ଚାକିରୀ ପାଇଁ ବୋହିଲା ରକ୍ତ, ବେରୋଜଗାର ପୁଅ କଲା ନିଜ ବାପାର ହତ୍ୟା

ଚାକିରୀର ଆଶାରେ ଗୋଟିଏ ପୁଅ ନିଜର ବାପାର କରିଛି ହତ୍ୟା ପୋଲିସଙ୍କ ଅନୁସାରେ ସରକାର ଚାକିରୀ ପାଇବା ପାଇଁ ପୁଅ ନିଜର ୫୫ ବର୍ଷ ବୟସର ବାପାଙ୍କର ହତ୍ୟା କରିଛି।

ଝାଡଖଣ୍ଡର ରାମଗଢ ଜିଲ୍ଲାରୁ ଏକ ଏମିତି ଘଟଣା ସମ୍ମନାକୁ ଆସିିଛି ଯେଉଁଠି ଏକ ବେରୋଜଗାର ପୁଅ ସରକାରୀ ଚାକିରୀ ଆଶାରେ ନିଜର ବାପାକୁ ହତ୍ୟା କରିଛି। ପୋଲିସଙ୍କ ଅନୁସାରେ ସରକାରୀ ଚାକିରୀ ପାଇବା ପାଇଁ ପୁଅ ନିଜର ୫୫ ବର୍ଷ ବୟସର ବାପାକୁ ହତ୍ୟା କରିଛି।

ଏହି ଘଟଣା ରାମଗଢର ଅଟେ। ମୃତକ କୃଷ୍ଣ ରାମ ରାମଗଢ ଜିଲ୍ଲାର ବରକାକାନାରେ ସିସିଏଲ ସେଣ୍ଟ୍ରାଲ ଓ୍ବାର୍କଶାପରେ ପୋଷ୍ଟକରାଯାଇଥିବା ଏକ ହେଡ ସିକ୍ୟୁରିଟି ଗାର୍ଡ ଥିଲେ। ସମାଚାର ଏଜେନ୍ସି ଗୁରୁବାରକୁ ପୋଲିସଙ୍କ ଦେଖିବା ଅନୁସାରେ କହିଲେ କି ତାଙ୍କୁ ଗୁରୁବାର ସକାଳୁ ମୃତ ବୋଲି ପାଇଥିଲେ।

ଏଜେନ୍ସିଙ୍କ ରିର୍ପୋଟ ଅନୁସାରେ ଉପ ମଣ୍ଡଳ ପୋଲିସ ଅଧିକାରୀ ପ୍ରକାଶ ଚନ୍ଧ୍ର ମହେତ ଶନିବାରକୁ ଏକ ପ୍ରେସ କନଫ୍ରେନ୍ସରେ କହିଲେ କି ରାମଙ୍କର ୩୫ ବର୍ଷିୟ ବଡ ପୁଅ ବାରକାକାନରେ ତଣ୍ଟି ଚିପି ହତ୍ୟା କରାଯାଇଛି। ସେ କହିଛନ୍ତି କି ପୋଲିସ ଏକ ଛୋଟ ହାତୁଡି , ଛୁରୀ,ମୃତକଙ୍କର ମୋବାଈଲ ପାଇଛି।

ପୋଲିସ କହିଛି କି କୃଷ୍ଣ ରାମଙ୍କ ବଡ ପୁଅକୁ ପଚରା ଉଚାର କରିବାରୁ ସେ ମାନିଛନ୍ତି କି ସେ ଅନୁକମ୍ପା ଆଧାରରେ ସିସିଏଲର ଚାକିରୀ ପାଇବା ପାଇଁ ନିଜର ବାପାଙ୍କର ହତ୍ୟା କରିଛନ୍ତି। ପୋଲିସ କହିଛି କି ସିସିଏଲର ପ୍ରାବଧାନ ଅନୁସାରେ କର୍ମଚାରୀଙ୍କର କାନୁନ ଆଶ୍ରିତଙ୍କୁ ଚାକିରୀ ଦିଆଯିବ। ଯଦି ତାଙ୍କର ଚାକିରୀ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଏ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *