ୱାସିଂଟନ: ଆମେରିକାରେ ରାଷ୍ଟ୍ରପତି ବାଛିବା ପାଇଁ ଦୁଇ ସପ୍ତାହ ହୋଇଗଲାଣି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ହାର୍ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେ ଲଗାତର ବାଛିବା ପକ୍ରିୟାକୁ ବାତିଲ କରିଦେଉଛନ୍ତି। ଏହା ସହିତ ସେ ଆମେରିକା ସୁରକ୍ଷା ବ୍ୟବସ୍ଥାକୁ ବି ବିପଦରେ ପକାଇ ଦେଉଛନ୍ତି। ସେ ଏବେ ପର୍ଯ୍ୟନ୍ତ ବାଇଡେନଙ୍କୁ ସତ୍ତା ହସ୍ତାନ୍ତର କରି ନାହାନ୍ତି। ବାଇଡେନ ଏବଂ କମଳା ହୈରିସଙ୍କୁ ଇଣ୍ଟେଲିଜେନ୍ସ ବ୍ରିଫିଙ୍ଗ ଦିଆଯାଇନାହିଁ। ଏହାଦ୍ବାରା ଟ୍ରମ୍ପଙ୍କ ଏହି ଜିଦ ଆମେରିକା ଉପରେ ଭାରି ପଡ଼ିପାରେ।
CNN ରିପୋର୍ଟ ମୁତାବକ, ଆମେରିକାରେ ପଦବୀ ହସ୍ତାନ୍ତର ବାଛିବା ପକ୍ରିୟାରେ ସଙ୍ଗେସଙ୍ଗେ ଆରମ୍ଭ ହୋଇଯାଏ। ବାଇଡେନ୍ ତାଙ୍କ ଟିମ ବି କରି ସାରିଲେଣି। କିନ୍ତୁ ଟ୍ରମ୍ପଙ୍କ ଆଦେଶରେ ମଜବୁର୍ ହୋଇ ସେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ପତ୍ର ଦେଇପାରି ନାହାନ୍ତି। ଆମେରିକାରେ ରାଷ୍ଟ୍ରପତି ହିଁ ମିଲିଟ୍ରଙ୍କ କମାଣ୍ଡର ଏହା ମୁଖ୍ୟ ହୋଇଥାଏ। ତାଙ୍କୁ ହ୍ୱାଇଟ ହାଉସର ଓବଲ୍ ଅଫିସରେ ବସାଇବା ପୂର୍ବରୁ ବହୁତ ସମ୍ବେଦନଶୀଳ ମାମଲାର ଭିତିରିଆ ତର୍ଜମା କରି ପାଖାପାଖି ୨ ମାସ ଦିଆଯିବା ପାଇଁ ଲାଗିଥାଏ। ଏମିତି ବାଇଡେନ୍ କୁ ଇଣ୍ଟେଲିଜେନ୍ସ ବ୍ରିଫିଙ୍ଗ ମିଳିବା ନ ମିଳିବା କହି ଆମେରିକାର ସୁରକ୍ଷା ବ୍ୟବସ୍ଥା ସହ ଖେଳାଯାଉଅଛି।
ଟ୍ରମ୍ପ ଦେଲେ ନାହିଁ ଜରୁରୀ ଆଦେଶ
ଆମେରିକାରେ ଇଣ୍ଟେଲିଜେନ୍ସ୍ ଏଜେନ୍ସି ସିନେଟ୍ କୁ ଏକ କମିଟିର ତର୍ଜମା କରିବାକୁ ଦିଆଯାଇଛି। ହେଲେ, କିଛି ଗୋପନୀୟ ଏବଂ ଅତି ସମ୍ବେଦନଶୀଳ ଇଣ୍ଟେଲିଜେନ୍ସ୍ ବ୍ରିଫିଙ୍ଗ୍ ରାଷ୍ଟ୍ରପତି ଏବଂ କିଛି ଖାସ୍ ଅଧିକାରୀ ପର୍ଯ୍ୟନ୍ତ ହିଁ ପହଞ୍ଚିଛି। କିନ୍ତୁ ଟ୍ରମ୍ପ ଏ ପର୍ଯ୍ୟନ୍ତ ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ୍ କୁ ଆଦେଶ ଦେଇନାହାନ୍ତି କି ସେ ବାଇଡେନ୍ ଙ୍କୁ ଖୁଫିୟା ମାମଲାର ତର୍ଜମା ଦେବେ। ଏଥିରେ ବିପଦ ଏହା କି ଯେତେବେଳେ ବାଇଡେନ୍ ରାଷ୍ଟ୍ରପତି ହେବେ ବୋଧହୁଏ ସେ ସଙ୍ଗେସଙ୍ଗେ ନିଷ୍ପତ୍ତି ନେଇପାରିବେ ନାହିଁ। ବିଲ୍ କ୍ଲିଣ୍ଟନ ଏବଂ ଜର୍ଜ ବୁଶଙ୍କ ସମୟରେ ସିଆଇଏଙ୍କ କାମ ସମ୍ଭାଳି ଥିଲେ ଡେବିଡ୍ ଏହାକୁ ଖରାପ ସ୍ଥିତି ବୋଲି କହିଥିଲେ।ସେ କହିଥିଲେ,ଏହା ବଳପୂର୍ବକ ଦେଶ ଉପରେ ବୋଝ ହୋଇପାରେ।
ବାଇଡେନଙ୍କୁ ପ୍ରଥମରୁ ଅନୁଭବ:
ୱରାକ୍ ଓବାମାର ରାଷ୍ଟ୍ରପତି ଥିବାବେଳେ ବାଇଡେନ୍ ଉପରାଷ୍ଟ୍ରପତି ଥିଲେ। ଏହାଦ୍ବାରା ସେ ଏଡମିନିସଟ୍ରେସନ୍ ଏବଂ ଇଣ୍ଟେଲିଜେନ୍ସ୍ ବ୍ରିଫିଙ୍ଗକୁ ବାରିକିୟୋର ଗମ୍ଭୀରତାର ସହ ବୁଝିଛନ୍ତି । ସେଠାରେ କମଳା ହୈରସ ସିନେଟ୍ ଇଣ୍ଟେଲିଜେନ୍ସ୍ କମିଟିର ସଦସ୍ୟ ଅଛନ୍ତି।ବାଇଡେନ୍ କହିଥିଲେ,ମୋ ପାଇଁ ଭଲ କଥା ଏହା ହେଉଛି କି କମଳା ହୈରଶଙ୍କ ପାଖରେ ଇଣ୍ଟେଲିଜେନ୍ସ୍ ବ୍ରିଫିଙ୍ଗ୍ ଅଛି। ବହୁତ କଷ୍ଟ ହେଉଛି କି ଏହି ସପ୍ତାହରେ ଜେନେରାଲ ଏଡମିନିସଟ୍ରେସନ୍ ଟ୍ରାଜିନ୍ସ୍ ଆରମ୍ଭ କରିବା ଏବଂ ସେହି ଆଇନ୍ ଉପରେ ଇଣ୍ଟେଲିଜେନ୍ସ୍ ଅଫିସର ବାଇଡେନ୍ ଇଣ୍ଟେଲିଜେନ୍ସ୍ ବ୍ରିଫିଙ୍ଗ୍ ପାଇଁ ବାଧ୍ୟ ହେବେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ । ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।