ଟ୍ୟୁସନ ଯାଉଥିବା ସମୟରେ ନାବାଳିକା ସହ ଗ୍ୟାଙ୍ଗ ରେପ, ଅଶିଳ ଭିଡିଓ ବନେଇ ଧମକ..

ରାଜସ୍ତାନର ଅଲବର ଜିଲ୍ଲାର ତିଜାରା ଥାନା କ୍ଷେତ୍ରରେ ରହୁଥିବା ୧୭ ବର୍ଷର ନାବାଳିକା ରାନୀ +2ର ଛାତ୍ରୀ ଅଟେ। କୁହାଯାଉଛି କି ସେ ୧୧ ନଭେମ୍ବରକୁ ଟ୍ୟୁସନ ପଢେଇବା ପାଇଁ ତିଜାରା ଆସିଥିଲେ। ସେଠାକୁ ଗାଁର ଯୁବକ ନବୀନ ଆସିଗଲା। ସେ କହିଥିଲା କି ରାନୀ ତୁମକୁ ତୁମ ବାପା ଡାକୁଛନ୍ତିଲ। ନବୀନ କଥାକୁ ବିଶ୍ୱାସ କରି ରାନୀ ନବୀନଙ୍କ ସହ ବାହାରକୁ ଆସିଥିଲେ, ଯେଉଁଠି କମଲ ସିଂହ ଛିଡା ହୋଇଥିଲା।

ରାଜସ୍ତାନର ଅଲବର ଜିଲ୍ଲାର ତିଜାରା ଥାନା କ୍ଷେତ୍ରରେ ଏକ ନାବାଳିକାର ଗ୍ୟାଙ୍ଗ ରେପ ମାମଲା ସାମ୍ମନାକୁ ଆସିଛି। ପୋଲିସି ତିନି ଯୁବକଙ୍କ ନାମରେ ଏଫଆର ଦର୍ଜ କରୁ ଛାନଭିନ ଆରମ୍ଭ କରିଦେଇଛି। ପିଡିତା ପୋଲିସଙ୍କୁ କହିଛନ୍ତି କି ଟ୍ୟୁସନ ଯିବା ସମୟରେ ଯୁବକମାନେ ତାଙ୍କର ଅପହରଣ କରିଥିଲେ। ତାର ହାତ,ଗୋଡ ବାନ୍ଧି ଶୁନ ଶାନ ଜାଗାକୁ ନେଇଗଲେ। ରେପ କରୁଥିବା ସମୟରେ ତାର ଭିଡିଓ ବନେଇ ଦେଇଥିଲେ।

ଭିଡିଓ ଭାଇରାଲ କରିବାର ଧକମ ଦେଉଥିଲେ, ଯାହାପରେ ଛାତ୍ରୀ ଜଣକ କାହାକୁ କିଛି କହି ନଥିଲେ। ଛାତ୍ରୀ ଜଣକଙ୍କର ଦେହ ଅସୁସ୍ଥ ହୋଇ ଯାଇଥିଲା ପରେ ତାକୁ ନେଇ ଚାରୀ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତୀ ହୋଇଥିଲେ। ଏହାପରେ ସେ ଘର ଲୋକମାନଙ୍କୁ ଏ ସବୁ ଘଟଣା ବିସୟରେ ସବୁ କହିଥିଲା।

ରାଜସ୍ତାନର ଅଲବର ଜିଲ୍ଲାର ତିଜାରା ଥାନା କ୍ଷେତ୍ରରେ ରହୁଥିବା ୧୭ ବର୍ଷର ନାବାଳିକା ରାନୀ +2ର ଛାତ୍ରୀ ଅଟେ। କୁହାଯାଉଛି କି ସେ ୧୧ ନଭେମ୍ବରକୁ ଟ୍ୟୁସନ ପଢେଇବା ପାଇଁ ତିଜାରା ଆସିଥିଲେ। ସେଠାକୁ ଗାଁର ଯୁବକ ନବୀନ ଆସିଗଲା। ସେ କହିଥିଲା କି ରାନୀ ତୁମକୁ ତୁମ ବାପା ଡାକୁଛନ୍ତି।

ନବୀନ କଥାକୁ ବିଶ୍ୱାସ କରି ରାନୀ ନବୀନଙ୍କ ସହ ବାହାରକୁ ଆସିଥିଲେ,ଯେଉଁଠି କମଲ ସିଂହ ଛିଡା ହୋଇଥିଲା। ଦୁଇ ଆରୋପୀ ତାର ହାତ ମୁଁହ ବନ୍ଦ କରି ବାଇକରେ ବସେଇ ନେଇଗଲେ। ରାସ୍ତାରେ ଗାଁର ରହୁଥିବା ତୃତୀୟ ଯୁବକ ଚରତ ସିଂହ ଆସିଲା। ତିନି ଆରୋପୀ ମିଶି ନାବାଳିକାକୁ ଏକ ଶୁନଶାନ ଜାଗାକୁ ନେଇଗଲେ,ଯେଉଁଠି ତା ସହିତ ଗ୍ୟାଙ୍ଗ ରେପ କରିଥିଲେ।

ଆରୋପିମାନେ ରେପ କରୁଥିବା ସମୟରେ ତାର ଅଶିଳ ଭିଡିଓ ବନେଇ ଧମକ ଦେଲେ କି ଯଦି ଏ ବିଷୟରେ କାହାକୁ କହିବୁ ତେବେ ଭିଡିଓ ଭାଇରାଲ ସହ ତୋ ବାପାଙ୍କୁ ମାରି ଦେବୁ। ଏହି ଧମକରେ ରାନୀ ଡରି କାହକୁ କିଛି କହି ନଥିଲା।

ଚିନ୍ତାରେ ଥିବା ନାବାଳିକା ଜଣଙ୍କର ଦେହ ଅସୁସ୍ଥ ହୋଇ ଯାଇଥିଲା। ନଭେମ୍ବର ୧୨କୁ ତାକୁ ଅଲବର ହସ୍ପିଟାଲରେ ଭର୍ତୀ କରାଯାଇଥିଲା। ଯେଉଁଠି ଚାରି ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ଚାଲିଲା। ଘରକୁ ଆସିବା ପରେ ମଧ୍ୟ ସେ ଏହି ଘଟଣାକୁ ନେଇ ଚିନ୍ତିତ ଥିଲା। ତାପରେ ନାବାଳିକା ଜଣକ ସାହସର ସହିତ ଘର ଲୋକଙ୍କୁ ଏ ଘଟଣା ବିଷୟରେ ସବୁ କହିଥିଲା। ଯାହାପରେ ଘର ଲୋକ ଆରୋପୀ ନାଁ ରେ ଥାନାରେ ଅଭିଯୋଗ ଦର୍ଜ କରିଥିଲେ।

ତିଜାରା ର ଏସଏଚଓ ଜୀତେନ୍ଦ୍ର ନାବରୀୟା କହିଛନ୍ତି କି ପୋଲିସ ନାବାଳିକା ଛାତ୍ରୀଙ୍କର ଗ୍ୟାଙ୍ଗ ରେପର ମାମଲା ଦର୍ଜ କରିଛନ୍ତି। ତିନୋଟି ଯାକ ଆରୋପୀ ନାବାଳିକା ରହୁଥିବା ଗାଁର ଅଟନ୍ତି। ଏହି ଘଟଣାରେ ଡିଏସପି ତିଜାରା କୁଶାଳ ସିଂହଙ୍କୁ ଏହି ଜାଞ୍ଚ କରିବାକୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *