ଗ୍ୟାସ ସିଲିଣ୍ଡରରେ ର୍ଦୁଘଟଣା ହେବା ପରେ ମିଳୁଛି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି, ଯାଣନ୍ତୁ କ’ଣ ଅଟେ ସମ୍ପୁର୍ଣ୍ଣ ପ୍ରକ୍ରିୟା

ଅଧିକାଂଶ ଲୋକ ସିଲିଣ୍ଡର ନେବା ସମୟରେ ତାର ଏକ୍ସପାରିଡେଟ ଦଖିନଥାନ୍ତି, କିନ୍ତୁ ଯଦି ର୍ଦୁଘଟଣା ଏକ୍ସପାରିଡେଟ ପରେ ହୋଇଥାଏ , ତେବେ ପୀଡିତ ଏହି ଦାବି କରି ପାରିବେନି।

ନୂଆ ଦିଲ୍ଲୀ: ଦେଶରେ କୋଟି କୋଟି ଲୋକ ଖାଇବା ବନେଇବା ପାଇଁ ସିଲିଣ୍ଡର ବ୍ୟବହାର କରୁଛନ୍ତି, କିନ୍ତୁ ଅଧିକାଂଶ ଲୋକ ଏହା ସହ ଜଡିତ କିଛି ଜରୁରୀ କଥା ଜାଣି ନଥାନ୍ତି। କ’ଣ ଆପଣ ଜାଣିଛନ୍ତି କି? ଗ୍ୟାସ ସିଲିଣ୍ଡର କିଣିବା ସମୟରେ ଆପଣଙ୍କୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା କଭର ଫ୍ରିରେ ମିଳିଯାଇଥାଏ। ଏତିକି ହିଁ ନୁହେଁ ର୍ଦୁଘଟଣା ହେବା ସମୟରେ ପିଡାତଙ୍କ ପରିବାରକୁ ୫୦ ଲକ୍ଷ ପର୍ଯ୍ୟନ୍ତ ଦାବି ମିଳି ପାରେ। କିନ୍ତୁ ଏହା ପାଇଁ କିଛି ସର୍ତ ରହିଥାଏ ଯାହାର ପାଳନ କରିବା ଅନିର୍ବାଜ୍ୟ ଅଟେ। ପ୍ରଥମ ସର୍ତ ଏହା ହୋଇଥାଏ କି ଆପଣଙ୍କର ଯେଉଁ ଜାଗାରେ ର୍ଦୁଘଟଣା ହୋଇଛି, ସେ ରେଜିସ୍ଟେଡ ନିବାଶ ହୋଇଥିବା ଦରକାର।

ଏମିିତିରେ ବି କମ୍ପାନୀ ତରଫରୁ ୪୦ ଲକ୍ଷ ଟଙ୍କାର ବୀମା କଭର ଦିଆଯାଇ ଥାଏ। କିନ୍ତୁ ର୍ଦୁଘଟଣାରେ କାହାର ମୃତ୍ୟୁ ହେବା ପରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରିପାରିବେ। ର୍ଦୁଘଟଣାରେ ପୀଡିତ ପ୍ରତ୍ୟକ ବ୍ୟକ୍ତିଙ୍କୁ ଅତି ବେଶିରେ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦିଆଯାଇ ପାରିବ। କୌଣସି ବ୍ୟକ୍ତିଙ୍କର ମୃତ୍ୟୁରେ ଜଣକ ପିଛା ୬ ଲକ୍ଷ ଟଙ୍କା ଦିଆଯାଇ ଥାଏ। ଏହା ବ୍ୟତିତ ପରିବାର ଲୋକଙ୍କର ଚିକିତ୍ସା ପାଇଁ ପ୍ରତି ଲୋକ ପିଛା ୧୫ ଲକ୍ଷ ଟଙ୍କା ମିଳିଥାଏ। ସମ୍ପତି ନଷ୍ଟ ହେବାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନ୍ସୁରାନ୍ସ କ୍ଲେମ କରାଯାଇ ପାରିବ।

ସିଲିଣ୍ଡର ର ଏକ୍ସପାରି ଡେଟ ଦେଖିବା ନିହାତି ଜରୁରୀ ଅଟେ:

