ବୈଶାଳୀ (Bihar)। ଏକ କଳିଯୁଗର ବାପା ଆଜି ନିଜର ତିନି ମାସର ପୁଅକୁ ବିଷ ଖୁଆଇ ଘରୁ ଫେରାର ହୋଇଗଲେ। ସେହି, ଛୁଆର ମାକୁ ବିଷର ଗନ୍ଧ ଲାଗିଲା ତ ତତ୍ କାଳୀନ ଛୁଆକୁ ଛାତିରେ ଲଗାଇ ଦେସରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଅବସ୍ଥା ଗମ୍ଭୀର ଦେଖି ଚିକିତ୍ସକ ମାନେ ତାଙ୍କୁ ସଦର ଚିକିତ୍ସାଳୟ ହାଜିପୁର ରେଫର୍ କରିଦେଇଥିଲେ। କିନ୍ତୁ, ରାସ୍ତାରେ ତାର ମରଣ ହୋଇଗଲା। ଏହି ଘଟଣା ଦେସରୀ ଥାନା କ୍ଷେତ୍ରର ରାମପୁର କିଚନୀଙ୍କୁ ବତାଇ ଦିଆ ଯାଇଅଛି।
ଏହା ହେଉଛି ପୂରା ଘଟଣା:
ରାଜେଶ ରାୟଙ୍କ ସହ ରିଙ୍କୁ କୁମାରୀ ଙ୍କ ବାହାଘର ମାର୍ଚ୍ଚ ୨୦୧୯ ରେ ହୋଇଥିଲା। ରିଙ୍କୁ ଛୁଆକୁ ଜନ୍ମ ଦେଲେ, ଯାହାର ନାମ ପ୍ରିଂସ୍ ରଖାଯାଇଥିଲା। ପାରିବାରିକ କଳହ ଚାଲିଥିବାରୁ ଆଜି ପିତା ପ୍ରିଂସ୍ ର ଜୀବନ ନେଇଗଲେ। ଜଣାପଡୁଛି ଯେ ସେ ପ୍ରିଂସ୍ କୁ ଜହର ଖୁଆଇ ଘରୁ ଭାଗି ପଳାଇଗଲେ। ଏଠାରେ ପୁଅ ମୁହଁରୁ ଜହରର ଗନ୍ଧ ଆସିବାରୁ ମା ତାକୁ ଛାତିରେ ଲଗାଇ ସିଧା ଚିକିତ୍ସା କେନ୍ଦ୍ର ଦେସରୀରେ ପହଞ୍ଚିଥିଲେ। ସେଠାରେ ପ୍ରାଥମିକ ଉପଚାର ପରେ ଚିକିତ୍ସୋକମାନେ ତାକୁ ସାମୁଦାୟିକ ସ୍ବାସ୍ଥ୍ୟକେନ୍ଦ୍ର ସଦର ଠାକୁ ରେଫର୍ କରିଦେଲେ। କିନ୍ତୁ, ରାସ୍ତାରେ ନେଇଯାଉଥିବା ସମୟରେ ତାର ମରଣ ହୋଇଗଲା।
ପୋଲିସ କରୁଛି ତର୍ଜମା
ରିଙ୍କୁ ତା ପୁଅ ପ୍ରିଂସର ଶବକୁ ଘରକୁ ଆଣିଲା। ଯେଉଁଠାରେ ସ୍ବଜନ ମାନେ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଶବର ପରିସ୍ଥିତି ଦେଖିଥିଲା। ସେଠାରେ, ପତ୍ନୀର ମତାମତ ପରେ ସେ ସ୍ୱାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ତାସହ ଆରୋପୀ ବାପାଙ୍କୁ ଗିରଫ କରିବାପାଇଁ ତର୍ଜମା କରୁଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।