୨୮ ବର୍ଷର ଯୁବକ ୧୦୦ ବର୍ଷ ବୟସର ବୃଦ୍ଧାଙ୍କୁ କରିଥିଲା ରେପ, ମିଳିଲା ଆଜୀବନର ସଜା

ମେରଠ ଥାନା କ୍ଷେତ୍ରର ଜାନୀରେ ୨୦୧୭ ରେ ୧୦୦ ବର୍ଷୀୟ ବୃଦ୍ଧାଙ୍କୁ କରାଯାଇଥିଲା ରେପ। ପରିବାରଲୋକ ଆରୋପୀ ପଡୋଷୀ ଯୁବକ ଅଙ୍କିତ ପୂନିଆଙ୍କୁ ବହୁତ ମାଡ ମାରିବା ପରେ ପୋଲିସ କୁ ଜଣାଇଥିଲେ। ଏହି ଘଟଣାରେ ବୃଦ୍ଧାଙ୍କର ନାତି FIR ଦେଇଥିଲେ।

ମେରଠରେ ୧୦୦ ବର୍ଷିୟ ବୃଦ୍ଧାଙ୍କୁ ରେପ ଏବଂ ହତ୍ୟାର ଘଟଣାରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି। ତିନି ବର୍ଷର ଶୁଣାଣି ପରେ କୋର୍ଟ ଅଭିଯୁକ୍ତକୁ ୨୫ ହଜାର ଅର୍ଥଦଣ୍ଡ ସହିତ ଆଜୀବନ ଦଣ୍ଡ ସଜା ଶୁଣାଇଛି। ୨୦୧୭ରେ ପରିବାରଲୋକ ଅାରୋପୀକୁ ଠିକ ସମୟରେ ଧରି ବହୁତ ମାଡ ମାରିବା ପରେ ପୋଲିସକୁ ଧରାଇ ଦେଇଥିଲେ।

ମେରଠ ଥାନା କ୍ଷେତ୍ରର ଜାନୀରେ ୨୦୧୭ ରେ ୧୦୦ ବର୍ଷୀୟ ବୃଦ୍ଧାଙ୍କୁ କରାଯାଇଥିଲା ରେପ। ପରିବାରଲୋକ ଆରୋପୀ ପଡୋଷୀ ଯୁବକ ଅଙ୍କିତ ପୂନିଆଙ୍କୁ ବହୁତ ମାଡ ମାରିବା ପରେ ପୋଲିସ କୁ ଜଣାଇଥିଲେ। ଏହି ଘଟଣାରେ ବୃଦ୍ଧାଙ୍କର ନାତି ଏଫଆର ଦେଇଥିଲେ। କୁହାଯାଉଛିକି ଘଟଣା ସମୟରେ ଯବୁବକ ଜଣଙ୍କୁ ୨୮ ବର୍ଷ ହୋଇଥିଲା ବୋଲି।

ପୋଲିସ ଗିରଫ କରି ନେଇଥିବା ଅଭିଯୁକ୍ତକୁ ପଚରା ଉଚରା କରିବା ସମୟରେ ସେ ବୃଦ୍ଧାଙ୍କୁ ରେପ କରିଛନ୍ତି ବୋଲି ମାନିଥିଲେ। ସେ କହିଥିଲେ କି ରେପ ପରେ ବୃଦ୍ଧାଙ୍କୁ ବହୁତ ମାଡ ମାରିଥିଲେ। ପୋଲିସ ପଚରା ଉଚରା ପରେ ଅଭିଯୁକ୍ତଙ୍କୁ ଜେଲ ପଠାଈ ଦେଇଥିଲେ।

ସେଠାରେ ବୃଦ୍ଧାଙ୍କର ଉପଚାର ପାଇଁ ବୃଦ୍ଧାଙ୍କୁ ହସ୍ପିଟାଲ ନିଆଯାଈଥିଲା। ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା। ଯାହାପରଠାରୁ ମେରଠ ବିଶେଷ ନ୍ୟାୟାଧିଶ ଏସସି / ଏସଟିଙ୍କ କୋର୍ଟରେ ବିଚାରଧିନ ଥିଲା। ବର୍ତ୍ତମାନ ସବୁ ସାଖି ପ୍ରମାଣ ପାଇ କୋର୍ଟ ଅଭିଯୁକ୍ତକୁ ଆଜୀବନ ଦଣ୍ଡ ଘୋଷଣା କରିଛି। ଏହା ସହିତ ୨୫ ହଜାର ଟଙ୍କାର ଅର୍ଥଦଣ୍ଡ ଲଗାଇଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ । ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ। 

Leave a Reply

Your email address will not be published. Required fields are marked *