ଅଧିକାଂଶ ଲୋକ ସିଲିଣ୍ଡର କିଣିବା ସମୟରେ ତାର ଏକ୍ସପାରି ଡେଟ ଦେଖିନଥାନ୍ତି , କିନ୍ତୁ ଏହା ଆପଣଙ୍କ ଉପରେ ମହଙ୍ଗା ପଡିପାରେ। ଯଦି ର୍ଦୁଘଟଣା ଏକ୍ସପାରି ଡେଟେ ପରେ ହୋଇଥାଏ ତେବେ ପିଡିତ ଏହି କ୍ଲେମ କରିପାରିବ ନାହିଁ। ଏହା ସହିତ ଏକ୍ସପାରି ଡେଟ ପରେ ସିଲିଣ୍ଡରର ବ୍ୟବହାର କରିବା ବହୁତ ବିପଦଜନକ ହୋଇପାରେ , ସେଥିରେ ଲିକେଜ ସହିତ ବିଭିନ୍ନ ସମସ୍ୟା ରହିଥାଏ। ସିଲିଣ୍ଡରର ଏକ୍ସପାରି ଡେଟ ରେଗୁୁଲେଟର ପାଖରେ ଲେଖା ଥାଏ। ଏଥିରେ ସମ୍ପୁର୍ଣ୍ଣ ଡେଟର କାରଣ ସର୍ଟରେ D-20 କିମ୍ବା ଏମିତି କିଛି ନମ୍ବର ଲେଖା ହୋଇଥିବ।

ବାସ୍ତବରେ ଗ୍ୟାସ ସିଲିଣ୍ଡର ର ସବୁଠାରୁ ଉପର ରେଗୁଲେଟର ପାଖରେ ଯେଉଁ ତିନୋଟି ପଟି ରହିଥାଏ, ତାଙ୍କ ମଧ୍ୟରୁ କୌଣସିରେ A, B, C, D ଲେଖା ହୋଇଥାଏ। ଗ୍ୟାସର କମ୍ପାନୀ ଏହି ଅକ୍ଷରକୁ ପ୍ରତ୍ୟକ ତିନି ମାସରେ ବାଣ୍ଟି ଦେଇଥାଏ। ଏଠାରେ Aର ମାନେ ଜାନୁଆରୀ ରୁ ମାର୍ଚ୍ଚ , Bର ମାନେ ଏପ୍ରିଲ ରୁ ଜୁନ , Cର ମାନେ ଜୁଲାଈ ରୁ ସେପ୍ଟେମ୍ବର , Dର ମାନେ ଅକ୍ଟୋବର ରୁ ଡିସେମ୍ବର। ସହଯରେ କହିବାକୁ ଗଲେ A,B,C,D ପ୍ରତ୍ୟକ ତିନି ମାସକୁ ପ୍ରଦଶିତ କରିଥାଏ ଏବଂ ୨୦, ୨୧, ୨୨ ବର୍ଷକୁ ଦର୍ଶାନ୍ତି। ଯଦି କୌଣସି ସିଲିଣ୍ଡରରେ D-20 ଲେଖା ହୋଇଛି, ଏହାକୁ ଆମେ ଏହା ବୁଝିବା କି ସେହି ସିଲିଣ୍ଡରକୁ ଆମେ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ବ୍ୟବହାର କରିପାରିବା।

କ’ଣ ଅଟେ ପୁରା କ୍ଲେମର ପ୍ରକ୍ରିୟା:

ସର୍ବ ପ୍ରଥମେ ର୍ଦୁଘଟଣା ପରେ ସଂମ୍ଭଧିତ ଥାନାରେ ଏଫଆର ଦର୍ଜ କରିବା ଆବଶ୍ୟକ। ଏହାପରେ ଆପଣଙ୍କର ଗ୍ୟାସ ଡିସ୍ଟିବୁଟରକୁ ରିର୍ପୋଟର ଏକ କପି ଦେବେ। ସେ କମ୍ପାନୀକୁ ସେ ରିର୍ପୋଟକୁ ପଠାଇ ଦେବେ। ଏଫଆରର କପି ମିଳିବା ପରେ ବୀମା କମ୍ପାନୀର ଏକ ଜାଞ୍ଚ ଟିମ ଘଟଣା ସ୍ଥଳକୁ ଆସିବେ। ଜାଞ୍ଚ ପରେ କ୍ଷତିପୁରଣର ରିର୍ପୋଟ ବନେଇ କମ୍ପାନୀ କ୍ଲେମର ରାଶି ନିର୍ଣ୍ଣୟ କରିବେ। ଶେଷରେ କମ୍ପାନୀ କ୍ଲେମର ରାଶିକୁ ବିତରକଙ୍କ ପାଖକୁ ପଠାଇବେ। ଯେଉଁଠାରୁ ପିଡିତଙ୍କ ପରିବାରକୁ ପଇସା ମିଳିଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *