କୋରୋନା ଭ୍ୟାକସିନର ପ୍ରଭାବ ସିଧା ପଡିବ ଆପଣଙ୍କ ପଇସା ଉପରେ, ଯାଣନ୍ତୁ କେମିତି ଆଉ କେତେ ?

କୋରୋନା ଭ୍ୟାକସିନ ର ଆଶା ଭିତରେ ଶେୟାର ବଜାର ପ୍ରତି ଦିନ ଉପର କୁ ଯାଉଛି । ଆସନ୍ତୁ ଯାଣିବା ଆପଣଙ୍କ ଲାଗିଥିବା ପଇସା ରେ ଏବେ କ’ଣ ପ୍ରଭାବ ପଡିବ।

ନୂଆ ଦିଲ୍ଲୀ: କୋରୋନା ଭାଇରସ ପାଇଁ ଶେୟାର ବଜାରର ବଡ ପ୍ରଭାବ ହୋଇଛି। କିନ୍ତୁ ଭ୍ୟାକସିନ ଜଲଦି ଆସିବାର ଆଶା ବଜାରରେ ବଢି ଚାଲିଛି। ବର୍ତ୍ତମାନ କୋରୋନା ଭ୍ୟାକସିନ ଫାଇଜର ଓ ମାଡର୍ନାର ଘୋଷଣା କରାଯାଇଛି। ବର୍ତ୍ତମାନ ଏହା ଆସିବାକୁ ସମୟ ଲାଗିବ। କୋରୋନା ଭାଇରସ ପାଇଁ ବୈଶ୍ବିକ ଅର୍ଥବ୍ୟବସ୍ଥା ବହୁତ କ୍ଷତି ସହି ସାରିଛି। କୋରୋନା ଭ୍ୟାକସିନ ଆସିବା ଦ୍ବାରା ଭବିଷ୍ୟତରେ ଶେୟାର ବଜାରର ପରିସମ୍ପନ୍ତି ଉପରେ କ’ଣ ପ୍ରଭାବ ରହିବ, ଆସନ୍ତୁ ଜାଣିବା।

ଶେୟାର ବଜାର:

ଗ୍ଲୋବାଲ ଇକ୍ବିଟୀ ବାଜାରରେ କୋରୋନା ଭାଇରସର ବହୁତ ନକାରାତ୍ମକ ପ୍ରଭାବ ପଡିଛି। ଏଥିରେ ଲିସ୍ଟେଡ କମ୍ପାନୀ ମାନଙ୍କର କହିବା ଏହା କି ଅନ୍ୟ ମାସରେ ବଜାରର ପ୍ରଭାବରେ ସୁଧାର ଆସିଛି। ଏଥିରେ କମ୍ପାନୀ ଗୁଡିକର ଆଶା ଅଛି ଓ ତାଙ୍କର ଏହା କହିବା କଥା କି ଶେୟାରର ମୂଲ୍ୟର ଆଗକୁ ଥିବା ତିବ୍ରକୁ ସ୍ଥାୟୀ ରୂପେ ରଖିବାରେ ସାହାର୍ଯ୍ୟ ହେବ। ବର୍ତ୍ତମାନ ସରକାର ପ୍ରଡକ୍ଶନ ଇନସେଟିବ ସ୍କିମ ପରିସର ବଢା ଯାଇଛି। ଏଥିରେ ରିୟଲ ଏସ୍ଟେଟରେ ଡେଭଲପର ଓ ହୋମବାୟର୍ସକୁ ଟ୍ୟାକ୍ସରେ ଛୁଟି ମିଳିବ। ଉର୍ବରକ ପାଇଁ ୬୫ ହଜାର କୋଟି ଟଙ୍କା ର ପ୍ୟାକେଜ ରୁ ଘରୋଇ ଅର୍ଥବ୍ୟବସ୍ଥା ରେ ତିବ୍ରତା ଆସିବ , ଏହା ସହିତ ଇକ୍ବିଟି ବଜାର ରେ ମଧ୍ୟ ବଡ ବାଉନ୍ସ ଦେଖିବାର ଆଶା ରହିଛି। ଏଥିପାଇଁ ହାଲିଆ ରିର୍ପୋଟରେ ସେଂସେକ୍ସ ର ଅସନ୍ତା ବର୍ଷ ୫୦ ହଜାର ପର୍ଯ୍ୟନ୍ତ ପହଁଚିବାର ଆଶା କରାଯାଉଛି।

ଖନିଜ ଦ୍ରବ୍ୟ :

ବିଶ୍ଲେଷକଙ୍କ କହିବା ଅନୁସାରେ କୋରୋନା କାଳରେ ମଧ୍ୟ ଇଂଣ୍ଡସ୍ଟ୍ରିଆଲ ଦ୍ରବ୍ୟର ଦାବିରେ ଆହୁରି ତିବ୍ରତା ଦେଖିବାର ସମ୍ଭାବନା ରହିଛି। ସବୁଠାରୁ ବଡ କଥା ଏହାକି ତମ୍ବା ଏବଂ ଅଶୋଧିତ ତେଲର ଆମଦାନୀ ଭଲ ରହିବ। ମୋତିଲାଲ ଓସବାଲ କମେଡିଟି ଆଣ୍ଡ କରେନ୍ସି ର ଏବିପି ରିସର୍ଚ ଅମିତ ସଜେଜା କହିଛନ୍ତି MCX ରେ ତମ୍ବା ର ମୂଲ୍ୟ ୬୩୦-୬୪୦ ଟଙ୍କା ପର୍ଯ୍ୟନ୍ତ ବଢି ପାରେ। ଯେବେ ଅଶୋଧିତ ତେଲ ର ମୂଲ୍ୟ ୪୦-୫୦ ୟୁଏସ ଡଲାରର ସ୍ତର ପର୍ଯ୍ୟନ୍ତ ବଢିବାର ଆଶା ଅଛି। ସେଠି ବ୍ରେଣ୍ଟ ତେଲ ର ମୂଲ୍ୟ ୫୦ ରୁ ୫୫ ୟୁଏସ ଡଲାର ପର୍ଯ୍ୟନ୍ତ ବଢି ପାରେ।

ଗୋଲ୍ଡ :

 गोल्ड-कोरोना काल में सोने की कीमतों में बढ़ी तेजी आई है. हालांकि यह अभी भी तेजी से बढ़ रही है लेकिन आने वाले समय में इसकी कीमतों और तेजी आएगी. दरअसल, निवेशिक रूप से इसकी मांग में तेजी की उम्मीद है. निवेशकों के लिए निवेश के नजरिए से सोना अभी भी बेहतर विकल्प बना हुआ है. बता दें कि सोना, महंगाई और रुपये की कीमत गिरने के दौरान सबसे सुरक्षित संपत्ति माना जाता है. गौरतलब है कि इस साल सोने की कीमतों में 24 फीसदी की वृद्धि दर्ज की गई है. वहीं, भविष्य में भी सोने की कीमतों में तेजी की उम्मीद की जा रही है.

କୋରୋନା କାଳରେ ସୁନାର ମୂଲ୍ୟ ବହୁତ ବଢିଛି। ଏ ପର୍ଯ୍ୟନ୍ତ ମଧ୍ୟ ବଢି ଚାଲିଛି। କିନ୍ତୁ ଆସୁଥିବା ସମୟ ରେ ଏହାର ମୂଲ୍ୟ ଆଉ ଅଧିକ ବଢିବ। ବାସ୍ତବରେ ନିବେଶକ ରୂପରେ ଏହାର ଦାବି ମଧ୍ୟ ବଢିବ। ନିବେଶକଙ୍କ ପାଇଁ ନିବେଶ ଦ୍ବାରା ସୁନା ଏବେ ମଧ୍ୟ ଭଲ ବିକଳ୍ପ ବନିଛି। ସୁନାର ମହଙ୍ଗା ମୂଲ୍ୟ ଏବଂ ପଇସା ର ମୂଲ୍ୟ କମିବା ର ସବୁଠାରୁ ସୁରକ୍ଷିତ ସମ୍ପତି ମନାଯାଇ ଥାଏ। ଗୌରବର କଥା ଏହା କି ଚଳିତ ବର୍ଷ ସୁନାର ମୂଲ୍ୟ ବହୁତ ଅଧିକ ବଢିଛି।

ଆମେରିକା ଡଲାର:

ଆମେରିକା କୋରୋନା ସବୁଠାରୁ ଅଧିକ। ଏଠାରେ ଭାଇରସ ର ପ୍ରଭାବ ଦିନ କୁ ଦିନ ବଢି ଚାଲିଛି। ବର୍ତ୍ତମାନ ଥିବା ମୁଦ୍ରା ରେ ନମନୀୟତା , ପ୍ରୋତ୍ସାହନ ପ୍ୟାକେଜ ଏବଂ କୋରୋନା ଟିକାର ବିତରଣରେ ଆମେରିକାରର ଡଲାରରେ କମି ଆସିପାରେ। ସିଟି ବ୍ୟାଙ୍କ କହିଛି କି କୋରୋନା ଭ୍ୟାକସିନ ଆସିବା ଦ୍ବାରା ବଜାରରେ ତାର ପ୍ରଭାବ ପଡିବ, ଯେଉଁ ପର୍ଯ୍ୟନ୍ତ ଆମର ଆଶା ରହିଛି, ଏହି କାରଣରୁ ୟୁଏସ ଡଲାର ମଧ୍ୟ କମିବ। ଏହି ଆଧାରରେ ୨୦୨୧ ରେ ୟୁଏସ ଡଲାର ମୂଲ୍ୟ ୨୦ ପ୍ରତିଶଦ କମ ହେବାର ସମ୍ଭାବନା ଅଛି।

ବଣ୍ଡ:

ବିଶ୍ଲେଷକଙ୍କୁ ଆଶା ଅଛି କି ବଣ୍ଡ ଏବେ ନିଜର ତଳ ସ୍ତରରେ ଅଛି। କିନ୍ତୁ ଆଗକୁ ଏହାର ମୂଲ୍ୟରେ ଧିରେ ଧିରେ ବଢିବାର ସମ୍ଭାବନା ଅଛି। ବର୍ତ୍ତମାନ ସ୍ତିତି ରେ ପ୍ରୋତ୍ସାହନ ପ୍ୟାକେଜ ର କାରଣରୁ ମହଙ୍ଗା ବଢିବ। ଏହି ମହୋଲ ରେ ମୁଦ୍ରା ବେପାରୀଙ୍କୁ କରେନ୍ସି ରେ ସମ୍ଭାବିତ ପତନରେ ହେବାକୁ ଥିବା କ୍ଷତିକୁ କମ କରିବା ପାଇଁ ଜଲଦି ଆଗକୁ ବଢିବାକୁ ହେବ କାରଣ ଭବିଷ୍ୟତରେ ଏଥିରୁ ଏକ ସେଟ ୟୁଏସ ଡଲାରର କମଜୋର ହେବାର ଆଶା କରାଯାଇଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *