ଥାନା ଅଧିକାରୀ ହୋସିଆର ସିଂହ ଯାହାଙ୍କର ହାର୍ଟ ଆଟାକ ରେ ମୃତ୍ୟୁ ହୋଇଛି। ତାଙ୍କ ପୁଅର ବିବାହ ତାରିଖ ନଭେମ୍ବର ୨୫ ରେ ଥିଲା, ଯାହା ପାଇଁ ସେ ଛୁଟି ପାଇଁ ଏସପି କାର୍ଯ୍ୟାଳୟ ର ଚକର କଟୁଥିଲେ।
ଭରତପୁରର ଉଚ୍ଚୈନ ଥାନାର ଅଧିକାରୀ କେତେ ଦିନ ଠାରୁ ଛୁଟି ପାଇଁ ଗୁହାରୀ କରୁଥିଲେ। କିନ୍ତୁ ଏଏସପି ତାଙ୍କୁ ଛୁଟି ଦେଉନ ଥିଲେ। ଯାହାପରେ ସେ ଟେନସନରେ ଆସି ତାଙ୍କ ଦେହ ହଠାତ ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତୀ କରା ଯାଇଥିଲା ଯେଉଁଠି ତାଙ୍କର ମୃତ୍ୟୁ ହୋଇଛି। ଏବେ ଛୁଟି ନ ଦେବା କାରଣରୁ ଜାଞ୍ଚ ପୋଲିସ ମହାନୀରିକ୍ଷକ ସଂଜିବ ନର୍ଜରୀ କରୁଛନ୍ତି।
କୁହାଯାଉଛି କି ଉଚ୍ଚୈନ ଥାନା ଅଧିକାରୀ ହୋସିଆର ସିଂହ ଯାହାଙ୍କର ହାର୍ଟ ଆଟାକ ରେ ମୃତ୍ୟୁ ହୋଇଛି ତାଙ୍କର ପୁଅଙ୍କ ବିବାହ ତାରିଖ ୨୫ ନଭେମ୍ବରକୁ ଥିଲା। ଯାହା ପାଇଁ ସେ ଏସପି ଅଫିସ କୁ ବାରମ୍ବାର ଦୌଡି ଥିଲେ।
ହୋସିଆର ସିଂହ ନଭେମ୍ବର ୧୩ ରୁ ପରମାନେଟ ଛୁଟି ମାଗୁଥିଲେ କିନ୍ତୁ ଏସପି ଛୁଟି ପାଇଁ ମନା କରୁଥିଲେ। ଯେଉଁଥି ପାଇଁ ଥାନା ଅଧିକାରୀ ହୋସିଆର ସିଂହ ଟେନସନ ରେ ଆସି ଯାଇଥିଲେ ଏବଂ ତାଙ୍କ ଦେହ ଆଜି ସକାଳେ ବହୁତ ଖରାପ ହୋଇ ଯାଇଥିଲା। ଥାନା ସ୍ଟାଫ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଶବ କୁ କୋଭିଡ-୧୯ ର ଟେଷ୍ଟ କରିବା ପରେ ରିର୍ପୋଟ ପଜେଟିଭ ଆସିଛି।
ହୋସିଆର ସିଂହ କରୌଲୀର ମାସଲପୁର ଥାନାର ଅଧିକାରୀ ଥିଲେ ଯିଏ ଏବେ ଭରତପୁର କୁ ପୋଷ୍ଟିଙ୍ଗ ହୋଇ ଆସି ଥିଲେ। ଏସପି ଅଫିସର କହିବା କଥା କି ତାଙ୍କର ପର୍ସନାଲ ଫାଇଲ ଆସିବାର ଡେରି ରୁ ତାଙ୍କୁ ଛୁଟି ଦେବା ପାଇଁ ଡେରି ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣା ବିଷୟରେ ମୃତକଙ୍କ ପରିବାର କୁ ଜଣାଇ ଦେଇଛନ୍ତି। ଯାହା ପରେ ମୃତକ ଙ୍କ ପଳିବାର ଲୋକ ପହଁଚିଲେ ଏବଂ ଶବ କୁ ପରିବାର ଲୋକଙ୍କୁ ଦିଆ ଗଲା। ମୃତକ ଙ୍କର ଶବ କୋରୋନା ପଜେଟିଭ ଥିବା ରୁ ପୋଷ୍ଟମଟମ ହେଲା ନାହିଁ। ଶବକୁ ପ୍ୟାକ କରି ପରିବାର ଲୋକଙ୍କୁ ଦିଆ ଗଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।