ସ୍ତ୍ରୀ ଏବଂ ପାଞ୍ଚଜଣ ଛୁଆଙ୍କୁ ଟାଙ୍ଗିଆରେ କାଟିଦେଲା, ପୁଣି କହିଲା-ମୁଁ ନୁହେଁ,’ଭୂତ’ ହେଉଛି ହତ୍ୟାକାରୀ

ଏହି ଘଟଣା ସିବାନ ଜିଲ୍ଲାର ଭଗବାନପୁର ଥାନା କ୍ଷେତ୍ରର ବହଲା ଅଲୀ ମର୍ଦନପୁରର ଅଟେ, ଯେଉଁଠାରେ ଏକ ପାଗଳ ବାପା ନିଜେ ହିଁ ସ୍ତ୍ରୀ ଏବଂ ପାଞ୍ଚଜଣ ଛୁଆଙ୍କୁ ଟାଙ୍ଗିଆରେ କାଟିଦେଲା। ଆରୋପୀର ଦୁଇ ଝିଅ ଏବଂ ତିନିଜଣ ପୁଅ ଥିଲେ। ବାପାଙ୍କ ହମଲାରେ ଘଟଣାସ୍ଥଳରେ ହିଁ ଗୋଟିଏ ଝିଅ ସମେତ ଚାରି ଛୁଆଙ୍କ ମୃତ୍ୟୁ ହୋଇଯାଇଥିଲା।

ବିହାରରେ ଅପରାଧୀମାନେ ଏବେ ଏବେ ସପ୍ତମ ଆକାଶରେ ଅଛନ୍ତି।ଆଗେ ଦିନ ହତ୍ୟା, ଲୁଟ, ଡକାୟତିରୁ ଲାଗୁଛି କି ବିହାର ଏବେ ଅପରାଧୀ ମାନଙ୍କ ପାଇଁ ନିରାପଦ ସ୍ଥଳୀ ହୋଇଯାଇଛି। ଏବେ ତାଜା ଘଟଣା ସିବାନରେ ହୋଇଛି। ଯେଉଁଠାରେ ଏକ କଳିଯୁଗର ପାଗଳ ‌ହତ୍ୟାରେ ନିଜ ସ୍ତ୍ରୀ ଏବଂ ପାଞ୍ଚଜଣ ଛୁଆଙ୍କୁ ଟାଙ୍ଗିଆରେ କାଟି ଦେଇଥିଲେ।ଇଏ ନୁହେଁ, ଆରୋପୀ କହୁଛନ୍ତି କି ମୋ ଶରୀରରେ ଭୂତ ସବାର ହୋଇଗଲା ଏବଂ ଲାଗିଲା କି ଯିଏ ସାମ୍ନାକୁ ଆସୁଛି ତାକୁ ମାରିବାର ଅଛି।

ବାସ୍ତବରେ, ଏହି ଘଟଣା ସିବାନ ଜେଲର ଭଗବାନପୁର ଥାନା କ୍ଷେତ୍ରର ବଲହା ଅଲୀ ମର୍ଦନପୁରର ଅଟେ। ଯେଉଁଠାରେ ଏକ ପାଗଳ ବାପା ନିଜେ ହିଁ ସ୍ତ୍ରୀ ଏବଂ ପାଞ୍ଚଜଣ ଛୁଆଙ୍କୁ ଟାଙ୍ଗିଆରେ କାଟି ଦେଇଥିଲେ।ଆରୋପୀର ଦୁଇ ଝିଅ ଏବଂ ତିନିଜଣ ପୁଅ ଥିଲେ। ବାପାଙ୍କ ହମଲାରେ ଘଟଣାସ୍ଥଳରେ ହିଁ ଗୋଟିଏ ଝିଅ ସମେତ ଚାରିଜଣ ଛୁଆଙ୍କର ମୃତ୍ୟୁ ହୋଇଯାଇଥିଲା।

ସେଠାରେ, ସ୍ତ୍ରୀ ଏବଂ ଛୁଆର ଗମ୍ଭୀର ସ୍ଥିତି ହେତୁ ପାଟନାକୁ ପଠାଇ ଦିଆଯାଇଥିଲା। ପୋଲିସ ମୁତାବକ, ଆରୋପୀଙ୍କ ନାମ ଅବଧେଶ ଚୌଧୁରୀ ଅଟେ। ସେ ବଲହା ଗ୍ରାମରେ ରହୁଥିଲେ। ଘଟଣା ସମ୍ବନ୍ଧରେ ଜଣାଯାଉଛି କି ଅବଧେଶ ଚୌଧୁରୀଙ୍କର କୈାଣସି କଥାକୁ ନେଇ ସ୍ତ୍ରୀ ସହିତ ଝଗଡ଼ା ହୋଇଯାଇଥିଲା। ଏହା ମଧ୍ୟରେ ପାଗଳ ସ୍ୱାମୀ ଟାଙ୍ଗିଆରେ ନିଜ ପରିବାର ଉପରେ ହମଲା କରିଦେଇଥିଲା

ସେହି, ଆରୋପୀ ଅବଧେଶ ଚୌଧୁରୀ କହୁଛନ୍ତି କି,’ ମୁଁ ଗେଟ ଖୋଲି ବାହାରକୁ ଯାଇଥିଲି ଏବଂ ଆସିଲି ତ ମୋ ଶରୀର ଉପରେ ଭୂତ ସବାର ହୋଇଗଲା ଏବଂ ଲାଗିଲା କି ଯିଏ ସାମ୍ନାକୁ ଆସିବ ତାକୁ ମାରିଦେବା ଉଚିତ, ପୁଣି ତା ସାମ୍ନାକୁ ତାର ପରିବାର ଆସିଲା ତ ସେ ଟାଙ୍ଗିଆରେ ହମଲା କରିଦେଇଥିଲା।

ଏହି ଘଟଣାର ସୂଚନା ପୋଲିସକୁ ଦିଆଯାଇଛି। ସୂଚନା ମିଳିବା ମାତ୍ରେ ହିଁ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ପାଗଳ ବାପାଙ୍କୁ ଗିରଫ କରି ନେଇଥିଲେ। ଆରୋପୀ ତାଙ୍କ ଦୋଷ ସ୍ବୀକାର କରିନେଇଥିଲେ।ଏଏସଆଈ ଶଶୀଭୂଷଣଙ୍କ କହିବା କଥା କି ତର୍ଜମା ଆରମ୍ଭରୁ ସାମ୍ନାକୁ ଆସିଛି କି ଆରୋପୀ ମାନସିକ ରୂପେ ସ୍ଥିର ନୁହଁନ୍ତି। ତଥାପି ଘଟଣାଟିର ତର୍ଜମା କରାଯାଉଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *