ଭାରତର ଏହି ଗାଁରୁ ମିଳିଲା ହୀରାର ଭଣ୍ଡାର! ଜଣା ପଡ଼ିବା ମାତ୍ରେ ହିଁ ପାହାଡ଼ ଖୋଳି ପଥର ଲୁଟିବାକୁ ଲାଗିଲେ ଗ୍ରାମବାସୀ

ହୀରା ବହୁତ ଦାମୀ ପଥର ହୋଇଥାଏ। ଯଦି ଗହଣା ଦୋକାନକୁ ଏହା କିଣିବାକୁ ଯିବ,ତ ବହୁତ ଟଙ୍କା ଏହାପାଇଁ ଖର୍ଚ୍ଚ କରିବାକୁ ପଡିଥାଏ। ଏବେ ଟିକେ ଭାବନ୍ତୁ କି ଆପଣଙ୍କୁ ଜଣା ପଡ଼ିବ କି କେଉଁଠାରେ ମାଟିକୁ ଖୋଳିବା ପରେ ଆପଣଙ୍କୁ ହୀରା ମିଳିବ ତ? ହଜାରେ ଥର ଆପଣ ସେଠାକୁ ଖୋଳି ‌ହୀରା ବାହାର କରିବାକୁ ଚେଷ୍ଟା କରିବେ। ଏମିତି ହିଁ କିଛି ହୋଇଥିଲା ନାଗାଲାଣ୍ଡର ମୋନ ଜିଲ୍ଲାର ଏକ ଗାଁ ରେ ୱାନଚିଂ ନାମକ ଏହି ଗାଁରେ ରହୁଥିବା ଲୋକଙ୍କୁ ଜଣାପଡିଥିଲା କି ଗାଁର ପାହାଡ଼ ଉପରେ ମୂଲ୍ୟବାନ ହୀରା ଥାଇପାରେ। ଯେମିତି ଏହି କଥା ସେଠାରେ ଜଣା ପଡ଼ିଲା, ସମସ୍ତେ କୋଦଳା ଏବଂ ଫାଉଡା ନେଇ ପାହାଡ଼ ଆଡ଼କୁ ଚାଲିଲେ। ଲୋକମାନେ ଦେଖୁଦେଖୁ ପାହାଡ଼କୁ ଖୋଳି ପକାଇଲେ। କୁହାଯାଇଥିଲା କି କେତେ ଲୋକଙ୍କୁ ସେଠାରୁ ଚମକୁଥିବା ପଥର ମିଳିଥିଲା। ହେଲେ, ଏହା ହୀରା କି ନାହିଁ, ଏହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଆସନ୍ତୁ ଆପଣଙ୍କୁ ଦେଖାଇବୁ କେମିତି ହୋଇଥିଲା ହୀରା ଲୁଟ୍..

ମାମଲା ମିଆଁମାରର ବ୍ରାଡର ରୁ ସିଧା ନାଗାଲାଣ୍ଡର ବାଂଚିଂଗ ଗାଁର ସାମ୍ନାକୁ ଆସିଥିଲା। ଏଠାର ଏକ ଭିଡିଓ ଶୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଲୋକମାନେ ଏକ ପାହାଡକୁ ଖୋଳି ଚମକୁଥିବା ପଥରକୁ ନେଇଯିବାର ନଜର ଆସିଥିଲେ।

ମୁଖ୍ୟକଥା, କିଛିଦିନ ପୂର୍ବରୁ ଆଫବାହ ଉଡି ଗାଁର ଏକ ପାହାଡ ଉପରେ ହୀରାର ଖନନ ହୋଇଥାଏ। କଥା ଗାଁ ଲୋକଙ୍କ ପାଖରେ ପହଞ୍ଚିଥିଲା, ସବୁ ବାହାରିପଡିଲେ ଏହାକୁ ଖୋଳିବା ପାଇଁ। ସମସ୍ତେ ମିଶି ପାହାଡକୁ ଖୋଳି ଦେଲେ।

ସୋମ ଗାଁରୁ ମିଳିଥିବା ଖବର ମୁତାବକ, କିଛି ଲୋକଙ୍କୁ ଚମକୁଥିବା ପଥର ମିଳିଛି। ହେଲେ, ଏହା ହୀରା କି ନାହିଁ ତାହା ସେମାନେ ସ୍ପଷ୍ଟ ନୁହଁନ୍ତି।ଏ ପର୍ଯ୍ୟନ୍ତ ସେଠାରୁ ମିଳିଥିବା ପଥରର ମାତ୍ରା ଏବଂ ଗୁଣବତ୍ତା ର ମୂଲ୍ୟ ନିର୍ଣ୍ଣୟ କରାଯାଇ ନାହିଁ।

ସୋମର ଡିପ୍ଟି କମିଶନର ଥବସେଲନ କହିଥିଲେ କି ଏବେ ଏହି ପାହାଡ଼ରୁ କିଛି ପଥର ମିଳିଛି। କିନ୍ତୁ ଏହାର ପରୀକ୍ଷା କରାଯାଇ ନାହିଁ। ଯେମିତି ଏହି ଟିମ୍ ପହଞ୍ଚିଯିବ, ସେହି ପଥରକୁ ନିଜ କବଜାକୁ ନେଇ ଆସିବ। କିନ୍ତୁ ସେମାନେ ପହଞ୍ଚିବା ପୂର୍ବରୁ ଲୋକମାନେ ସେଠାରୁ ଲୁଟି ନେଇଥିଲେ।

ନାଗାଲାଣ୍ଡର ଭୂବିଜ୍ଞାନ ଏବଂ ଖନନ ବିଭାଗ ପଥର ବିଷୟରେ ଜାଣିବା ପାଇଁ ସେଠାରେ ପହଞ୍ଚିବେ।କରଂଟ ବିଜ୍ଞାନରେ ପ୍ରକାଶିତ ଇଣ୍ଡୋ-ଜର୍ମାନ ଷ୍ଟଡି ମୁତାବକ, ନାଗାଲାଣ୍ଡର ଓପିୟଲାଇଟ୍ ଚଟ୍ଟାନେ ଯିଏକି ଇଣ୍ଡୋ-ମିଆମାର ପରବାଂଓର ସଦସ୍ୟ ଅଛନ୍ତି,ତ ସୂକ୍ଷ୍ମ ହୀରାର ଖନନ ହୋଇପାରିବ।

ଏକ ମିଲିମିଟର ଛୋଟ ହୀରାଖଣ୍ଡରୁ ଏହା ତର୍ଜମାର ମାତ୍ରେ ହିଁ ସେଠାର ଲୋକମାନେ ହୀରା ଖୋଜିବା ଆରମ୍ଭ କରିଦେଇଥିଲେ। ଲୋକମାନେ ପାହାଡ଼ ଖୋଳିବା ପାଇଁ ଜୁଟିଗଲେ। ଯେଉଁଠାରୁ ଚମକୁଥିବା ପଥର ମିଳିଲା ସେମାନେ ସେଠାକୁ ଚାଲିଗଲେ। ଏବେ ଦେଖୀବାର ଅଛିକି ଆଗକୁ କଣ ହେଉଛି ?

Leave a Reply

Your email address will not be published. Required fields are marked *