍କ କହିବା ଅନୁସାରେ ପ୍ରମୋଦ ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଧେହ କରୁଥିଲେ। ଯାହାପାଇଁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୁଏ। କିଛି ସମୟ ପୂର୍ବେ ଆରୋପି ପ୍ରମୋଦ ନିଜର ସ୍ତ୍ରୀର ଅବୈଧ ସମ୍ଭନ୍ଧ ପାଇଁ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ଲୋକମାନଙ୍କ ସାହାର୍ଯ୍ୟରେ ତାର ଜୀବନ ବଞ୍ଚି ଯାଇଥିଲା।

ପାଞ୍ଚ ବର୍ଷର ପୁଅ ସାମ୍ମନାରେ ମା ଏବଂ ଝିଅର ହତ୍ୟା

ପୋଲିସର କହିବା ଏହାକି ସକାଳ ଛଅଟା ସମୟରେ ପାଞ୍ଚ ବର୍ଷର ପୁଅ ଓମ ନିଜର ପଡୋସୀ ଖୁଡିଙ୍କ ଘରକୁ ଯାଇ କହିଥିଲକି ବାପା ମା ଏବଂ ଦିଦିକୁ ମାରି କୁଆଡେ ଚାଲି ଯାଇଛନ୍ତି। ତୁରନ୍ତ ଖୁଡୀ ସଙ୍ଗୀତା ଦେବି କବାଟ ଖୋଲି ଦେଖିଲା ତ ୩୭ ବର୍ଷିୟ ରିତା ଦେବୀ ଏବଂ ୭ ବର୍ଷର ଜ୍ୟୋତି କୁମାରୀ ରକ୍ତରେ ଜୁଡବୁଡ ହୋଇ ତଳେ ପଡିଛନ୍ତି ଏବଂ ଯେଉଁ ଧାରୁଆ ଅସ୍ତ୍ରରେ ତାଙ୍କର ହତ୍ୟା କରା ଯାଇଥିଲା ସେ ଅସ୍ତ୍ର ମଧ୍ୟ ସେଠାରେ ପଡିଥିଲା।

ପରିବାର ଲୋକ ଏହାର ଖବର ପୋଲିସକୁ ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଁଚି ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି। ଏହି ହତ୍ୟା ପଛରେ ଅବୈଧ ସମ୍ଭନ୍ଧର କଥା ସାମ୍ମନାକୁ ଆସୁଛି। ପୋଲିସ ଦାବିର ସହ କହୁଛି କି ଦୋଷୀକୁ ବହୁତ ଜଲଦି ଧରା ଯିବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *