ଏହି ଘଟଣା ବୁଲେନ୍ଦସହରର ସୁକେନ୍ଦରାବାଦର ଅଟେ। ଯେଉଁଠି ଗୁରୁବାର କୁ ଜଣେ ଯୁବକ ର ହତ୍ୟା କରାଯାଇଛି। ମୃତକଙ୍କର ପରିବାର ଲୋକ ଆରୋପୀ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।
ଉତ୍ତରପ୍ରଦେଶର ବୁଲେନ୍ଦସହର ଜିଲ୍ଲାରେ ପ୍ରେମ ପ୍ରସଙ୍ଗକୁ ନେଇ ଆତ୍ମହତ୍ୟା ଏବଂ ହତ୍ୟା ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ଜଣେ ଭାଈ ନିଜର ଭଉଣୀର ପ୍ରେମରେ ବାଧା ଦେଉଥିଲା। ଏହି କଥାରେ ଚିନ୍ତିତ ହୋଇ ଭଉଣୀ ଆତ୍ମହତ୍ୟା କରିଦେଲା। ଯେତେବେଳେ ଏହି ଘଟଣା ବିଷୟ ପ୍ରେମିକ ଜାଣିଲା ତାପରେ ଯୁବତୀଙ୍କ ଭାଈକୁ ଗୁଳି ମାରି ଜୀବନରୁ ମାରି ଦେଲା।
ଏହି ଘଟଣା ବୁଲେନ୍ଦସହରର ସିକନ୍ଦରବାଦ ଇଲାକାର ଅଟେ। ଯେଉଁଠି ଗୁରୁବାରକୁ ଜଣେ ଯୁବକର ହତ୍ୟା କରାଯାଇଛି। ମୃତକଙ୍କ ପରିବାର ଲୋକ ଆରୋପୀ ନାଁରେ ଥାନାରେ ମାମଲା ର୍ଦଜ କରିଛନ୍ତି। ଏଫଆର ଲେଖା ଅଛି କି ଝିଅକୁ ହଇରାଣ କରିବା ଏବଂ ବିବାହ କରିବା ସହିତ ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି। ତା ସହିତ ପୁଅର ହତ୍ୟା କରାଯାଇଛି।
କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରି ଜଣାଇଲା କି ଆରୋପୀ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଥିଲା। ଯେଉଁଥିରେ ମୃତକ ଭାଈ ବାଧା ଦେଉଥିଲା। ଯେଉଁଥି ପାଇଁ ଯୁବତୀ ଜଣକ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି। ତା ପରେ ପ୍ରେମିକ ରାଗ ରେ ଯୁବତୀଙ୍କ ଭାଈ କୁ ଜୀବନରୁ ମାରି ଦେଇଛି। ବର୍ତ୍ତମାନ ଦୁଇ ଅଜଣା ଲୋକଙ୍କ ନାମରେ ଅଭିଯୋଗ ର୍ଦଜ କରାଯାଇଛି। ପୋଲିସ ଜଣେ ଆରୋପୀକୁ ଧରିବା ପରେ ମୁଖ୍ୟ ଆରୋପି ଏବଂ ଅଜଣା ବ୍ୟକ୍ତି ଫେରାର ଅଛନ୍ତି।
ମୃତକଙ୍କ ନାମ ରାମବୀର ଅଟେ। ତାଙ୍କ ବାପା ସିକନ୍ଦରାବାଦ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଏଫଆର ଅନୁସାରେ ଅଭିଯୁକ୍ତ ଆକାଶ ତାଙ୍କ ଘରକୁ ଯିବା ଆସିବା କରୁଥିଲା ଏବଂ ଝିଅ ଉପରେ ଖରାପ ନଜର ରଖୁଥିଲା। ଏହା ସହିତ ଝିଅ କୁ ହଇରାଣ ମଧ୍ୟ କରୁଥିଲା। ଏହା ଜଣିବା ପରେ ମୃତକ ପୁଅ ରାମବୀର ପ୍ରେମିକ ଆକାଶ କୁ ଚେତାବନି ଦେଇଥିଲା କି ଏପରି ନ କରିବା ପାଇଁ। କିନ୍ତୁ ଆକାଶ ମାନି ନଥିଲା ଯେଉଁଥି ପାଇଁ ଝିଅ ବିରକ୍ତି ହୋଇ ୮ ନଭେମ୍ବର କୁ ବିଷ ଖାଇ ଆତ୍ମହତ୍ୟା କରିଛି।
ଏହି ଘଟଣା ପାଇଁ ଆକାଶ ରାଗରେ ୧୨ ନଭେମ୍ବର ସକାଳେ ଭଡା ମାଗିବା ବାହାନାରେ ତା ଘରକୁ ଯାଇ ତାକୁ ଗୁଳି ମାରି ପୁଅକୁ ମାରିଛି। ପୋଲିସ ଏହି ଘଟଣାରେ ଆକାଶ ଏବଂ ତା ବଡ ଭାଈ ଓ ଅଜଣା ବ୍ୟକ୍ତି ନାଁରେ ଅଭିଯୋଗ ର୍ଦଜ କରିଛି। ପୋଲିସ କପିଲକୁ ଗିରଫ କରି ନେଇଛି ଏବଂ ଆକାଶ ସହିତ ଅଜଣା ବ୍ୟକ୍ତି ଜଣକ ଫେରାର ଅଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।