ଡ୍ରଗସ ମାମଲାରେ କମେଡିଆନ ଭାରତୀ ଏବଂ ତାଙ୍କ ସ୍ବାମୀଙ୍କୁ ଏନସିବିଙ୍କର ଚିଠି, ଘରର ନିଆଗଲା ତଲାଶ

ଡ୍ରଗସ ମାମଲାରେ ଏନସିବିର ଇନଭେଷ୍ଟିକେସନ ଜାରୀ ରହିଛି। ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ମନାକୁ ଆସୁଛି ଯାହାକୁ ଏନସିବି ନିଜ ଘେରରେ ନେଇଛି। ଏବେ ଏନସିବି ଦେଶର ସବୁଠାରୁ ପପୁଲାର କମେଡିଆନ ଭାରତୀ ସିଂହଙ୍କର କଳାକାରନାମାର ତଥ୍ୟ ପାଇଛି।

भारती सिंह

ସାମ୍ମନାକୁ ଆସୁଛି ଯାହାକୁ ଏନସିବି ନିଜ ଘେରରେ ନେଇଛି। ଏବେ ଏନସିବି ଦେଶର ସବୁଠାରୁ ପପୁଲାର କମେଡିଆନ ଭାରତୀ ସିଂହଙ୍କର କଳାକାରନାମାର ତଥ୍ୟ ପାଇଛି। ଏହାପରେ ଏନସିବି ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ସ ଲିମ୍ବାଚିଆଙ୍କୁ ଲିଖିତ ଚିଠି ପଠାଇଛି। କେତେକ ଷ୍ଟାର ଡ୍ରଗସ ମାମଲାରେ ଏନସିବିର ଲକ୍ଷରେ ଅଛନ୍ତି। କିଛି ଦିନ ପୂର୍ବେ ଏନସିବି ଅର୍ଜୁନ ରାମପାଲଙ୍କୁ ଜେରା କରି ତାଙ୍କ ଘରର ତଲାସ ନେଇଥିଲେ।

ଭାରତୀ ସିଂହ କମେଡି ଦୁନିଆର ଦିଓ୍ବାନୀ। ଏହି ସମୟରେ ସେ ଦ କପିଲ ସର୍ମା ଶୋ ର ସଦସ୍ୟ ଅଟନ୍ତି ଏବଂ ନିଜ କମେଡିରେ ଦର୍ଶକଙ୍କୁ ହସେଈ ହସେଈ ବେହାଲ କରିବାର ନଜର ଆସିଛନ୍ତି। ଭାରତୀଙ୍କ ଘରେ ତଲାସର ଖବର ସବୁ ଫ୍ୟାନ୍ସଙ୍କୁ ନିରାଶ କରିବ। ଭାରତୀ ସିଂହ ଏବଂ ହର୍ସଙ୍କ ଘରର ତଲାସ ନିଆଯାଈଛି ଏବଂ ଦମ୍ପତିଙ୍କୁ ଏନସିବି ଚିଠି ପଠାଇଛି।

 

View this post on Instagram

 

A post shared by Bharti Singh (@bharti.laughterqueen)

ସର୍ବ ପ୍ରଥମେ ରିୟାଙ୍କୁ ଜେରା କରାଯାଇଥିଲା:

ସୁଶାନ୍ତ ସିଂହ ମାମଲାରେ ଏନସିବି ଦ୍ବାରା ଇନଭେଷ୍ଟିକେଶନ ଆରମ୍ଭ ହେବା ପରେ କେତେକ ବଲିଉଡ ଷ୍ଟାରଙ୍କ ଉପରେ ଲକ୍ଷ ରଖାଗଲା। ସର୍ବେ ପ୍ରଥମେ ରିୟା ଚକ୍ରବତୀ ଏବଂ ତାଙ୍କ ଭାଈ ସୋଭିତ ଚକ୍ରବତୀଙ୍କୁ ଏନସିବି ଜେରା କରିଥିଲା। ପାଖାପାଖି ଗୋଟିଏ ମାସ ପରେ ରିୟା ବାହାରକୁ ଆସିଥିଲେ। ତାଙ୍କ ବ୍ୟତିତ ଦୀପିକା ପାଦୁକନ, ରାକୁଲ ପ୍ରିତ ସିଂହ, ସାରା ଅଲ୍ଲି ଖାନଙ୍କ ସହ ଆଉ କେତେକ ନାମିଦାମୀ ବଲିଉଡ କଳାକାରଙ୍କୁ ଏନସିବି ଚିଠି ପଠାଇଥିଲା ଏବଂ ତାଙ୍କୁ ବହୁତ ସମୟ ପଚରା ଉଚରା ମଧ୍ୟ କରିଥିଲା।

ଆକ୍ଟର ସୁୁଶାନ୍ତ ସିଂହ ରାଜପୂତଙ୍କ କଥା କହିବାକୁ ଗଲେ ଜୁନ ୧୪ରେ ନିଜର ବାନ୍ଦ୍ରାରେ ଥିବା ଘରେ ମୃତ ରୂପରେ ମିଳିଥିଲେ। ଏହା ଭିତରେ ଫ୍ୟାନ୍ସ ମଧ୍ୟରେ ବହୁତ ଆକ୍ରୋଶ ଦେଖିବାକୁ ମିଳିଥିଲା। ଯାହାପରେ ସିବିଆଈ ଦ୍ବାରା ତଦନ୍ତ ଆରମ୍ଭ ହୋଇଥିଲା। ପରେ ଏନସିବି ଡ୍ରଗସର ତଦନ୍ତ ଆରମ୍ଭ କରି ଦେଇଥିଲା ଏବଂ ଗୋଟିଏ ପରେ ଗୋଟିଏ କେତେକ ବଲିଉଡ ଷ୍ଟାରଙ୍କୁ ଏନସିବିର ଜାଲରେ ଫସି ଚାଲିଲେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *