ଦୁଇ ବର୍ଷ ପର୍ଯ୍ୟନ୍ତ ଖତରନାକ ଡ୍ରଗସ ନେଉଥିଲେ ଏହି ଯୁବତୀ, ହୋଇଗଲା ଏମିତି ପରିସ୍ଥିତି ପୁଣି ୪ ମାସ ପରେ ବଦଳିଲା ଲାଇଫି

ଥରେ ଯଦି କାହାକୁ ଡ୍ରଗସ ର ଅଭ୍ୟାସ ହୋଇଯାଏ ତେବେ ତାହାକୁ ଛାଡିବା ବହୁତ କଷ୍ଟକର ହୋଇଯାଏ। କିନ୍ତୁ ଏହା ଅସମ୍ଭମ ନୁହେଁ। ଏମିତି ହିଁ କିଛି କମାଲ କରି ଦେଖେଇଛି ସ୍କଟଲ୍ୟାଣ୍ଡ ର ଜଣେ ମହିଳା। ଦୁଇ ବର୍ଷ ପର୍ଯ୍ୟନ୍ତ କୋକିନ ପରି ଡ୍ରଗସ ନେଉଥିବା ଏହି ମହିଳା ଏବେ ସମ୍ପୁର୍ଣ୍ଣ ଭାବରେ ଠିକ ଅଛନ୍ତି। ସେ ନିଜର ଷ୍ଟୋରି ଫେସବୁକ ରେ ସେୟାର କରିଛନ୍ତି।

ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା କେସ ରେ ଏ ପର୍ଯ୍ୟନ୍ତ ମଧ୍ୟ ଡ୍ରଗସ ର ଜାଞ୍ଚ ଚାଲିଛି। କୁହାଯାଏ କି ଯିଏ ଥରେ ଡ୍ରଗସ ନେବା ଆରମ୍ଭ କରିଦିଏ ତା କବଳ ରୁ ବାହାରିବା ମୁସକିଲ ହୋଇଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏ ଡ୍ରଗସ ନେବା ପରେ ମଧ୍ୟ ତାର ଅଭ୍ୟାସ ଛାଡି ଦେଇଛନ୍ତି। ଏମିତି ହିଁ ଗୋଟେ ମହିଳା ସ୍କଟଲ୍ୟାଣ୍ଡ ର ଫୋଚୈବର୍ସ ର ରହୁଥିବା ୨୭ ବର୍ଷିୟ ଡେମି ନିକୋଲ ଡନଲପ ଅଟନ୍ତି। ଡେମି ୨ ବର୍ଷ ହେବ ବିଭିନ୍ନ ପ୍ରକାର ର ଡ୍ରଗସ ସେବନ କରୁଥିଲେ। ଯେଉଁଥିରେ ହିରୋଇନ ଏବଂ କୋକିନ ଭଳି ନିଶା ପଦାର୍ଥ ସାମିଲ ଅଛି।

DeMi-Nicole

ଏହା ପାଇଁ ତାଙ୍କ ଜୀବନ ବହୁତ ଖରାପ ହୋଇ ଯାଇଥିଲା। ଏତିକି ହିଁ ନୁହେଁ ତାଙ୍କ ମୁହଁ ରେ ଦାଗ ଏବଂ ଦେହ ର ହାଡ ରେ ମଧ୍ୟ ପ୍ରୋବଲେମ ଦେଖିବାକୁ ମିଳିଲା। ଏହାର ଫଟୋ ଡେମି ଉଠାଇ ରଖୁଥିଲେ। ଯେତେବେଳେ ସେ ଜାଣିଲେ ଡ୍ରଗସ ସେବନ ପାଇଁ ତାଙ୍କର ଏପରି କ୍ଷତି ହେଉଛି ସେତେବେଳେ ସେ ନିଜର ଚିକିତ୍ସା ଆରମ୍ଭ କରି ଦେଇଥିଲେ। ଚିକିତ୍ସା ର ଚାରି ମାସ ପରେ ଡେମି ଙ୍କ ଲାଇଫ ବଦଳି ଯାଇଥିଲା। ତାଙ୍କର ଦେହ ର ଅବସ୍ଥା ରେ ପରିର୍ବତ୍ତନ ଏବଂ ମୁହଁ ଆଗ ପରି ଗ୍ଲୋ କରିବାକୁ ଲାଗିଲା।

ଫେସବୁକ ରେ ସେୟାର କଲେ ନିଜର କାହାଣୀ।

ଡ୍ରଗସ ର କବଳ ରୁ ବାହାରି ଥିବା ଡେମି ନିଜର ଟ୍ରାସଫାର୍ମେଶନ ର ଫଟୋ ଏବଂ ଷ୍ଟୋରି ଫେସବୁକ ରେ ସେୟାର କରିଛନ୍ତି। ଏହାର ଏହି ଉଦ୍ଦେଶ୍ୟ କି ଯଦି ଆପଣ ଡ୍ରଗସ ନେଉଛନ୍ତି ତେବେ ଆପଣ ୟା ଠାରୁ ମୁକ୍ତ ହୋଇ ପାରିବେ। ଡେମି ଙ୍କ କହିବା ଅନୁସାରେ ତାଙ୍କୁ ଏହାକୁ ଅନୁଭବ କରିବାକୁ ବହୁତ ସମୟ ଲାଗିଥିଲା କି ସେ ଡ୍ରଗସ କୁ ଛାଡି ପାରିବେ କିନ୍ତୁ ଏହା ମତେ ବହୁତ ଡେରି ରେ ଜଣା ପଡିଲା। ମୁଁ ବର୍ତ୍ତମାନ କୋନିନ ଏବଂ ହିରୋଇନ କବଳ ରୁ ପୁରା ମୁକ୍ତ ହୋଇଯାଇଛି। ଦୁଇ ବର୍ଷ ପର୍ଯ୍ୟନ୍ତ ଲଗାତାର ଡ୍ରଗସ ନେବା କାରଣ ପରେ କେବଳ ଚାରି ମାସ ରେ ସବୁ କିଛି ସମ୍ବବ ହୋଇଗଲା।

ଫେସବୁକ ରେ ଡେମି ଙ୍କର ୩୫୦୦ ଫ୍ରେଣ୍ଡସ ଏବଂ ଫର୍ଲୋସ ଅଛନ୍ତି। ନିଜର ପୋଷ୍ଟରେ ଫେସବୁକ ଫ୍ରଣ୍ଟସ୍ ଙ୍କୁ ଜଣେଇବା ଉଦ୍ଦେଶ୍ୟ ରେ ଲେଖିଲେ ଆପଣ ମାନଙ୍କ ସପୋଟ ପାଇଁ ଆଜି ମୁଁ ଠିକ ହୋଇପାରିଛି। ଏହା ପାଇଁ ମୁଁ ସବୁଦିନ ପାଇଁ ଋଣି ରହିବି। ମୁଁ ଏଥିପାଇଁ ମୋ ପୂର୍ବ ଏବଂ ପର ଫଟୋ ଫେସବୁକ ରେ ସେୟାର କରିଛି କି ଡ୍ରଗସ କେତେ ଖତରନାକ ଅଟେ। ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତେବେ ଆପଣ ଡରନ୍ତୁ ନାହିଁ କାରଣ ଏଥିରୁ ଆପଣ ବାହାରି ମଧ୍ୟ ପାରିବେ। ମୋ ଉପରେ ବିଶ୍ବାସ କରନ୍ତୁ ଏହା ସମ୍ଭବ ଅଟେ। ଆପଣ ଏହି ନିଶା ରୁ ବାହାରକୁ ଆସି ପାରିବେ।

ଡେମି ନିଜର ଆଗ ପୋଷ୍ଟ ରେ ଲେଖିଛନ୍ତି କି ହୋଇପାରେ ଆପଣ ଏହା ଭାବି ଡରୁ ଥିବେ କି ଲୋକମାନେ କ’ଣ କହିବେ। ମୁଁ ମଧ୍ୟ ଡରୁ ଥିଲି , କିନ୍ତୁ ଯେତେବେଳେ ମୁଁ ନିଜର ଏକ୍ସପେରିଏନ୍ସ ଲୋକମାନଙ୍କ ଆଗରେ ସେୟାର କଲି ଲୋକମାନେ ମତେ ତା ପରେ ବହୁତ ସର୍ପୋଟ କଲେ। ଏବେବି ଡେମି ଙ୍କର ଚିକିତ୍ସା ହସ୍ପିଟାଲ ରେ ହେଉଛି। ସେ କହିଛନ୍ତି କି ଯେତେବେଳେ ମୁଁ ମୋର ପୂର୍ବ ଏବଂ ପର ଫଟୋ ସେୟାର କଲି ସେତେବେଳେ ଲୋକମାନେ ମତେ ସର୍ପୋଟିଭ କମେଣ୍ଟ କରିଥିଲେ। ଜଣେ କମେଣ୍ଟ କଲେ କି ଆପଣ ବହୁତ ସୁନ୍ଦର ଲାଗୁଛନ୍ତି। ଆଉ ଜଣେ କହିଲେ ତୁମେ ବହୁତ ଭଲ ଲାଗୁଛ। ତୃତୀୟ ଜଣ କମେଣ୍ଟ ରେ କହିଲେ ମୁଁ ଆପଣଙ୍କୁ ପ୍ରଥମ ରୁ ଦେଖି ଆସୁଛି। ଆପଣ ବହୁତ ସୁନ୍ଦର ଏବଂ ପ୍ରେରଣାଦାୟକ ମହିଳା ଅଟନ୍ତି। ସେତେବେଳେ ଆଉ ଜଣେ କହିଲେ କି ବହୁତ ଅଶାବାଦୀ ଅଟନ୍ତି। ସବୁବେଳେ ଏମିତି ହସୁ ଥାନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *