ସୁଗାର ଆପଣଙ୍କର ୩୮୦ ହେଉ ବା ୪୮୦ ଯେତେବି ପୁରୁଣା ହେଇଥାଉ ନାଁ କାହିଁକି ଏହି କାଢା ତିଆରି କରି କେବଳ ଯଦି ୭ ଦିନ ପିଅନ୍ତି ତେବେ ସୁଗାର ୭ ଦିନରେ କଟ୍ରୋଲକୁ ଆସିଯିବ ବା ଶେଷ ହୋଇଯିବ। ବନ୍ଧୁଗଣ ଡାଇବେଟିସ ବା ମଧୁମେହ ଏହା ଗୋଟେ ଗମ୍ଭୀର ରୋଗ ହୋଇଚାଲିଛି। ଡାଇବେଟିସ ଆପଣଙ୍କ ଶରୀରକୁ ଧୀରେ ଧୀରେ ଭିତରେ ଫମ୍ପା କରିଦିଏ। ଧୀର ମୃତ୍ୟୁ ମଧ୍ୟ ଏହାକୁ କୁହାଯାଏ। ଭାରତରେ ପ୍ରାୟତଃ ୭ କୋଟି ଲୋକ ଡାଇବେଟିସ ରୋଗରେ ପୀଡିତ।
ଡାଇବେଟିସ ହେବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଜନ୍ମ ହୋଇଥାଏ। ଏମିତି ବ୍ଲଡ଼ ପ୍ରେସର, ଆଖି ପ୍ରବ୍ଲେମ,କେଶ ଝଡ଼ିବା, ସ୍କିନ ଖରାପ ହେବା, କିଡ୍ନୀ ଠିକ ଭାବେ କାମ ନକରିବା। ଡାଇବେଟିସ କାରଣରୁ ଲୋକ ଏମିତି ଜୀବନ ବଞ୍ଚିବାକୁ ଲାଗନ୍ତି ନାଁ ଯେଉଁଥିରେ ସ୍ୱାଦ ଥାଏ ନାଁ ସ୍ୱାସ୍ଥ୍ୟ ଠିକ ରୁହେ। ବନ୍ଧୁଗଣ ଏମିତି ବିଲକୁଲ ବି ନୁହେଁ ଯେ ଥରେ ଯଦି ଆପଣଙ୍କୁ ସୁଗାର ରୋଗ ହୋଇଛି ତ ପୁରା ଜୀବନ ଆପଣଙ୍କୁ ଇନ୍ସୁଲୀନ ନେବାକୁ ପଡିବ ବା ଆପଣ ଏହାକୁ କଣ୍ଟ୍ରୋଲ କରିପାରିବେ ନାହିଁ। ଆପଣଙ୍କ ଲାଇଫ ଷ୍ଟାଇଲ ଏବଂ ଖାଦ୍ୟର ପରିବର୍ତ୍ତନ ଦ୍ୱାରା ଆପଣ ଡାଇବେଟିସର କୁପରିଣାମରୁ ବଞ୍ଚିକି ରହିବେ।
ଯେବେ ଆପଣଙ୍କ ଶରୀରର ଗ୍ଲୁକୋଜ ମାତ୍ରା ବଢିଯାଏ ତେବେ ଡାକ୍ତରଙ୍କ ଭାଷାରେ ତାହାକୁ ଡାଇବେଟିସ କୁହାଯାଏ। ମୋଟାପଣ, କମ ପାଣି ପିଇବା, ବ୍ୟାୟାମ ନକରିବା, ଅନିଦ୍ରା ହେବା ବା ଆପଣ ଯଦି ଚିନ୍ତାରେ ରହୁଅଛନ୍ତି ତେବେ ଆପଣଙ୍କୁ ଡାଇବେଟିସ ହୋଇପାରେ। ତେବେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କାଢା ନେଇ ଆସିଛୁ ଯାହା ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲରେ ରଖିବା ସହିତ ନର୍ମାଲ ମଧ୍ୟ ରଖିଥାଏ।
ଏହି କାଢା ତିଆରି କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନିଅନ୍ତୁ। ଏଥିରେ ଆପଣ ଏକ ଚାମଚ ମେଥି ମିଶାନ୍ତୁ, ମେଥିରୁ ଦୁଇ ପ୍ରକାରର ଫାଇବର ମିଳିଥାଏ। ସାଥିରେ ମେଥି ଦାନା ଇନସୁଲିନର ସେଂସେଟିଭକୁ ବଢ଼ାଇ ଥାଏ। ପେନ କ୍ରିଏଜର ଫାଙ୍କସନକୁ ସୁଧାରି ଥାଏ। ଏକ ଚାମଚ ମେଥି ଦାନା ଆପଣ ଏଥିରେ ମିଶାନ୍ତୁ, ଏହା ପରେ କରି ପତ୍ର ବା ଭୃସଙ୍ଗ ପତ୍ର ମିଶାନ୍ତୁ।
ଭୃସଙ୍ଗ ପତ୍ର ବା କରି ପତ୍ର ଆପଣଙ୍କ ଶରୀରର ଇନ୍ସୁଲୀନର ସେଂସେଟିଭକୁ ବଢ଼ାଇ ଥାଏ। ଯାହା ଦ୍ୱାରା ଆପଣଙ୍କ ବ୍ଲଡ଼ସୁଗାର ଲେବୁଲ ନର୍ମାଲ ରଖିଥାଏ। ୧୫ ରୁ ୨୦ ଟି ପତ୍ର ଆପଣ ଏହି ପାଣିରେ ମିଶାନ୍ତୁ। ଏହା ପରେ ଆପଣ ଏଥିରେ ଅଦା ମିଶାନ୍ତୁ। ଅଦା ଆପଣଙ୍କର ମେଟାବୁଲ କ୍ରାଏଟକୁ ଉଚ୍ଚ କରିଥାଏ। ବ୍ଲଡ଼ସୁଗାର ମାତ୍ରାକୁ ଏହା କମ କରିବାର କାମ କରିଥାଏ। ସାଥିରେ ଏହା ଏକ ନେଚୁରାଲ ପେନ କିଲରର କାମ କରିଥାଏ। ଡାଇବେଟିସ କାରଣରୁ ଯଦି ଆପଣଙ୍କ ମାଂସପେଶୀ ଯନ୍ତ୍ରଣା ହେଉଥାଏ ତେବେ ଏହା ଏଥିପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏକ ଇଞ୍ଚର ଅଦା ନେଇ ତାହାକୁ ଚେଞ୍ଚି ଆପଣ ଏଥିରେ ଏହାକୁ ମିଶାନ୍ତୁ।
ଏହା ପରେ ନେବା ଡାଲଚିନି ପାଉଡର । ଏହା ଆପଣ ଅଳ୍ପ ମାତ୍ରାରେ ନିଅନ୍ତୁ। ଆୟୁର୍ବେଦରେ ଡାଲଚିନି ପାଉଡର ଡାଇବେଟିସ ସମସ୍ୟାକୁ ଦୂର କରିବା ପାଇଁ ଏକ ରାମବାଣ ସଦୃଶ ଉପଚାର ଅଟେ। ଏହି ପାଣିକୁ ଆପଣ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ଅଧା ନ ହୋଇ ଯିବ। ୫ ରୁ ୬ ମିନିଟ ଭିତରେ ଏହା ପ୍ରସ୍ତୁତ ହୋଇଯିବ। ୫ ରୁ ୬ ମିନିଟ ପରେ ଗ୍ୟାସ ବନ୍ଦ କରି ପାଣିକୁ ହାଲକା ଉଷୁମ ହେବା ପାଇଁ ଦିଅନ୍ତୁ। ତାପରେ ଏହି ପାଣିକୁ ଛାଣି ନିଅନ୍ତୁ। ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ। ଏହାର ଅଧଘଣ୍ଟା ପରେ ଆପଣ ଜଳଖିଆ ଖାଆନ୍ତୁ। ଏଥିରେ ଚିନି,ମହୁ, କିମ୍ବା ଗୁଡ଼ ମିଶାନ୍ତୁ ନାହିଁ। ଏହି ଦେଶୀ କାଢା ସୁଗାର ବା ଡାଇବେଟିସ ପାଇଁ ବହୁ ପରୀକ୍ଷିତ ଉପଚାର ଅଟେ। ସାଥିରେ ଏହା ଆପଣଙ୍କର ଇମ୍ୟୁନିଟି ବଢାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ।
ଡାଇଜେସନ, ପୋଲିଷ୍ଟଲ , ଷ୍ଟ୍ରେସ, ଏକ୍ସଟ୍ରା ଫେଟ କମ କରିବାରେ ମଧ୍ୟ ଏହା ବହୁତ ଅଧିକ ସହାୟକ ହୋଇଥାଏ। ଏହାର ସେବନ ଦ୍ୱାରା ଆପଣଙ୍କର ଡାଇବେଟିସ ଦୂର ହେବା ସହିତ ଆପଣଙ୍କୁ କୌଣସି ପ୍ରକାରର ରୋଗ ଏତେ ଶୀଘ୍ର ହୋଇନଥାଏ। ୭ ରୁ ୮ ଦିନ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ସୁଗାର ନର୍ମାଲ ହେବାକୁ ଲାଗିବ। ସାଥିରେ ଡାଇବେଟିସକୁ ଦୂର କରିବା ପାଇଁ କିଛି ବ୍ୟାୟାମ ବା ଯୋଗ କରିବା ପାଇଁ ପଡିବ। ଡାଇବେଟିସକୁ ଦୂର କରିବା ପାଇଁ ଯଦି ଚାହୁଁଛନ୍ତି ତେବେ ଏହା ନିହାତି କରନ୍ତୁ। କପାଳ ଭାତି ପ୍ରାଣାୟମ, ଧନୁରାସନ, ପଶ୍ଚିମତ୍ତ୍ୱଆସନ ସୁପ୍ତମଚ୍ଚିୟନ୍ଦ୍ରସନଏହି ଚାରୋଟି ଆସନ ଡାଇବେଟିସ ରୋଗୀ ମାନଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।