ଆମେରିକାରେ ଭାରତୀୟ ଛାତ୍ର ନିର୍ମାଣ କରିଥିଲେ ଏକ ନିଆରା କୋଠରୀ, ଅତ୍ୟଧିକ ଭୟଭୀତ ସମୟରେ ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିବ

ପିଟିଏସଡିରୁ ବଞ୍ଚିବା ପାଇଁ ସାହାର୍ଯ୍ୟ କରିବା ପାଇଁ ଏକ ଅଜବ ପ୍ରକାରର ଶ୍ରେଣୀ ଆମେରିକାରେ ତିଆରି କରାଯାଇଛି। ଭାରତୀୟ ଛାତ୍ରଙ୍କ ଦାବି ଏହାକି ରିବୁଟର ସାହାର୍ଯ୍ୟରେ ଅତ୍ୟଧିକ ଚିନ୍ତିତ ଥିବା ସମୟରେ ବଡ ଫାଇଦା ହେବ

ଓ୍ବାସିଙ୍ଗଟନ ; ଆମେରିକାରେ ଏକ ଭାରତୀୟ ଏମିତି ଅଜବ ଶ୍ରେଣୀ ବନେଇଛନ୍ତି ତାହାର ବ୍ୟବହାର ସାର୍ବଜନିକ ସ୍ଥାନରେ ଅତ୍ୟଧିକ ଚିନ୍ତିତ ଅନୁଭବ କରୁଥିବା ସମୟରେ କରାଯାଇ ପାରିବ। ଦାବି କରି କୁହାଯାଉଛି ଯେ ଏହାର ବ୍ୟବହାର ଦ୍ବାରା ଭାବନା ଉପରେ କାବୁ କରିପାରିବେ।

ଅତ୍ୟଧିକ ଭୟର ଭାବନାକୁ କାବୁ ପାଇବାରେ ମିଳିବ ସାହାର୍ଯ୍ୟ

୩୨ ବର୍ଷୀୟ ର୍କାତ୍ତିକେଅ ମିତଲ ‘ ପୋଷ୍ଟ ଟ୍ରାମୈଟିକ ସ୍ଟ୍ରେସ ଡିସଅର୍ଡର ‘ ରୁ ନିପଟନ ରେ ସାହାର୍ଯ୍ୟ କରିବା ପାଇଁ ଶ୍ରେଣୀ ତିଆରି କରାଯାଇଛି। ବିଶୃଖଳା କାରଣରୁ ବ୍ୟକ୍ତିର ସାମାଜିକ ଜୀବନ କେତେକ ସମସ୍ୟା ଦେଖା ଦେଇଥାଏ ଏବଂ ତାଙ୍କୁ ପ୍ରତ୍ୟକ ଦିନ କାମ କରିବା ରେ ପ୍ରୋବଲେମ ହୋଇପାରେ।

ମିତଲ ଡିଜାଇନ ଏବଂ ଇଂଜିନିୟରିଙ୍ଗ ରେ ନିଜର ଜ୍ଞାନ ଓ ମନୋଚିକିତ୍ସା କ୍ଷେତ୍ର ରେ ଅନୁସନ୍ଧାନ ସାହାର୍ଯ୍ୟରେ ରିବୁଟ ନାମକ ଶ୍ରେଣି ବନେଇଲେ। ଶ୍ରେଣୀକୁ ବିଶ୍ବବିଦ୍ୟାଳୟ ପରିସର, ହସ୍ପିଟାଲ, ଉଡା ଜାହାଜ, ମାଲ ଏବଂ ଭିଡ ଥିବା ଯାଗାରେ ଲଗାଇ ଯାଇପାରିବ। ଏହି ଶ୍ରେଣୀ ସଂବେଦି ଉଦ୍ଦିପନକୁ ନିୟନ୍ତ୍ରଣ କରିଥାଏ। ଏମିତିକା ମାହଲକୁ କନ୍ଟ୍ରୋଲ କରିଥାଏ ଯେଉଁଥିରେ ବ୍ୟକ୍ତି ବିନା କୌଣସି ବାଧାରେ ନିଜର ଭାବନାକୁ ନିୟନ୍ତ୍ରଣ କରିବାର କାବୁ ପାଇଥାଏ।

ଭାରତୀୟ ଛାତ୍ର ଅଜବ ଶ୍ରେଣୀର ନାମ ରଖିଲେ ‘ରିବୁଟ’:

ନ୍ୟୁୟର୍କର ‘ପ୍ରୈଟ ଇନଷ୍ଟିଚ୍ୟୁଟ’ ରୁ ର୍କାତ୍ତିକେୟ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ସ୍ନାତକୋତର ଡିଗ୍ରି ପ୍ରାପ୍ତ କରିଛନ୍ତି। ସେ କହିଛନ୍ତି କି ଅନୁସନ୍ଧାନ ପାଇଁ ନ୍ୟୁୟର୍କର ପିଟିଏସଡି ସମ୍ପୁର୍ଣ୍ଣ ସହାୟତା ଏବଂ ମନୋଚିକିତ୍ସକଙ୍କ ବିଧାର ବିମର୍ଶ କଲେ। ରିବୁଟ ନାମରେ ଏହି ଶ୍ରେଣୀର ଚୌଡା ପାଞ୍ଚ ଫୁଟ ଏବଂ ଉଚ୍ଚ ସାତ ଫୁଟ ପାଞ୍ଚ ଇଞ୍ଚ ଏବଂ ଏହାକୁ ଚାରି ଫୁଟ ପର୍ଯ୍ୟନ୍ତ ଗଭୀର କରାଯାଇ ପାରିବ।

ରିବୁଟ ଖାସ କଥା ଏହାକି ଦରକାର ସମୟ ଅନୁସାରେ ଶ୍ରେଣୀକୁ ବଡ କିମ୍ବା ଛୋଟ କରାଯାଇ ପାରିବ। ଶ୍ରେଣୀର ଡିଜାଇନ ଏମିିତି ତିଆରି କରାଯାଇଛି କି ବାହାରୁ କୌଣସି ଶବ୍ଦ ଭିତରକୁ ଯାଇପାରିବ ନାହିଁ। କାର୍ତ୍ତିକେୟ ‘ ଦିଲ୍ଲୀ କଲେଜ ଅଫ ଆର୍ଟ ‘ ରେ ପାଠ ପଢିଥିଲେ। ତାଙ୍କର କହିବା କଥା କି ର୍ଦୁଘଟଣା ପରେ ଅତ୍ୟଧିକ ଚିନ୍ତା ର ସମସ୍ୟାରେ ପିଡୀତ ଲୋକଙ୍କ କୌଣସିବି ସମୟରେ ମୁଣ୍ଡ ବୁଲେଇ ପଡିବା ଆଶଙ୍କା ରହିଥାଏ। ଖାସ କରି ଏମିିତି ସାର୍ବଜନିକ ସ୍ଥାନରେ ମୁଣ୍ଡ ବୁଲେଇ ପଡିପାରେ। ଯେଉଁଠି ପିଡିତଙ୍କ ଡାକ୍ଟରଙ୍କ ସହ ସମ୍ପର୍କ କରିବା ଅସମ୍ଭମ ଅଟେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *