Amazon ଏବେ କରିବ ଔଷଧର ହୋମ ଡେଲିଭରି, ଗ୍ରାହକଙ୍କୁ ମିଳିବ ଅଧିକ ରିହାତି

ଦୁନିଆର ସବୁଠାରୁ ବଡ ଈ-କମର୍ସ କମ୍ପାନୀ ଆମାଜନ ବର୍ତ୍ତମାନ ଔଷଧର ମଧ୍ୟ ହୋମ ଡେଲିଭରି କରିବ। ବର୍ତ୍ତମାନ ଆମାଜନ ଫାର୍ମାସୀ ନାମରେ ଏହାର ଆରମ୍ଭ କରାଯାଇଛି। ଆମାଜନର ଏହି କାର୍ଯ୍ୟରେ ଆମେରିକାରେ ଡ୍ରଗସ ରିଟେର୍ଲସ ଓ୍ବାଲଗ୍ରିନ୍ସ , ସିବିଏସ ହେଲ୍ଥ , ଏବଂ ବାଲମାର୍ଟ କୁ ବଡ ଟକ୍କର ମିଳି ପାରେ। ଆମାଜନ ଜଲଦି ଅନଲାଇନ ମେଡିସିନ ଡେଲିଭରି ର କାମ ଅନ୍ୟ ଦେଶ ରେ କରିବାର ବ୍ୟବସ୍ଥା କରୁଛି।

ଆମାଜନ ବନେଇଲା ଅନଲାଇନ ଫାର୍ମାସୀ:

ଆମାଜନ ପ୍ରିକ୍ସ୍ରାଇବ୍ଡ ମେଡିସନର ଅନଲାଇନ ବିକ୍ରି ପାଇଁ ଆମେରିକାରେ ଅନଲାଇନ ଫାର୍ମାସୀ ସର୍ବିସକୁ ଲଞ୍ଚ କରିଛି। ଏହାର ନାମ ଆମାଜନ ଫାର୍ମାସୀ ରଖାଯାଇଛି। ସୂଚନା ଅନୁସାରେ ଜଲଦି ଅନଲାଇନ ଫାର୍ମାସୀର କାରୋବାର ଆମାଜନ ଅନ୍ୟ ଦେଶରେ ମଧ୍ୟ ଆରମ୍ଭ କରିବାକୁ ଯାଉଛି।

ଗ୍ରାହକଙ୍କୁ ହେବ ଫାଇଦା:

ଆମାଜନର ଏହି ନୂଆ ସର୍ବିସରେ ଗ୍ରାହକଙ୍କୁ ଫାଇଦା ହେବ। ଆମାଜନ ଫାର୍ମାସୀର ଓ୍ବେବସାଇଟ କିମ୍ବା ଏହାର ଆପରେ ଗ୍ରାହକଙ୍କୁ ମେଡିସିନ କିଣିବା ପୂର୍ବରୁ ତାଙ୍କର ପ୍ରାଇସ କମ୍ପେୟାର କରିବାର ସୁବିଧା ମିଳିବ। ଏଥିରେ ଗ୍ରାହକ ସେହି ଔଷଧକୁ କିଣିବେ ଯାହାର ମେଡିସିନ ସସ୍ତା ଥିବ।

ଏହିମାନଙ୍କୁ ମିଳିବ ବହୁତ ଡିସକାଉଣ୍ଟ:

ଆମାଜନର ଲାୟଲ୍ଟି କ୍ଲବ ମେମ୍ବର୍ସଙ୍କୁ ଔଷଧ କିଣିବାରେ ବହୁତ ଡିସକାଉଣ୍ଟ ମିଳିବ। ଆମାଜନ କହିଛି କି ଆମେରିକାରେ ପ୍ରେସ୍କ୍ରିପ୍ଶନ ବେଲ୍ଡ ମେଡିିସିନକୁ ହୋମ ଡେଲିଭରି ପାଇଁ କମ୍ପାନୀ ୨ ବର୍ଷରୁ କାମ କରିଆସୁଛି। ଏଥିପାଇଁ କମ୍ପାନୀ ଆମେରିକାର ସବୁ ସ୍ଟେଟରୁ ମେଡିସିନ ଡେଲିଭରି ପାଇଁ ଲାଇସେନ୍ସ ନେଇଛି ଓ ସପଲାଏ ଚେନ ବନାଇଛି।

କଣ କହିଛନ୍ତି ରିଚର୍ସ ଫର୍ମ:

ଆମେରିକା ମାର୍କେଟ ରିଚର୍ସ ଫର୍ମ ଜେଡି ପାଓ୍ବାର ଙ୍କର କହିବା ଏହା କି ଏହି ଫିଲ୍ଡ ରେ ଆମଜନ କୁ ଟକ୍କର କୁ ସାମ୍ମନା କରିବାକୁ ପଡିବ। ତାକୁ ଡ୍ରଗସ ରିଟେଲର୍ସ ବାଲାଗ୍ରୀନ୍ସ,  ସିବିଏସ ହେଲ୍ଥ , ବାଲମାର୍ଟ ଏବଂ ଅନ୍ୟ କେତକ କମ୍ପାନୀର ସାମ୍ମନା କରିବାକୁ ପଡିବ , ଯେଉଁମାନେ ପ୍ରଥମରୁ ଏହି ଫିଲ୍ଡ ରେ କାମ କରି ଆସିଛନ୍ତି।

ଟକ୍କରର ସାମ୍ମନା କରିବାକୁ ପଡିବ:

ଜିଡି ପାଓ୍ବାରଙ୍କର କହିବା ଏହା କି ଆମେରିକାରେ ଅନଲାଇନ ମେଡିସନ ଡେଲିଭରିର ଅର୍ଡର କମ ଆସୁଛି। ଏମିତିରେ ଆମାଜନ ଫାର୍ମାସୀକୁ ଟକ୍କରର ସାମ୍ମନା କରିବାକୁ ପଡିବ। ଜିଡି ପାଓ୍ବାର କହିଛନ୍ତି କି ଏହି ସମୟେରେ ଆମେରିକାରେ କୋରୋନା ଭାଇରସ ମହାମାରୀ ପାଇଁ ଅନଲାଇନ ମଡିସନ କିଣାର ଚାଲଣ ବଢିଛି। ଆମାଜନ ନିଜର ପ୍ରାଇମ ମେମ୍ବର୍ସ ବହୁତ ଡିସକାଉଣ୍ଟ ଦେବ। ଏଥିରେ କମ୍ପାନୀ ଆମେରିକାରେ ଅନ୍ୟ କମ୍ପାନୀ ସହ ସାମ୍ମନା କରିପାରିବ ଓ ମେଡିସନର ହୋମ ଡେଲିଭରିରେ ନିଜକୁ ଆଗକୁ ନେଇ ପାରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *