ଆମେରିକି ବୈଜ୍ଞାନିକମାନଙ୍କୁ ଅନ୍ତରିକ୍ଷରେ କୌଣସି ବୁଦ୍ଧିମାନ ଏଲିୟନ ସଭ୍ୟତାରେ ଥିବାର ଶକ୍ତିଶାଳୀ ପ୍ରମାଣ ମିଳିଛି। ଏବେ ଆପଣ ପଚାରିବେ କି ଶେଷରେ ଏହାର ପ୍ରମାଣ କ’ଣ। ଆପଣଙ୍କୁ କହିଦେଉଛୁ କି ଆମେରିକି ବୈଜ୍ଞାନିକମାନେ ଅନ୍ତରିକ୍ଷରେ ଥିବେ କୌଣସି ବୁଦ୍ଧିମାନ ଏଲିୟନ ସଭ୍ୟତା ଦ୍ବାରା ପଠା ଯାଇଥିବା କୋଟି କୋଟି ସିଗନାଲକୁ ଖୋଜା ଯାଇଛି। ବୈଜ୍ଞାନିକମାନଙ୍କର ମାନିବା ଏହାକି ଆମର ଟେକନୋଲୋଜି ଅନୁସାରେ ଏହି ସିଗନାଲ ଅନ୍ତରିକ୍ଷରୁ ଆସୁଛି। ବର୍ତ୍ତମାନ ଆମର ଟେକନୋଲୋଜି ସେହି ସିଗନାଲକୁ କେତେ ବୁଝି ପାରୁଛି , ତାକୁ ଡିକୋଡ କରିପାରିବ ସେଥିରେ ସମୟ ଲାଗିବ।
ଆମେରିକି ବୈଜ୍ଞାନିକମାନଙ୍କୁ ଯେଉଁ ଏଲିୟନ ସଭ୍ୟତା ଦ୍ବାରା ସିଗନାଲ ମିଳିଛି , ସେମାନେ ତାକୁ ଟେକ୍ନୋସିଗନେଚର ର ନାମ ଦେଇଛନ୍ତି। ଏହା ଏକ ବିଶେଷ ପ୍ରକାରର ରେଡିଓ ତରଙ୍ଗ ଅଟେ ଯାହା SETI ଦ୍ବାରା ଖୋଜା ଯାଉଛି। ଲସ ଏଞ୍ଜିଲ୍ସ ସ୍ଥିତ ୟୁନିର୍ଭସିଟି ଅଫ କୈଲିଫୋର୍ନିଆରେ ଅନ୍ତରିକ୍ଷ ବିଜ୍ଞାନି ଜୀନ ଲୁକ ମାର୍ଗାଟ କହିଛନ୍ତି ଆମେ କେତେ ପ୍ରକାଶ ବର୍ଷ ଦୂରରେ ଥିବା ସଭ୍ୟତା ଗୁଡିକରୁ ଆସୁଥିବା ରେଡିଓ ଓ୍ବେଓ୍ବଲେନ୍ଥ ଦ୍ବାରା ଟେକ୍ନୋସିଗ୍ନେଚର ଖୋଜିବାରେ ସଫଳ ହୋଇଛୁ।
ଏଗୁଡ଼ିକ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ରେଡିଓ ତରଙ୍ଗଦର୍ଘ୍ୟ ଯାହା ସର୍ଚ୍ଚ ଫର୍ ଏକ୍ସଟ୍ରାଟ୍ରଷ୍ଟ୍ରିଆଲ୍ ଇଣ୍ଟେଲିଜେନ୍ସ (SETI) ମାଧ୍ୟମରେ ଖୋଜିବାରେ ଜାରି ରଖାଯାଇଛି | ଲସ୍ ଆଞ୍ଜେଲ୍ସର କାଲିଫର୍ନିଆ ୟୁନିଭରସିଟିର ଜ୍ୟୋତିର୍ବିଜ୍ଞାନୀ ଜାନ୍ ଲୁକ୍ ମାରଗୋଟ୍ କହିଛନ୍ତି ଯେ ଅନେକ ଆଲୋକ ବର୍ଷ ଦୂରରେ ଥିବା ସଭ୍ୟତାରୁ ଆସୁଥିବା ରେଡିଓ ତରଙ୍ଗଦର୍ଘ୍ୟରୁ ଆମେ ଟେକ୍ନୋଲୋଜି ସାଇନ୍ସ ସନ୍ଧାନ କରିବାରେ ସକ୍ଷମ ହୋଇଛୁ।
ଜୀନ ଲୁକ ମାର୍ଗାଟ କହିଛନ୍ତି କି ଆର୍ସିବୋ ପ୍ଲେନେଟରୀ ରାଡର ୪୦୦ ପ୍ରକାଶ ବର୍ଷ ଠାରୁ ମଧ୍ୟ ବହୁତ ଦୂରରୁ ଆସୁଥିବା ରେଡିଓ ଓ୍ବେବଲେନ୍ଥ ବା ଏଲିୟନ ସିଗନାଲ୍ସ କୁ ଧରିପାରିବ। କିନ୍ତୁ ଯେଉଁ ସିଗନାଲ ଆସୁଛି ସେ ଏଥିରେ ୧୦୦୦ ଗୁଣ ଅଧିକ ଶକ୍ତିଶାଳୀ ସିଗନାଲ ଅଟେ। ତାଙ୍କୁ ଠିକସେ ଧରିବା ଏବଂ ତାକୁ ଡିକୋଡ କରିବା ପାଇଁ ଆମକୁ ଆଉ ଅଧିକ ଶକ୍ତିଶାଳୀ ଟେକନୋଲୋଜିର ଆବଶ୍ୟକତା ଅଟେ। ଆମକୁ ଏହାତ ଜଣା ପଡିଗଲା କି ଆମ ପାଖକୁ ଏଲିୟନ ସଭ୍ୟତାର ସିଗନାଲ ଆସୁଛି। କିନ୍ତୁ ଆମେ ତାକୁ ସବୁ ଡିକୋଡ କରାପାରୁ ନାହିଁ।
ଜୀନ ଲୁକ ମାର୍ଗାଟ ଏବଂ ତାଙ୍କର ଟିମ ବେସ୍ଟ ବର୍ଜିନିଆରେ ଥିବା ଶକ୍ତିଶାଳୀ ଥିବା ଗ୍ରୀନ ବ୍ୟାଙ୍କ ରେଡିଓ ଟେଲିସ୍କୋପ ଦ୍ବାରା କୋଟି କୋଟି ସିଗନାଲ ଧରିଛି। ଏହି ସିଗନାଲ ଅନ୍ତରିକ୍ଷର ଗଭୀରତାରୁ ସିଧା ପୃଥିବୀ ଆଡକୁ ଆସୁଛି। ଏବେ ଏହା ପ୍ରଶ୍ନ ଆସୁଛି କି ଆମ ମଣିଷ ମାନଙ୍କ ପରି ଏଲିୟନ କ’ଣ ମଧ୍ୟ ଆମକୁ ଦେଖି ପାରୁଛନ୍ତି। ଯେମିତି ମଣିଷ କେତେକ ଗ୍ରହ ଖୋଜୁଛନ୍ତି, କ’ଣ ଏଲିୟନ ସଭ୍ୟତା ଆମର ପୃଥିବୀ ଏବଂ ଆମକୁ ଦେଖି ପାରୁଛନ୍ତି।
ଜୀନ ଲୁକ ମାର୍ଗାଟ ଏବଂ ତାଙ୍କର ଟିମ ୨୦୧୮ ଏପ୍ରିଲ ଏବଂ ୨୦୧୯ ଏପ୍ରିଲରେ ଦୁଇଥର ଚାରି ଚାରି ଘଣ୍ଟା ପାଇଁ ଗ୍ରୀନ ବ୍ୟାଙ୍କ ରେଡିଓ ଟେଲିସ୍କୋପରୁ ଏଲିୟନ ସିଗନାଲ ଧରିବାର ଚେଷ୍ଟା କରିଛି। ଏହି ସ୍ଟଡି ଦ୍ବାରା ତାଙ୍କୁ ଆମର ଗ୍ୟାଲେକ୍ସିରେ ୩୧ ସୂର୍ଯ୍ୟ ପରି ତାରା ମିଳିଲା। ଏତିକି ହିଁ ନୁହେଁ ଜୀନଙ୍କ ଟିମକୁ ୨.୬୬ କୋଟିରୁ ଅଧିକ ଟେକ୍ନୋସିଗ୍ନେଚର ମିଳିଥିଲା। ଯେତେବେଳେ ଧ୍ୟାନରେ ଅଧୟନ କରାଗଲା ତେବେ ଜଣା ପଡିଲା କି ଏହି ଟେକ୍ନୋସିଗ୍ନେଚର ପୃଥିବୀ ଉପରେ ସିଧା ଅନ୍ତରିକ୍ଷରୁ ଆସୁଛି।
ଏହି ଟେକ୍ନୋସିଗ୍ନେଚରରେ ବୈଜ୍ଞାନିକମାନଙ୍କୁ ଗୁଣୁଗୁଣୁ , ଘଣ୍ଟି ବାଜିବା ପରି ଶବ୍ଦ ଶୁଣିବାକୁ ମିଳିଥାଏ। ଏହି ଶବ୍ଦକୁ ଏନ୍ଥ୍ରୋପୋଜେନିକ ରେଡିୟମ ନୟେଜ କୁହାଯାଏ। ଏହାକୁ ସାଧାରଣ ଭାଷାରେ ରେଡିଓ ଫ୍ରିକ୍ବେନ୍ସି ଇଣ୍ଟରଫେସ ମଧ୍ୟ କୁହାଯାଏ। ଏହି ଇଣ୍ଟରଫେସର ସାହାର୍ଯ୍ୟରେ ଆମର ନୈଓ୍ବିଗେଶନ ଟେକନୋଲୋଜି,ସୈଟେଲାଇଟ୍ସ, ମୋବାଈଲ ଫୋନ, ଏୟାରକ୍ରାଫଟ, ଜାହଜ ଆଦିର ସଞ୍ଚାର ପ୍ରଣାଳୀ ସ୍ଥାପିତ ହୋଇଥାଏ। ଏହି ସମୟରେ ଏହି ଇଣ୍ଟରଫେସ ଏତେ ଅଧିକ ଅଟେ କି ଏମାନଙ୍କୁ ମଧ୍ୟରୁ କୌଣସି ଗୋଟିଏକୁ ଶୁଣିବା ବହୁତ କଷ୍ଟ ଅଟେ। ଏହା ଏକ ପ୍ରଦ୍ୟୁଷଣ ପରି ହୋଇଥାଏ।
ମିର୍ଗାଟ କହିଛନ୍ତି କି ଆମର ଟେଲିସ୍କୋପ ପ୍ରତି ଘଣ୍ଟାରେ କୋଟି କୋଟି ଅରବୋଂ ସିଗନାଲ ଧରିଥାଏ। କିଛି ଆରଏଫଆଇ ପାଇଁ ସମସ୍ୟା ଆସିଥାଏ। ଏହି ଅରବୋଂ ସିଗନାଲ ମଧ୍ୟରୁ କୌଣସି ସିଗନାଲ ଅନ୍ତରିକ୍ଷରୁ ଆସୁଛି ତାକୁ ବୁଝିବା ସମସ୍ୟା ହେଉଛି। କିନ୍ତୁ ଏହା ଭଲର କଥାି ଆମର ଟେକନିକ ଅଟୋମେଟିକାଲି ୯୯.୮ ପ୍ରତିଶଦ ସିଗନାଲକୁ କ୍ଲାସିଫାଇ କରିଦିଏ। ମାନେ ଏହାକୁ ଆବଶ୍ୟକ ଅନୁସାରେ ଅଲଗା ଅଲଗା କରି ଦେଉଛି।
ଯେତେବେଳେ ମାର୍ଗାଟ ଏବଂ ତାଙ୍କ ଟିମ ୨.୬୬ କୋଟି ସିଗନାଲର ଗଭୀରତାରୁ ଜାଞ୍ଚ କଲା ତେବେ ଜାଣା ପଡିଲା କି ଏଥିରେ ୨.୬୫ କୋଟି ସିଗନାଲ ଅନ୍ତରିକ୍ଷର ଗଭୀରତାରୁ ଆସୁଛି। ମାନେ ଏହି ଏନ୍ଥ୍ରୋପୋଜିନକ ରେଡିଓ ନୟେଜ ଅଟେ। ଏହାପରେ ବୈଜ୍ଞାନିକମାନେ ଏହି ୨.୬୫ କୋଟି ସିଗନାଲ୍ସ ଭିତରୁ ଧ୍ୟାନରେ ଅଧୟନ କରି ୪୩,୦୨୦ ସିଗନାଲକୁ ଧରିଲା ଯାହା ବିସୟରେ ସାଇଁଟିସ୍ଟଙ୍କୁ ଜଣାନଥିଲା। ବଂର ଅଅନ୍ୟ ସବୁ ସିଗନାଲକୁ ସେମାନେ ଶୁଣି ସାରିଛନ୍ତି।
ନୂଆ ଅଜଣା ୪୩,୦୨୦ ସିଗନାଲକୁ ପୁଣିଥରେ ଭେରିଫାଇ କରାଗଲା ତେବେ ଜଣା ପଡିଲା କି ଏଥିରେ ୪୫୩୯ ଟେକ୍ନୋସିଗନେଚର ବହୁତ କାସ ଅଟେ। ଏବେ ମାର୍ଗାଟ ଏବଂ ତାଙ୍କ ଟିମ ଏହି ଟେକ୍ନୋସିଗ୍ନେଚର ର ଧ୍ୟାନରେ ଅଧୟନ କରୁଛି। ଏହା ଜାଣିବାକୁ ଚେଷ୍ଟା କରୁଛି କି ଏନ୍ଥ୍ରୋପୋଜିନକ ସିଗନାଲ ଅନ୍ତରିକ୍ଷର କେଉଁ କୋଣରୁ ଆସୁଛି। କ’ଣ ଏହାକୁ କୌଣସି ଏଲିୟନ ସଭ୍ୟତା ପଠାଉଛି।