ପାକିସ୍ଥାନକୁ ଇସ୍ଲାମିକ ଦେଶର ସଂଗଠନ ଓଆଇସି ଠାରୁ ପୁଣି ଆଉ ଥରେ କଶ୍ମୀର ଉପରେ ଝଟକା ଲଗାଇଛି। ଇସ୍ଲାମିକ ସହଯୋଗ ସଙ୍ଗଠନ ବା ଓଆଇସି ର ବିଦେଶ ମନ୍ତ୍ରୀ ମାନଙ୍କ ବୈଠକରେ କାଶ୍ମୀର ବିଷୟକୁ ସାମିଲ କରାଯାଇ ନଥିଲା। ବର୍ତ୍ତମାନ ପାକିସ୍ଥାନ ଏହାକୁ ମନିବାକୁ ନାରାଜ ଏବଂ ନିଜର ମୁଁହ ବଞ୍ଚେଇବା ପାଇଁ ମିଛ କହିବାକୁ ଚେଷ୍ଟା କରୁଛି।
ଓଆଇସି ଇଂରାଜୀ ଏବଂ ଆରବୀ ଦୁଇ ଭାଷାରେ ଜାରୀ କରାଯାଇଛି। ଏହି ବୟସ ଓଆଇସିର କାଉନ୍ସିଲ ଅଫ ଫରନ ମିନିସ୍ଟର୍ସଙ୍କ ଶୁକ୍ରବାରକୁ ନାଇଜରର ରାଜଧାନୀ ନାୟମୀରେ ହେବାକୁ ଯାଉଥିବା ବୈଠକ ପାଇଁ। ଏଥିରେ କାଶ୍ମୀରର କୌଣସିବି ଏଜଣ୍ଟଙ୍କ ରୂପରେ କୁହାଯାଇ ନଥିଲା। ସାଉଦି ଅାରବ ସିଏଫଏମ ର ବୈଠକର ନେତୃତ୍ବ କରୁଛନ୍ତି।
ପାକିସ୍ଥାନୀ ଅଖବର ଡନ ଲେଖିଛନ୍ତି କି ଏଥର କାଶ୍ମୀର ଓଆଇସିର ଏଜେଣ୍ଟଙ୍କ ଠାରୁ ସେବେ ବହାରେ ଅଛନ୍ତି ଯେବେ ପାକିସ୍ଥାନର ସମ୍ଭଧ ସଊଦି ଆରବ ଏବଂ ସଞ୍ଜୁକ୍ତ ଅାରବ ଇମାରତ ବହୁତ ଖରାପ ଚାଲୁଥିଲା। ପାକସ୍ଥାନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ପ୍ରଶ୍ନ ଭିତରେ କହିଛନ୍ତି କି କାଶ୍ମୀର ଓଆଇସିର ସ୍ତାୟୀ ବିଷୟ ଅଟେ। ସେ କହିଛନ୍ତି କି କାଶ୍ମୀରର ବେଶେଷ ସ୍ଥିତି ସରିବା ପରେ ସିଏଫଏମର ଏହା ପ୍ରଥମ ବୈଠକ ଅଟେ। ପାକିସ୍ଥାନର ଭରଷା ଥିଲାକି ଏତର ସିଏଫଏମର ବୈଠକରେ କାଶ୍ମୀର ଉପରେ ବହୁତ ବଡ ସମର୍ଥନ ମିଳିବ।
ପାକିସ୍ଥାନ ଏକ ଇସ୍ଲାମି ଦେଶ ଅଟେ ଏବଂ କାଶ୍ମୀରକୁ ବି ମଧ୍ୟ ସେମାନେ ମୁସଲମାନଙ୍କ ସହ ଯୋଡୁଛନ୍ତି। ଏହି ତର୍କର ଆଧାରରେ ସେମାନେ ଇସ୍ଲାମିକ ଦେଶ ମାନଙ୍କର ସଙ୍ଗଠନ ଅର୍ଗାନାଇଜେଶନ ଅଫ ଇସ୍ଲାମିକ କୋଅପରେଶନରେ ଯୋରଦାର ଉଠୁଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସର୍ମଥନ ମିଳୈ ନାହିଁ ଏବଂ ଭାରତ ସଉଦିର ସମ୍ପର୍କ ମଜବୁତ ହୋଇଚାଲିଲା। ସେ ପର୍ଯ୍ୟନ୍ତ ୟୁଏଈ ପାକିସ୍ଥାନୀ ମାନଙ୍କୁ ନୂଆ ଭିଜା ଉପରେ ପ୍ରତିବନ୍ଧକ ଲଗାଇଛି।
ପାକିସ୍ଥାନର ବିଦେଶ ମନ୍ତ୍ରଳୟର ପ୍ରବକ୍ତା ଜାହିଦ ହାଫିଜ ଚୌଧୁରୀ ବିକଲୀ ପ୍ରେସ ବ୍ରେଫିଙ୍ଗରେ କାଶ୍ମୀର ମୁଦ୍ଦାରେ ର୍ସତରେ ମଜବୁତ ସର୍ମଥନ ମିଳିବାର ଆଶା ରଖିଥିଲା। ସେ କହିଛନ୍ତି କି କାଶ୍ମୀର ମୁଦ୍ଦାର ଓଆଇସିର ଏଜେଣ୍ଟଙ୍କର ସବୁଠାରୁ ପୁରୁଣା ବିବାଦ ରହିଛି। ପାକିସ୍ଥାନୀ ପ୍ରବକ୍ତା କହିଛନ୍ତି କି ଓଆଇସି ଦଶକ ଠାରୁ ଏହି ମୁଦ୍ଦାରେ ସିଏଫଏମ ପ୍ରସ୍ତାବ ଏବଂ ସମିଟି ଦ୍ବାରା ନିଜର ରାୟ ସ୍ପଷ୍ଟ କରିଛନ୍ତି।ଚୌଧୁରୀ କହିଛନ୍ତି କି ଓଆଇସି କେତେଥର କାଶ୍ମୀର ବିଷୟରେ କହିଛନ୍ତି ଏବଂ ବୟାନ ଜାରୀ କରି ସଞ୍ଜୁକ୍ୟତ ରାଷ୍ଟ୍ର ର ପ୍ରସ୍ତାବ ଅନୁସାରେ ସେଟେଲମେଣ୍ଟର ଦାବି କରିଛନ୍ତି।
ଜାହିଦ ଚୌଧୁରୀ କହିଛନ୍ତି କି ଓଆଇସିର ଜାମ୍ମୁ କାଶ୍ମୀରକୁ ନେଇ ହୋଇଥିବା କନ୍ଟୈକଟ ଗ୍ରୁପ ଗତ ୧୫ ମାସରେ ତିନି ଥର ବୈଠକ ଡାକି ସାରିଛି। ସେ କହିଛନ୍ତି କି ଏହି ସମୁହ ର ଶେଷ ବୈଠକରେ ମଧ୍ୟ ଭାରତ ଠାରୁ ନିଜର ଅବୈଧ କାର୍ଯ୍ୟକୁ ଫେରେଇ ନେବା ଏବଂ ଇଲାକାରେ ମାନବଧିକାର ର ଉଲ୍ଲଙ୍ଘନ ରୋକିବାର ଦାବି କରାଯାଇଥିଲା।
ଏହି ବୈଠକରେ ପାକିସ୍ଥାନ ର ପ୍ରତିନିନିତ୍ବ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈସୀ କରିବେ। ଓଆଇସି ବୈଠକରେ ସାମିଲ ହେବା ପାଇଁ ସେ ବୁଧବାରକୁ ହୁଁ ନାଇଜର ଯିବାକୁ ବାହାରି ଥିଲେ। ନାଇଜେରକୁ ବାହାରିବା ପୂର୍ବରୁ କୁରୈସୀ ପତ୍ରକାର ମାନଙ୍କୁ କହିଲେ କି ସେମାନେ କାଶ୍ମୀର ଏବଂ ଇସ୍ଲାମୋଫୋବାୟା ର ମୁଦ୍ଦା ଉଠେଇବେ। କୁରୈଶୀ କହିଛନ୍ତି କି ମୁଁ ବୈଠକରେ କାଶ୍ମୀର ମୁଦ୍ଧ ଏବଂ ଇସ୍ଲାମୋଫୋବିୟା ମୁଦ୍ଦା ଉପରେ ଫୋକସ ରଖିବି। ଆମେ ମୁସଲିମ ଦେଶର କେତେକ ସମସ୍ୟାର ସାମ୍ମନା କରିଛୁ। କୁରୈସି ବୈଠକ ଅନୁସାରେ ଇସ୍ଲାମିକ ଦେଶ ଗୁଡିକ ସମକକ୍ଷ ସହିତ ମଧ୍ୟ ଦେଖା କରିବେ।
ଅଗଷ୍ଟ ମାସରେ କୁରୈସୀ ଓଆଇସି ଠାରୁ କାଶ୍ମୀର ଉଦ୍ଦା ଉପରେ ବିଦେଶ ମନ୍ତ୍ରୀ ମାନଙ୍କ ବୈଠକ ଡାକିବାରେ ପଳାୟନ କରିବା ବନ୍ଦ କରିବା ପାଇଁ କୁହାଯାଇଥିଲା। କୁରୈସୀ ଧମକ ଦେବା ପରି କହିଥିଲେ କି ଯଦି ସାଊଦି ଇସ୍ଲାମିକ ସହଯୋଗ ସଙ୍ଗଠନର ବୈଠକ ନ ଡାକେ ତେବେ ପାକିସ୍ଥାନ କାଶ୍ମୀର ଉପରେ ନିଜ ସହିତ ଛିଡା ହୋଇଥିବା ମୁସଲିମ ଦେଶ ଗୁଡିକୁ ଅଲଗା ବୈଠକରେ ଡାକିବ। କୁରୈସୀର ଏହି ବୟାନରେ ସାଊଦି ଆରବ ବହୁତ ରାଗି ଯାଇଥିଲା। ପାକିସ୍ଥାନକୁ ଏହାର ମୂଲ୍ୟ ଦେବାକୁ ପଡିଲା ଏବଂ ସାଉଦି ଠାରୁ ନେଇଥିବା ୨ ଆରବ ଡଲାର ର କର୍ଜ ଫେରେଇବାକୁ ପଡିଲା।