ଓ୍ବେଟ ଲସ ଠାରୁ ଇମ୍ୟୁନିଟି ସକ୍ତ କରିବା ପର୍ଯ୍ୟନ୍ତ, ରାମବାଣ ଠାରୁ କମ ନୁହେଁ ରସୁଣ, ଯାଣନ୍ତୁ ଡାଇଟରେ ସାମିଲ କରିବାର ଉପାୟ

ବର୍ତ୍ତମାନ ଲୋକ ନିଜର ଶରୀର କୁ ନେଇ ବହୁତ ସଜଗ ହୋଇ ଗଲେଣି। ଶରୀର ରେ ଇମ୍ୟୁନିଟି ର କମ ଯୋଗୁଁ ଲୋକ କେତେ ପ୍ରକାର ରୋଗ ରେ ପଡୁଛନ୍ତି। ସେଇଠି ପୁଣି ଲୋକଙ୍କର ଅଧିକ ଓଜନ ପାଇଁ ମଧ୍ୟ ତାଙ୍କର ଶରୀର ଅସୁସ୍ଥ ହୋଇଥାଏ । ଶୀତ ଦିନ ରେ ଲୋକମାନଙ୍କୁ ଥଣ୍ଡା, ଜ୍ବର ଆଦି ସମସ୍ୟା ଚିନ୍ତିତ କରି ଦେଇଥାଏ।

ଯେଉଁ ଲୋକମାନଙ୍କ ଶରୀର ରେ ରୋଗ ପତ୍ରିଶୋଧକ ଶକ୍ତି କମ ଥାଏ ତାଙ୍କୁ ବହୁତ ଜଲଦି ସଂର୍କମଣ ହୋଇଥାଏ। ଶୀତ ଦିନେ ଲୋକମାନଙ୍କ ଖାଇବା ବଢିଯାଇଥାଏ ଏହା ସହିତ ତେଲ ଜାତୀୟ ଖାଦ୍ୟ ର ମଧ୍ୟ ମୂଲ୍ୟ ବଢିଯାଇଥାଏ। ଏଥିପାଇଁ ମୋଟା ହୋଇଥାନ୍ତି। ଏମିତି ରେ ଡାଇଟ ରେ ରସୁଣ ସାମିଲ କରିବା ଦ୍ବାରା ତାଙ୍କୁ ଫାଇଦା ହେବ। ଏହା କେବଳ ଓଜନ କମ କରେ ନାହିଁ ବଂର ଇମ୍ୟୁନିଟି ମଧ୍ୟ ବଢାଇଥାଏ।

ଓଜନ ହ୍ରାସରେ ପ୍ରଭାବ:

google

ପ୍ରତ୍ୟକ ଦିନ ସକାଳେ ରସୁଣ ଖାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହା ମେଟାବାଲିଜ୍ମ କୁ ସକ୍ତ କରିଥାଏ ଯେଉଁଥିରେ ଓଜନ କମ କରିବା ସହଜ ହୋଇଥାଏ। ର୍ଦୁବଳ ମେଟାବାଲିଜ୍ମ ଥିବା ଲୋକମାନେ ନିଜର ଓଜନ କମେଇବା ରେ ବହୁତ କଷ୍ଟ କରିବାକୁ ପଡିଥାଏ। ଏହା ବ୍ୟତିତ ଶରୀର ରେ ବିଷୈଲେ ପଦାର୍ଥ କୁ ବାହାରକୁ ଆଣିବା ପାଇଁ ରସୁଣ ଖାଇବା ବହୁତ ଫାଇଦା ଦେଇଥାଏ।

ମଜବୁତ ହେବ ଇମ୍ୟୁନିଟି:

ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିଇମ୍ଫେମେଟ୍ରି ପରି କେତେକ ପୋଷକ ତତ୍ବ ରେ ଭର ପୁର ରସୁଣ ରୋଗ ପ୍ରତିରୋଧକ କ୍ଷମତା ବହୁତ ମଜବୁତ କରିବାରେ ସାହାର୍ଯ୍ୟ କରିଥାଏ।ଶରୀରକୁ କେତେକ ସଂର୍କମଣ ଠାରୁ ଦୂରେଇ ରଖିଥାଏ। ଏଥିରେ ଆଣ୍ଟିସେପ୍ଟିକ ଗୁଣ ମଧ୍ୟ ରହିଥାଏ ଯିଏ ଶରୀରରେ ଥିବା ଆଣ୍ଟିଭାଇରସ ଏବଂ ବ୍ୟାକଟେରିଆ କୁ ନଷ୍ଟ କରି ଦେଇଥାଏ।

କେମିତି କରିବେ ସେବନ:

google

ସକାଳୁ ଉଠି ସର୍ବ ପ୍ରଥମେ ଦୁଇଟି ରସୁଣ ପାଖୁଡା ନେଇ ଛେଚି କରି ଖାଅନ୍ତୁ। ଖାଇବା ପରେ ତୁରନ୍ତ ପାଣି ଗ୍ଲାସେ ପିଅନ୍ତୁ।

ଏହି କଥାର ରଖନ୍ତୁ ଧ୍ୟାନ:

ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ଅନୁସାରେ ଖାଲି ପେଟ ରେ ଦୁଇ ରୁ ଅଧିକ ପାଖୁଡା ରସୁଣ ଖାଇବା ଉଚିତ୍ ନୁହେଁ। ଏହା ସହିତ ଯଦି ଏହାକୁ ଖାଇବା ଦ୍ବାରା ଆପଣଙ୍କ ମୁଣ୍ଡ ବୁଲେଇଲା କିମ୍ବା ବାନ୍ତି ଲାଗିଲା ତେବେ ଆପଣ ଏହାକୁ ସକାଳେ ଖାଅନ୍ତୁ ନାହିଁ। ଏହା ସହିତ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା , ଡାଇବେଟିସ , ଲୋ ବ୍ଲଡ ପ୍ରେସର ଏବଂ ଘର ର ଛୋଟ ପିଲା ଏହା ଠାରୁ ଦୂରେଇ ରହିବା ଆବଶ୍ୟକ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *