LPG ସବ୍ସିଡି ଉପରେ ସରକାରଙ୍କ ଏକ ବଡ ବୟାନ, ୭କୋଟି ଗ୍ରାହକଙ୍କୁ ମିଳିବ ରିଲିଫ

ସବ୍ସିଡିକୁ ନେଇ ପ୍ରଶ୍ନ

ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ସରକାର ନିଜର ଭାଗ ବିକ୍ରି କରିବାକୁ ଯାଉଛନ୍ତି। ଏମିତିରେ ବିପିସିଏଲ ଏଲପିଜି ଗ୍ୟାସର ବ୍ୟବହାର କରଥିବାି 7କୋଟିରୁ ଅଧିକ ଗ୍ରାହକଙ୍କ ମନରେ ସବ୍ସିଡିକୁ ନେଇ ପ୍ରଶ୍ନ ଉଠୁଛି। ଏହି ପ୍ରଶ୍ନକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟିକରଣ ଯାରି କରାଯାଇଛି।

ଗ୍ୟାସ ସବ୍ସିଡି ମିଳି ଥିବ

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିକି ବିପିସିଏଲର ନିଜିକରଣ ବ୍ୟବସ୍ଥା ପରେ ମଧ୍ୟ ତାର ଉପୋଭୋକ୍ତା ମାନଙ୍କୁ ରୋଷେଇ ଗ୍ୟାସ ସବ୍ସିଡି ଏମିତି ମିଳୁଥିବ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏଲପିଜି ଉପରେ ସବ୍ସିଡି ସିଧା ଉପୋଭୋକ୍ତାଙ୍କୁ ଦିଆଯାଏ ଆଉ କୌଣସି କମ୍ପାନୀକୁ ନୁହେଁ। ଏଥିପାଇଁ ଏଲପିଜି ବିକ୍ରି କରୁଥିବା କମ୍ପାନୀର ଦକ୍ଷତା ସବ୍ସିଡି ଉପରେ କୌଣସି ପ୍ରଭାବ ରହିବ ନାହିଁ।

୧୨ଟି ରୋଷେଇ ଗ୍ୟାସ ସିଲିଣ୍ଡର

ଆପଣଙ୍କୁ କହିଦେଉଛୁ କି ସରକାର ପ୍ରତ୍ୟକ କନେକଶନ ଉପରେ ପ୍ରତ୍ୟକ ବର୍ଷ ଅତି ବେଶିରେ ୧୨ଟି ରୋଷେଇ ଗ୍ୟାସ ସିଲିଣ୍ଡର ସବ୍ସିଡି ହାରେ ଦେଇଥାଏ। ଏହି ସବ୍ସିଡି ସିଧା ଉପୋଭୋକ୍ତାଙ୍କ ଖାତାକୁ ଯାଇଥାଏ।

ଏମାନଙ୍କୁ ମଧ୍ୟ ମିଳିଥାଏ ସବ୍ସିଡି

ଉପୋଭୋକ୍ତା ଡିଲରଙ୍କ ଠାରୁ ବଜାର ମୂଲ୍ୟରେ ଏଲପିଜି କିଣିଥାନ୍ତି ଏବଂ ପରେ ସବ୍ସିଡି ତାଙ୍କ ଖାତାକୁ ଆସିଥାଏ। ସରକାର ତେଲ ମାର୍କେଟିଂ କମ୍ପାନୀମାନେ ଇଣ୍ଡିଆନ ଉଜାଲ୍ଲା କରପୋରେଶନ , ବିପିସିଏଲ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କରପୋରେଶନ ଲିମିଟେଡର ଉପୋଭୋକ୍ତାଙ୍କୁ ସବ୍ସିଡି ଦେଇଥାଏ।

ସରକାର ବିକ୍ରି କରୁଛନ୍ତି ସମ୍ପୁର୍ଣ୍ଣ ଭାଗ

ସେଇଠି ସରକାର ବିପିସିଏଲରେ ପ୍ରବନ୍ଧ ନିୟର୍ତ୍ତଣ ସହିତ ନିଜର ସମ୍ପୁର୍ଣ୍ଣ ୫୩ ପ୍ରତିଶଦ ଭାଗ ବିକ୍ରି କରୁୁଛନ୍ତି। କମ୍ପାନୀର ନୂଆ ମାଲିକକୁ ଭାରତର ତେଲ ଶୋଧନ କ୍ଷମତାର ୧୫.୩୩ ପ୍ରତିଶଦ ଏବଂ ଏଠାର ବଜାରର ୨୨ ପ୍ରତିଶଦ ଭାଗ ମିଳିବ। ଦେଶର ସମ୍ପୁର୍ଣ୍ଣ ୨୮.୫କୋଟି ଏଲପିଜି ଉପୋଭୋକ୍ତା ମାନଙ୍କ ମଧ୍ୟରୁ ୭.୩ କୋଟି ଉପୋଭୋକ୍ତା ବିପିସିଏଲର ଅଟନ୍ତି।

ଗ୍ରାହକଙ୍କର କ’ଣ ହେବ

ଏହା ପଚରା ଯିବାରୁ କ’ଣ ବିପିସିଏଲର ଉପୋଭୋକ୍ତା କିଛି ବର୍ଷ ପରେ ଆଈଓସି ଏବଂ ଏଚପିସିଏଲରେ ସ୍ଥାନାନ୍ତରିତ ହୋଇଯିବେ। ସେ କହିଛନ୍ତି କି ଏବେ ଏହାର କୌଣସି ପ୍ରସ୍ତାବ ନାହିଁ। ସେ କହିଛନ୍ତି କି ଯେବେ ଆମେ ସିଧା ଉପୋଭୋକ୍ତା ମାନଙ୍କୁ ସବ୍ସିଡର ଭରଣପୋଷଣ କରିଥାଉ ତେବେ କ୍ଷମତା ରାସ୍ତା ଆସେ ନାହିଁ।

Leave a Reply

Your email address will not be published. Required fields are marked *