WHO ଚିଫ ଙ୍କର ଚେତାବନୀ ଏହା କି ଭ୍ୟାକସିନ ଆସିବା ପରେ ଭାଇରସ ଆପେ ବନ୍ଦ ହୋଇଗଲା ବୋଲି ଭାବିବେ ନାହିଁ । ଏ ପର୍ଯ୍ୟନ୍ତ କୋରୋନା ଭାଇରସ ସଂକ୍ରମଣ କାରଣ ରୁ ଦୁନିଆରେ ୧୩ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁ କରି ସାରିଲେଣି ଏବଂ ଲଗାତାର ନୂଆ କେସ ସାମ୍ମନା କୁ ଆସୁଛି।
ଜେନେବା: କୋରୋନା ଭାଇରସ ମାହାମାରୀ ରେ ସାରା ବିଶ୍ବ ଆଘାତ ଓ ଦୁନିଆ ରେ ଏହି ରୋଗ ରେ ଲକ୍ଷ ଲକ୍ଷ ମୃତ୍ୟୁ କରି ସାରିଲେଣି। ସାରା ବିଶ୍ବ ର ବୈଜ୍ଞାନିକ ଭ୍ୟାକସିନି ତିଆରି କରିବାରେ ଲାଗିଛି ଏବଂ ଆଶା ଅଛି କି ଭ୍ୟାକସିନ ଆସିବା ପରେ ଲୋକମାନଙ୍କ ଜୀବନ ବଞ୍ଚି ପାରିବ। ବର୍ତ୍ତମାନ WHO ଏପରି ଏକ କଥା କହିଛି କି ଲୋକମାନଙ୍କର ଏହି ଆଶା କୁ ଟିକେ କମ କରିପାରିବେ।
ଭ୍ୟାକସିନ କେବଳ ନିଜ ବଳରେ ମହାମାରୀ ରୋକି ପାରିବ ନାହିଁ – WHO :
WHOର ପ୍ରମୁଖ ଟେଡ୍ରୋସ ଅଧାନୋମ ଘୋବ୍ରିୟୋସିସ ଚେତାବନୀ ଦେଇଛନ୍ତି କି କୋରୋନା ମହାମାରୀର ଭ୍ୟାକସିନ ଆସିବା ପରେ ବି ସେମାନେ ଏହାର ସଂକ୍ରମଣକୁ ସମ୍ପୁର୍ଣ୍ଣ ଭାବେ ରୋକି ପାରିବେ ନାହିଁ। ଟେଡ୍ରୋସ ସୋମବାରକୁ କହିଛନ୍ତି କି ଭ୍ୟାକସିନ ଆସିବା ପରେ ସେ ଆମ ପାଖରେ ଥିବା ଅନ୍ୟ ମାଧ୍ୟମକୁ ତ ମଜବୁତ କରିବ କିନ୍ତୁ ତାଙ୍କୁ ରିପ୍ଲେସ କରିପାରିବ ନାହିଁ। WHOର ଡାଇରେକ୍ଟର ଜର୍ନଲ ସଫା ସଫା କହିଛନ୍ତି କି କୋରୋନା ଭ୍ୟାକସିନ କେବଳ ନିଜ ବଳରେ ଏହି ମହାମାରୀକୁ ରୋକି ପାରିବ ନାହିଁ।
ପୁଣି ରେର୍କଡ ଅଧିକରେ ପହଁଚିଲା କୋରୋନାର ମାମଲା:
WHOଙ୍କ ଅନୁସାରେ UNHA ରେ କୋରୋନା ଭାଇରସ ୬,୬୦,୯୦୫ ସଂକ୍ରମଣ ମାମଲା ର ରିର୍ପୋଟ ହୋଇଛି। ଯାହା ଏକ ନୂଆ ସ୍ତର ରେ ପହଁଚିଛି। ଶୁକ୍ରବାର କୁ ୬,୫୪,୪୧୦ କୋରୋନା ଭାଇରସ ର ନୂଆ ମାମଲା ଆସିଲା ଓ ସେମାନେ ନଭେମ୍ବର ୭ କୁ ୬,୧୪,୦୧୩ କେସ ରେର୍କଡ ,ହାଇଲେବୁଲ ପଛରେ ଛାଡିଦେଇଛି।
ଆରମ୍ଭ ସମୟରେ ଏମାନଙ୍କୁ ମିଳିବ ଭ୍ୟାକସିନ:
ଟ୍ରେଡୋସ ଏହା ମଧ୍ୟ କହିଛନ୍ତି ଭ୍ୟାକସିନ ଆସିବା ଆରମ୍ଭ ଦିନ ରୁ ଏହାର ସପ୍ଲାଏ ଉପରେ ନିୟତ୍ରଣ ରଖାଯିବ ଓ ହେଲ୍ଥ ଓ୍ବାର୍କର୍ସ ବୁଢା ଲୋକ ଏବଂ ଅନ୍ୟ ସେହି ଲୋକ ହାଇ ରିକ୍ସ କାଟାଗୋରି ରେ ଆସନ୍ତି । ତାଙ୍କୁ ଭ୍ୟାକସିନ ପହଁଚେଇ ବାର ପ୍ରଥମିକତି ରହିବ। ଏହା ପରେ ଆଶା ଅଛି କି ମୃତ୍ୟୁ ସଂଖ୍ୟା କମ ହେବ ଏବଂ ହେଲ୍ଥ ସିସ୍ଟମ କୁ ସୁଦୃଢ କରିବାରେ ସାହାର୍ଯ୍ୟ ହେବ।
ଭ୍ୟାକସିନ ଆସିବା ପରେ ମଧ୍ୟ ରହିବାକୁ ହେବ ସତର୍କ -WHO :
ଏହା ସହିତ ସେ ଚେତାବନୀ ଦେଇଛନ୍ତି କି ଏହା ପରେ ମଧ୍ୟ କୋରୋନା ଭାଇରସ ବଢିବାରର ବହୁତ ଅନୁକୂଳ ମାହୋଲ ମିଳିବ। ସର୍ବିଲାନ୍ସକୁ ଜାରି ରଖିବାକୁ ପଡିବ, ଲୋକ ମାନଙ୍କୁ ଲଗାତାର ଟେଷ୍ଟ କରିବାକୁ ପଡିବ। ତାଙ୍କୁ ଆଈସୋଲେଶନ ଏବଂ ଦେଖାଶୁଣାର ଆବଶ୍ୟକତା ରହିବ। ଯୋଗାଯୋଗ ଅନୁସନ୍ଧାନର ଆବଶ୍ୟକତା ମଧ୍ୟ ପୂର୍ବପରି ରହିବ । ଇଣ୍ଡିଭିଜୁଆଲ ଲେବର ଉପରେ ଲୋକମାନଙ୍କର ଦେଖାଶୁଣାର ଆବଶ୍ୟକତା ଆଗ ପରି କରିବାକୁ ପଡିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।