ଏମପି ଜାଝୁଆ ର କଲ୍ୟାଣପୁରା ରେ ଏକ ଥାନାଦାର ମଝି ରାସ୍ତା ଉପରେ ଫିଲ୍ମ ଶୋଲେ ର ଅଭିନିତ’ ଗବ୍ବର ‘ ରୋଲ ରେ ଦେଖିବାକୁ ମିଳିଥିଲା। ଏହି ଥାନାଦାର ରାସ୍ତା ମଝିରେ ଶୋଲେ ରୋଲ ର ଗବ୍ବର ଡାଇଲଗ ମାରିବା ର ନଜର ଆସିଛି। ସମାଚାର ଏଜେ୍ନସି ଏଏନଆଈ ରେ ଜଡିତ ଏକ ଭିଡିଓ ଯାରୀ କରିଛନ୍ତି। ରାସ୍ତା ମଝିରେ ଥାନାଦାର ଙ୍କର ଗବ୍ବର ବାଲା ଅନ୍ଦାଜ।
‘ଚୁପ ହୋ ଯା ନହିଁ ତୋ ଡାଙ୍ଗି ଆ ଯାଏଗା ‘।
ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ।
#WATCH | MP: KL Dangi, in-charge of Kalyanpura police station in Jhabua, says, "Kalyanpura se 50-50 km ki duri par jab bachcha rotaa hai to maa kehti hai chup ho ja beta nahi to Dangi aa jayega".
"A show-cause notice has been issued to him," says Jhabua ASP Anand Singh. (15.11) pic.twitter.com/FCEN0EKm8D
— ANI (@ANI) November 15, 2020
ଏମପି ଜାଝୁଆର କଲ୍ୟାଣପୁରାରେ ଏକ ଥାନାଦାର ମଝି ରାସ୍ତା ଉପରେ ଫିଲ୍ମ ଶୋଲେ ର ଅଭିନିତ’ ଗବ୍ବର ‘ ରୋଲ ରେ ଦେଖିବାକୁ ମିଳିଥିଲା। ଏହି ଥାନାଦାର ରାସ୍ତା ମଝିରେ ଶୋଲେ ରୋଲ ର ଗବ୍ବର ଡାଇଲଗ ମାରିବା ର ନଜର ଆସିଛି। ସମାଚାର ଏଜେ୍ନସି ଏଏନଆଈ ରେ ଜଡିତ ଏକ ଭିଡିଓ ଯାରୀ କରିଛନ୍ତି।
ଏହି ବିଡିଓ ରେ କଲ୍ୟାଣପୁର ଥାନା ଇନଚାର୍ଜ ର ଏଲ ଡାଙ୍ଗୀ କହିବା ନଜର ଆସିଛନ୍ତି ” କଲ୍ୟାଣପୁର ରୁ ୫୦- ୫୦ କିଲୋମିଟର ର ଦୂର ରେ ଯେତେବେଳେ ପିଲା କାନ୍ଦେ ତେବେ ମା କହେ ଚୁପ ହୋଇଯା ନା ତ ଡାଙ୍ଗି ଆସିଯିବ।
ଥାନା ପ୍ରଭାରୀର ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଥାନା ପ୍ରଭାରୀଙ୍କ ସମସ୍ୟା ବଢିଗଲା।
ଏହି ଘଟଣା ମଧ୍ୟ୍ୟପ୍ରଦେଶ ର ଆଦିବାସୀ ବହୁତ ଇଲାକା ଝାବୁଆ ଙ୍କର ଅଟେ। ଏଠାର କଲ୍ୟାଣପୁର ପୋଲିସ ସ୍ଟେସନ ର ଇନର୍ଚାଜ କେଏଲ ଡାଙ୍ଗି ଅଟନ୍ତି। ଏହି ଭାଇରାଲ ଭିଡିଓ ରେ କେଏଲ ଡାଙ୍ଗି ନିଜର ଗାଡି ମଝି ରାସ୍ତା ରେ ରଖି କହୁଥିଲେ ୫୦ ୫୦ କିମି ପର୍ଯ୍ୟନ୍ତ ଯେତେବେଳେ ପିଲା କାନ୍ଦିଥାଏ ତେବେ ମା କହିଥାଏ କି ପୁଅ ଚୁପ ହୋଇଯା ନହେଲେ ଡାଙ୍ଗି ଆସିବ। ଏହି ସମୟ ରେ କିଛି ପୋଲିସ ଜବାନ ରାସ୍ତା ରେ ଛିଡା ହୋଇଥିଲେ।
ଡାଙ୍ଗି ଯେତେବେଳେ ଲାଉଡସ୍ପିକର ରେ ଡାଇଲଗ ମାରୁଥିଲେ ସେତେବେଳେ କିଏ ଜଣେ ତାଙ୍କ ଭିଡିଓ ବନେଇ ଦେଇଛି। ବର୍ତ୍ତମାନ କିଏଲ ଡାଙ୍ଗି ଙ୍କର ଏହି ଭିଡିଓ ପାଇଁ ଜିଲା ଅଧିକାରୀ ଖୁସି ନାହାଁନ୍ତି। ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଡାଙ୍ଗି ଙ୍କର ସମସ୍ୟା ବଢି ଯାଇଛି। ଝାବୁଆ ଙ୍କ ଏଏସପି ଆନନ୍ଦ ସିଂହ କହିଛନ୍ତି କି ଭିଡିଓ ସାମ୍ମନା କୁ ଆସିବା ପରେ ଡାଙ୍ଗି ଙ୍କୁ ନୋଟିସ୍ କରା ଯାଇଛି କି ଏମିତି କରିବାର କାରଣ କ’ଣ।