ମିଲିନ୍ଦ ସୋମନଙ୍କ ପରେ ଏମି ଜୈକ୍ସନ କରିଲେ ନ୍ୟୁଡ ଫଟୋ ସୁଟ, ଫଟୋ ହେଲା ଭାଇରାଲ

ବଲିଉଡରେ ବୋଲ୍ଡନେସର ସବୁ ଲେବୁଲ କରିବାର ବିଶ୍ବାସ ରଖୁଥିବା ଆକ୍ଟ୍ରସେ ଏମି ଜୈକ୍ସନ ପୁଅ ଥରେ ଚର୍ଚ୍ଚାକୁ ଆସିଗଲେ। ଏମିଙ୍କର ଏକ ଫଟୋ ସୋଶିଆଲ ମିଡିଆରେ ବହୁତ ତିବ୍ରରେ ଭାଇରାଲ ହେଉଛି। ଫଟୋରେ ଏମି ଟପଲେସରେ ଦେଖିବାକୁ ମିଳିବେ।

ଆର୍କ୍ଟ୍ରସ ଏମିତିରେ ଏକ ସୁନ୍ଦର ଫଟୋ ଉଠାଈ ଥିଲେ। ସେହି ଫଟୋ ରୁ ଗୋଟିଏ ଫଟୋ କୁ ଏମି ସୋଶିଆଲ ମିଡିଆରେ ସେୟାର କରିଥିଲେ। ଫଟୋ ରେ ଏମି ବହୁତ ବୋଲ୍ଡ ଅବତାରରେ ଦେଖିବାକୁ ମିଳିବ।

ଏମି ଏହା ପୂର୍ବରୁ ମଧ୍ୟ ତାଙ୍କର ବୋଲ୍ଡ ଫଟୋ ସୋଶିଆଲ ମିଡିଆରେ ରେ ସେୟାର କରିଛନ୍ତି। କିନ୍ତୁ ତାଙ୍କର ଏହି ଉଦ୍ଦେଶ୍ୟ ଅଲଗା ଅଟେ। ଫଟୋ ଏହି ସମୟରେ ଟ୍ରେଣ୍ଡ କରିସାରିଛି ଏବଂ ସୋଶିଆଲ ମିଡିଆରେ ବହୁତ ଭାବରେ ସେୟାର ଚାଲିଛି।

 

View this post on Instagram

 

A post shared by Amy Jackson (@iamamyjackson)

ଏମିଙ୍କର ଏହି ଟପଲେସ ଫଟୋ କୁ ୪ ଲକ୍ଷରୁ ଅଧିକ ଲାଇକ ମିଳି ସାରିଛି। ଫ୍ୟାନସ ମଧ୍ୟ ସେହି ଫଟୋରେ ଅଲଗା ଅଲଗା କମେଣ୍ଟ ଦେଉଛନ୍ତି। ତାଙ୍କର ଫିଟନେସ ଲେବୁଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ଏମି ନିଜର ବର୍ଷକର ପୁଅର ଫଟୋ ମଧ୍ୟ ସୋଶିଆଲ ମିଡିଆରେ ସେୟାର କରି ଆସିଛନ୍ତି। ସେ ତାଙ୍କ ପୁଅ ସହ କୋରୋନା କାଳରେ ବହୁତ ଭଲ ସମୟ କାଟିଛନ୍ତି। ଦୁଇଜଣଙ୍କ କେମେଷ୍ଟ୍ରି ବହୁତ ପସନ୍ଦ ଆସୁଛି।

ଜାଣିଛନ୍ତି କି ଏମିଙ୍କ ପୂର୍ବରୁ ମିଲିନ୍ଦ ସୋମେନ ମଧ୍ୟ ନିଜର ଏକ ବୋଲ୍ଡ ଫଟୋ ସୋଶିଆଲ ମିଡିଆ ରେ ଫୋଷ୍ଟ କରିଥିଲେ। ଜନ୍ମଦିନ ସମୟରେ ସମୁଦ୍ର କୂଳରେ ଦୌଡୁ ଥିବାର ଫଟୋ ସେୟାର କରିଥିଲେ। ଫଟୋରେ ମିଲିନ୍ଦ ବିନା କପଡାରେ ଦୌଡୁ ଥିଲେ।

କିନ୍ତୁ ସେହି ଗୋଟିଏ ଫଟୋ ପାଇଁ ମିଲିନ୍ଦ ଙ୍କ ନାଁରେ ଏଫଆର ଦର୍ଜ କରାଯାଇଥିଲା। କୋଲ୍ବା ପୋଲିସ ଷ୍ଟେସନ ରେ ଆଇପିସି ଧାରା ୨୯୪ ଏବଂ ଆଈଟି ଏକ୍ଟ ଧାରା ୬୭ ଅନୁସାରେ ମିଲିନ୍ଦ ସୋମେନ ଙ୍କ ନାମ ରେ କେସ ର୍ଦଜ କରାଯାଇଥିଲା।

Leave a Reply

Your email address will not be published. Required fields are marked *