ଏହି ଯାଗକୁ ଯାଇ ଗାଏବେ ହୋଇ ଯାଉଛି ଜାହଜ, ବର୍ଷ ବର୍ଷ ଧରି ଏହି ରହସ୍ୟର ସମାଧାନ ପାଇଁ ଲାଗିଛନ୍ତି ବୈଜ୍ଞାନିକ କିନ୍ତୁ..

ଦୁନିଆରେ ଆଜିବି ଏପରି ଜାଗା ରହିଛ ଯାହାକି ରହଶ୍ୟରେ ଭରପୁର ଅଛି। ଏହି ଜାଗାର ରହସ୍ୟର ସମାଧାନ କରିବା ପାଇଁ କହାର ବି ସାହସ ନାହିଁ। ଏହି ଯାଗା ମାନଙ୍କ ଭିତରୁ ବରମୁଡା ଟ୍ରାୟଙ୍ଗଲ ଅଟେ। ବରମୁଡା ଟ୍ରାଙ୍ଗଲ ଆଟଲାଣ୍ଟିକା ମହାସାଗରରେ ଅବସ୍ଥିତ। ଏହା ଏକ ମିଶ୍ଟ୍ରି ଯାଗା ଅଟେ। ଏହି ଯାଗାର ରହସ୍ୟ କ’ଣ ଅଟେ ଏହା ଜାଣିବା ପାଇଁ କେତେ ଲୋକ ନିଜର ଜୀବନ ହରାଇଛନ୍ତି। ଆଜି ଆମେ ଆପଣଙ୍କୁ ଏହି ମିଶ୍ଟ୍ରି ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ।

ଆଟଲାଣ୍ଟିକ ମହାସାଗରର ବରମୂଡା ଟ୍ରାୟଙ୍ଗଲ ବର୍ଷ ବର୍ଷ ଧରି ଏକ ରହସ୍ୟମୟ ହୋଇ ରହିଛି। କୁହାଯାଏ କି ଏହି ଯାଗା ଦେଇ ଯାଉଥିବା ଉଡା ଜାହାଜ କେଉଁଠି ହଜି ଯାଏ। ଜାହାଜ ହଜିବାର କାରଣ କ’ଣ ଆଜି ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ। ଆକଳନ କରାଯାଏ କି ଏଠାରେ କୌଣସି ଅଦୃଶ୍ୟ ଶକ୍ତି ରହିଛି। ଯାହାକି ସେହି ବାଟ ଦେଇ ଯାଉଥିବା ଉଡା ଜାହାଜକୁ ଗାୟେବ କରି ଦେଉଛି।

କେତେ ସମୟ ପର୍ଯ୍ୟନ୍ତ ବରମୂଡା ଟ୍ରାୟଙ୍ଗଲ ବିଷୟରେ କାହାକୁ ଯଣା ନଥିଲା। ଏହାର ଖୋଜରେ ପ୍ରଥମେ କ୍ରିସ୍ଟୋଫର କୋଲମ୍ବସ କରିଥିଲେ ଏବଂ ସେ ତାଙ୍କର ଲେଖାରେ ଏହି ଯାଗା ବିଷୟରେ ଲେଖିଥିଲେ କି ଏହି ଯାଗା ଦେଖିବାକୁ ତ୍ରିକୋଣ ପରି। ଏହା ବ୍ୟତିତ ସେ ସେଠାକାର ଗତି ବିଧି ବିଷୟରେ ମଧ୍ୟ ଲେଖିଛନ୍ତି।

ଏହି ସ୍ଥାନରେ ଜାହାଜ ମାନଙ୍କରଗ ଗାୟେବ ହେବାର କାରଣ, କୌଣସି ଶୋଧ ଏବଂ ଅଧୟନ କରା ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଜାହାଜର ଗାୟେବ ହେବାର ପ୍ରକୃତ କାରଣ ଜଣା ପଡି ନାହିଁ। ବର୍ତ୍ତମାନ ବରମୂଡା ଟ୍ରାୟଙ୍ଗଲରେ ଜାହାଜ ଗାୟେବ ହେବା ପଛର କାରଣ ବୈଜ୍ଞାନିକ ମୌସମକୁ ମାନୁଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ ବରମୂଡା ଟ୍ରାୟଙ୍ଗଲ ଆଖପାଖରେ ଖତରନାକ ପବନ ବହି ଥାଏ ଏବଂ ଏହାର ତିବ୍ର ପ୍ରତି ଘଣ୍ଟାକୁ ୧୭୦ ମିଲ ରହିଥାଏ। ଯେଉଁଥି ପାଇଁ ଉଡା ଜାହାଜ ନିଜର ସନ୍ତୁଳନ ହରାଇ ଦେଇଥାଏ ଏବଂ ର୍ଦୁଘଟଣାର ଶୀକାର ହୋଇଥାଏ। ଗୋଟିଏ ଅନୁମାନ ଅନୁସାରେ ଏଠାରେ ୫୦ ହଜାର ଜାହାଜ ଏବଂ ୨୦ଟି ବିମାନ ଗାୟେବ ହୋଇ ସାରିଛି।

କେଉଁଠି ଅବସ୍ଥିତ

ବରମୁଡା ଟ୍ରାୟଙ୍ଗଲ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଥିବା ବ୍ରିଟେନର ପ୍ରବାଶୀ କ୍ଷେତ୍ର ରେ ଅଛି। ଏହା ସଞ୍ଜୁକ୍ତ ରାଜ୍ୟ ଆମେରିକାର ପୂର୍ବତଟର ମିୟାମୀରୁ ୧୭୭୦ କିଲୋମିଟର ଏବଂ କାନାଡାର ଦକ୍ଷିଣରେ ୧୩୫୦ କିଲୋମିଟରେ ଦରତାରେ ଅବସ୍ଥିତ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *