ଫୌଜି ସ୍ବାମୀଙ୍କୁ ନଣନ୍ଦର ଅଶିଳ ଫଟୋ ପଠାଉଥିଲେ ପତ୍ନୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମଧ୍ୟ୍ୟପ୍ରଦେଶର ଇନଦୌରରୁ ଏକ ଏପରି ଘଟଣା ସାମ୍ମନା କୁ ଆସିଛି। ଯେଉଁଠି ଏକ ମହିଳା ନିଜର ଫୌଜି ସ୍ବାମୀଙ୍କୁ ବ୍ଲାକମେଲ କରି ଆସୁଛି। ସେ ନିଜ ନଣନ୍ଦର ଅଶିଳ ଫଟୋ ସ୍ବାମୀଙ୍କ ପାଖକୁ ପଠାଉ ଥିଲେ। ଘଟଣାର ଖୁଲାସା ହେବା ପରେ ପୋଲିସ ତାଙ୍କୁ ଗିରଫ କରି ନେଇଛି।

ବାସ୍ତବରେ ଏହି ଘଟଣା ଇଦୌର ମହୂର ଅଟେ। ରାଜ୍ୟ ସାଇବର ସେଲର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର ସିଂହ ମିଡିଆକୁ କହିଛନ୍ତିକି ତାଙ୍କୁ ସେପ୍ଟେମ୍ବର ୯ରେ ତାଙ୍କୁ ଆବେଦନ ମିଳିଥିଲା। ଏଥିରେ କୁହାଯାଇଛି କି ଜଣେ ଫୌଜିଙ୍କର ଭଉଣୀର ଅଶିଳ ଫଟୋ ତାଙ୍କୁ ଫଠା ଯାଉଛି। ଏହି ସବୁ ଫଟୋ ଅଲଗା ଅଲଗା ହ୍ବାଟସପ ନମ୍ବରରୁ ପଠା ଯାଉଛି।

ପୋଲିସ ଜାଞ୍ଚରୁ ଜଣା ପଡିଲାକି ଆରୋପୀ ମହିଳାଙ୍କ ଲୋକେସନ ଜବଲପୁର ଦେଖଉଛି। ଏହା ପରେ ପୋଲିସ ଟିମ ଜବଲପୁରରୁ ସେହି ମହିଳାଙ୍କୁ ଧରିଲା। ମହିଳା ପଚରା ଉଚରାରେ ମାନିଲେ କି ତାଙ୍କ ସ୍ବାମୀ ଆର୍ମିରେ ଅଛନ୍ତି।

ଆରୋପୀ ମହିଳା ଏହା ମଧ୍ୟ କହିଛନ୍ତି କି ସେ ଏହା କ’ଣ ପାଇଁ କରୁଥିଲେ। ତାଙ୍କର କହିବା କଥା କି ସେ ଦୁଇ ଜଣଙ୍କର ତଲାଖ କେସ କୁଟୁମ୍ବ ନ୍ୟାୟାଳୟ ରେ ଚାଲୁଛି। ସେ ସ୍ବାମୀଙ୍କ ଠାରୁ ରାଜିନାମା ଚାହୁଁଛନ୍ତି। ଏଥିପାଇଁ ସେ ନିଜର ନଣଦର ଅଶିଳ ଫଟୋ ଅଲଗା ଅଲଗା ନମ୍ବରରୁୁ ପଠାଉ ଥିଲେ। ପୋଲିସ ଜାଞ୍ଚରୁ ଏହା ଜଣା ପଡିଛିକି ମହିଳାଙ୍କର ଭାଈଙ୍କ ବିରୋଧରେ ୨୦୧୯ ରେ ରାଜ୍ୟ ସାଇବର ସେଲରେ ଗୋଟିଏ କେସ ଜମା ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣା ର ଜାଞ୍ଚରେ ଲାଗିପଡିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *