ବୋହୂ ମାଛ ରାନ୍ଧି ନପାରିବାରୁ, ଶାଶୁ ଘର ଲୋକମାନେ କରିଲେ ହତ୍ୟା, ମାର୍ଚ୍ଚ ମାସ ହୋଇଥିଲା ବିବାହ

ମା’ଘର ଲୋକଙ୍କୁ ଯେତେବେଳେ ମହିଳା ଟିର କୈାଣସି ଖବର ମିଳିଲା ନାହିଁ,ତ ସେମାନେ ପୁଲିସ୍ କୁ ଯାଇ ସେହି ବିଷୟରେ କହିଲେ। ପୁଲିସ୍ ଲୋକଙ୍କ ସୂଚନା ଅନୁସାରେ ମହିଳା ଟିର ଶବକୁ ଖୋଜିବା ଆରମ୍ଭ କରିଲା। ମହିଳା ଟିର ସୂଚନା ପାଇବା ପରେ ପୁଲିସ୍ ଆରୋପୀ ସ୍ଵାମୀ ସହିତ ଅନ୍ୟ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଏଫ୍.ଆଇ.ଆର୍ ଜମା କରିଥିଲା।

ବିହାରର ସୁପୌଲ ରେ ବୋହୂକୁ ଶଶୁର ଘର ଲୋକମାନେ କେବଳ ଏହି କଥା ପାଇଁ ମାରି ଦେଇଥିଲେ,କାରଣ ବୋହୂ ମାଛ ରାନ୍ଧି ପାରିଲା ନାହିଁ। ହତ୍ୟା କରିବା ପରେ ମହିଳାଟିର ଶବକୁ ଏକ ମୁଣିରେ ବନ୍ଦ କରି ଦେଇଥିଲେ, ଯାହା ପରେ ଗାଁ ପାଖରେ ଥିବା କେନାଲ ପାଖରେ ଫିଙ୍ଗି ଦେଇଥିଲେ।

बोरे में बंद कर फेंकी महिला की लाश.

ମା’ ଘର ଲୋକଙ୍କୁ ଯେତେବେଳେ ମହିଳାଟିର କୈାଣସି ଖବର ମିଳିଲା ନାହିଁ, ତ ସେମାନେ ପୁଲିସକୁ ଯାଇ ସେହି ବିଷୟରେ କହିଲେ। ପୁଲିସ ଲୋକଙ୍କ ସୂଚନା ଶୁଣିଲା ଏବଂ ଲାଶଟିର ଖବର ପାଇଲା। ମହିଳାଟିର ଖବର ପାଇଲା ପରେ ପୁଲିସ ଆରୋପୀ ସ୍ଵାମୀ ସହିତ ଅନ୍ୟ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଏଫଆଇଆର କାର୍ଯ୍ୟକାରୀ କରିଲା।

କୋସିନଦୀ ଠାରୁ ମିଳିଥିଲା ଶବ :

ରତନପୁରା ଥାନା ର କୋସିପୂର୍ବି ତଟବନ୍ଧ ଢାଂଢା ଗାଁ ପାଖରେ କୋସି ନଦୀରୁ ଦୁଇ ଦିନ ପୂର୍ବରୁ ଗୋଟିଏ ମୁଣିରେ ବନ୍ଧା ହୋଇଥିବା ମହିଳା ଶବ ମିଳିଥିଲା। ଲୋକଙ୍କ ସୂଚନା ଅନୁସାରେ ପୁଲିସ୍ ସେଠାରେ ପହଞ୍ଚିବାପରେ ମହିଳା ଟିର ଶବକୁ ପୋଷ୍ଟବଟମ୍ ପାଇଁ ପଠାଇବା ସଙ୍ଗେସଙ୍ଗେ ତାର ତର୍ଜମା କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ। ମହିଳା ଟିର ତର୍ଜମା ହେଲା ତ ମହିଳା ଟିର ମରିବାର ରହସ୍ୟ ବୁଝା ପଡ଼ିଲା।

ମହିଳାଟିର ଖବର ସୁନିଳା ଦେବୀଙ୍କ ପୁତ୍ର ବିଷ୍ଣୁଦେବ ପାସବାନ ମାଟିୟାରି ନିବାସୀଙ୍କ ଦ୍ଵାରା କରା ଯାଇଥିଲା। ମହିଳା ଟିର ପରିବାର ଲୋକ କିଛି ଦିନ ପୂର୍ବରୁ ତା ବିଷୟରେ ଗୁମଶୁଦଗୀ ଥାନା ରେ ଏକ ଜମା ଦାଖଲ କରିଥିଲେ। ମହିଳା ଟିର ଶବକୁ ଦେଖି ପରିବାର ଲୋକ କାନ୍ଦିକାନ୍ଦି ଖରାପ ଅବସ୍ଥା ହୋଇଯାଇଥିଲା। ସେହି ସୁନୀଳା ଦେବୀଙ୍କ ପିତା ବିଷ୍ଣୁଦେବ ପାସବାନ ପୁଲିସ୍ କୁ କହିଥିଲେ କି ମାର୍ଚ୍ଚ ମାସ ୨୦୨୦ ରେ ଝିଅଟିର ବିବାହ ସାତନପଟ୍ଟୀ ପଞ୍ଚାୟତର ଢାଂଢା ଗାଁ ନିବାସୀ ଅମଳେଶ ପାସବାନଙ୍କ ପୁତ୍ର ଶେବେଶ ପାସବାନଙ୍କ ସାଥିରେ ହୋଇଥିଲା।

ଦିପାବଳୀ ପରେ ଯେତେବେଳେ ମା’ଘର ଲୋକ ଝିଅକୁ ଦେଖା କରିବାକୁ ଆସି ପହଁଚିଲେ, ତ ସେ ଶାଶୁ ଘରେ ମିଳିଲା ନାହିଁ। ଶାଶୁ ଘର ଲୋକଙ୍କୁ ଯେତେବେଳେ ସେ ବିଷୟରେ ପଚାରିଲେ, ତ ସେମାନେ ମା’ଘର ଲୋକଙ୍କୁ ଗୋଳମାଳ କଥା କହି ଭୁଲେଇ ବାକୁ ଲାଗିଲେ। ଏହାପରେ ମା’ଘର ଲୋକ ଥାନା ରତନପୁର ରେ ସୁନୀଳା ଦେବୀଙ୍କ ନିଖୋଜ ଥିବା ଖବର ଜମା କରିବା ସହ ତାଙ୍କ ସହ କିଛି ଖରାପ ହୋଇଥିବାର ଆଶଙ୍କା ବ୍ୟକ୍ତ କରିଥିଲେ।

ସେହି ରବିବାରକୁ ପୂର୍ବି କୋସୀ ତଟବନ୍ଧର ଢାଂଢା ନିକଟସ୍ଥ କୋସୀ ନଦୀରୁ ମୁଣୀ ରେ ବନ୍ଦ୍ ହୋଇଥିବା ଏକ ମହିଳାର ଶବ ମିଳିଥିଲା। ଘଟଣା ସ୍ଥଳରେ ପହଞ୍ଚି ପୁଲିସ୍ ଏହି ବିଷୟରେ ବିଷ୍ଣୁଦେବଙ୍କୁ ସୂଚନା ଦେଲେ।ମା’ଘର ଲୋକଙ୍କ ଦ୍ଵାରା ମୃତ ଦେହର ଚିହ୍ନଟ କରାଯାଇଥିଲା। ଯାହା ପରେ ଆସିଥିବା ଗ୍ରାମବାସୀ ମାନେ ସଡ଼କ ଉପରେ ଜମା ହୋଇ ହଙ୍ଗାମା ଆରମ୍ଭ କରିଦେଲେ। ପୁଲିସ୍ ଲୋକଙ୍କୁ ବୁଝାସୁଝା କରି ମାମଲା କୁ ଶାନ୍ତ କରିଥିଲା। ମହିଳା ଟିର ଶବକୁ ପୋଷ୍ଟବଟମ୍ ପାଇଁ ପଠାଇ ଦିଆଗଲା।

ସ୍ୱାମୀ ଆଉ ଶଶୁର ଗିରଫ :

ପୁଲିସ୍ ସେହି ରାତିରେ ଆରୋପୀ ସ୍ଵାମୀ ଶିବେଶ କୁମାର ଏବଂ ଶଶୁର ଅମରେଶ ପାସବାନଙ୍କୁ ହାତାହାତି ଧରି ରତନପୁର ନିକଟରେ ଗିରଫ କରିଥିଲା। ପୁଲିସ୍ ଦ୍ଵାରା ଆରୋପୀ ସ୍ଵାମୀକୁ ଯେତେବେଳେ ପଚରାଗଲା,ତ ସେ ସ୍ତ୍ରୀର ହତ୍ୟା କରି ଲାଶକୁ ନଦୀରେ ଫୋପାଡି ଦେବା କଥା ସ୍ବୀକାର କରିଥିଲେ। ସେହି ହତ୍ୟାର କାରଣ ଯେତେବେଳେ ପଚରାଗଲା,ତ ସେ କହିଲେ କି ସ୍ତ୍ରୀ ସୁନିଳା ଦେବୀ ମାଛ ରାନ୍ଧି ପାରିଲେ ନାହିଁ, ବାସ ଏହି କଥା କୁ ନେଇ ବିବାଦ ହୋଇଥିଲା।

ବିବାଦ ଲାଗିଥିବା ସମୟରେ ତାଙ୍କ ପତ୍ନୀ ସୁନୀଳା ସ୍ବାମୀଙ୍କ ସହ ଯୁକ୍ତି କରିବାକୁ ଲାଗିଲେ, ଯାହା ସ୍ବାମୀଙ୍କୁ ରାଗ ଲାଗିଲା ଏବଂ ସେ ପତ୍ନୀ ର ହତ୍ୟା କରିଦେଲେ। ଏହି ଘଟଣାରେ ସୁନୀଲର ମା ଏବଂ ବାପା ମଧ୍ୟ ସହଯୋଗ କରିଥିଲେ। ରତନପୁରା ଥାନାର ଅଧ୍ୟକ୍ଷ ରଣବୀର କୁମାର ରାଉତ କହିଥିଲେ କି ତିନି ଜଣଙ୍କୁ ପଚରାଉଚରା କରାଯିବା ପରେ ଜେଲ୍ ଯିବାର କାର୍ଯ୍ୟ ଗ୍ରହଣ କରାଯାଉଅଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *