କୋରୋନା ସଂକ୍ରମଣ ରୁ ବାହାରି ଥିବା ଇକୋନୋମିକ କୁ ରିଲିଫ ଦେବା ପାଇଁ ମୋଦୀ ସରକାର ଆତ୍ମନିର୍ଭର ଭାରତ ୩.୦ ର ପ୍ରଚାର କରିଛନ୍ତି। ଏହା ଦ୍ବାରା ରୋଜଗାର ସୃଜନ ଏବଂ ଅସୁବିଧାର ସମ୍ମୁଖିନ ହେଉଥିବା ସେକ୍ଟର କୁ ରିଲିଫ ଦେବା ପାଇଁ ଯୋର ଅଟେ। ସରକାର ରୋଜଗାରରୁ ନେଇ ରିୟଲ ଏସ୍ଟେଟ ପର୍ଯ୍ୟନ୍ତ , କର୍ମଚାରୀ ଠାରୁ ନେଇ ଘର କିଣାଳି ପର୍ଯ୍ୟନ୍ତ ସମସ୍ତ ଙ୍କୁ ରିଲିଫ ଦେଇଛନ୍ତି।
କୋରୋନା ସଂଙ୍କଟ ରୁ ବାହାରକୁ ଆସିଥିବା ଅର୍ଥ ବ୍ୟବସ୍ଥା କୁ ଠିକ ରାସ୍ତା କୁ ଆଣିବା ପାଇଁ ମୋଦୀ ସରକାର ୨.୬୫ ଲକ୍ଷ କୋଟି ଟଙ୍କାର ଏକ ଏବଂ ରିଲିଫ ପ୍ୟାକେଜ ଦେବା ପାଇଁ ପ୍ରଚାର କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ପ୍ରେସ କନଫ୍ରନ୍ସରେ କହିଛନ୍ତି ଶୂନ୍ୟ ଅର୍ଥବ୍ୟବସ୍ଥାରେ ସୁଧାର ସଂଙ୍କେତ ଦେଇଛନ୍ତି। ସରକାର ଆତ୍ମନିର୍ଭରଶିଳ ଭାରତ ୩.୦ ର ଶୁଣାଣି କରିଛନ୍ତି। ଆତ୍ମର୍ନିଭର ଭାରତ ରୋଜଗାର ଯୋଜନାର ଆରମ୍ଭ କରିଛନ୍ତି। ଯେମିତି ନୂଆ ରୋଜଗାରର ସୃଜନ ହୋଇ ପାରିବ।
୨.୬୫ ଲକ୍ଷ କୋଟିର ରିଲିଫ ପ୍ୟାକେଜ:
ଏଥିରେ କରପୋରେଟ ଠାରୁ ନେଇ କୃଷକ ପର୍ଯ୍ୟନ୍ତ, ରିଅଲ ଏସ୍ଟେଟ ରୁ ନେଇ ଚିନ୍ତିତ ସେକ୍ଟର ପର୍ଯ୍ୟନ୍ତ ସମସ୍ତ ଙ୍କୁ ରିଲିଫ ଦେବା ପାଇଁ ଚେଷ୍ଟା କରାଯାଇଛି। ଓ୍ବିକ୍ତି ମନ୍ତ୍ରୀ ନାର୍ମଳା ସୀତାରାମଣ କହିଛନ୍ତି କି ଆତ୍ମର୍ନିଭର ଭାରତ ୩.୦ ଅନୁସାରେ ୧୨ ଟି ଘୋଷଣା କରାଯାଇଛି। ସେ କହିଛନ୍ତି କି ଆଜି ର ପ୍ୟାକେଜ ସମୁଦାୟ ୨,୬୫,୦୮୦ କୋଟି ଟଙ୍କା ର ଅଟେ।
ଆତ୍ମର୍ନିଭର ଭାରତ ରୋଜଗାର ଯୋଜନା:
ଏହାର ଲକ୍ଷ ଏହା କି ଅଧିକ ରୁ ଅଧିକ କର୍ମଚାରୀ ଇପିଏଫ ରେ ଜଡିତ ଏବଂ ପିଏଫ ର ଫାଇଦା ଉଠାନ୍ତୁ। ଏମିତି କର୍ମଚାରୀ ଯିଏ ପ୍ରଥମେ ପିଏଫ ପାଇଁ ରେଜିଷ୍ଟର ନ ଥିଲେ ଏବଂ ତାଙ୍କର ଦରମା ୧୫ ହଜାର ରୁ କମ ହୋଇଥାଏ ତେବେ ତାଙ୍କୁ ଯୋଜନା ରୁ ଲାଭ ମିଳିବ। ଯେଉଁ ଲୋକ ଅଗଷ୍ଟ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାକିରୀ ରେ ନ ଥିଲେ,କିନ୍ତୁ ଏହା ପରେ ପିଏଫ ସହିତ ଜଡିତ ତାଙ୍କୁ ମଧ୍ୟ ଏହାର ଫାଇଦା ମିିଳିବ। ଏହି ଯୋଜନା ୨୦୨୧ ଜୁନ ୩୦ କୁ ଲାଗୁ ହେବ।
ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ୧୦୦୦ ପର୍ଯ୍ୟନ୍ତ ସଂଖ୍ୟା ଥିବା କର୍ମଚାରୀ ମାନେ ସଂସ୍ଥା ଗୁଡିକୁ କୌଣସି ନୂଅା ଭର୍ତୀ ହୋଇଥିବା କର୍ମଚାରୀ ମାନଙ୍କ ପିଏଫ ର ପୁରା ୨୪ ପ୍ରତିଶଦ ଭାଗ ସବସିଡି ରୂପରେ ଦେବେ। ଏହା ୨୦୨୦ ଅକ୍ଟୋବର ୧ ରୁ ଲାଗୁ ହେବ। ଏକ ହଜିର ରୁ ଅଧିକ କର୍ମଚାରୀ ମାନେ ସଂସ୍ଥା ରେ ନୂଆ କର୍ମଚାରୀ ଙ୍କର ୧୨ ପ୍ରତିଶଦ ପିଏଫ ଯୋଗ ଦାନ ପାଇଁ ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ସବସିଡି ଦେବେ। ଏଥିରେ ୯୫ ପ୍ରତିଶଦ ସଂସ୍ଥାନ ଆସି ଯିବ ଏବଂ କୋଟି କୋଟି କର୍ମଚାରୀ ଙ୍କୁ ଫାଇଦା ମିଳିବ।
ECLGS ସ୍କିମ ର ଅବଧି ବଢା ଯାଇଛି:
ସରକାର ତିନି ଲକ୍ଷ କୋଟି ଟଙ୍କା ର ଏମରଜେନ୍ସି କ୍ରେଡିଟି ଲାଇନ ଗ୍ୟାରେନ୍ଟି ସ୍କିମ ର ତାରିଖ ବଢାଇ ୩୧ ମାର୍ଚ୍ଚ ୨୦୨୧ କୁ କରିଦେଇଛନ୍ତି। ସେ କହିଛନ୍ତି କି ଆତ୍ମର୍ନିଭର ଭାରତ ଅନୁସାରେ ଏହି ଇସିଏଲଜିଏସ ସ୍କିମ ଅନୁସାରେ ୬୧ ଲକ୍ଷ ଲୋକମାନେ ଲାଭ ଉଠାଈ ଛନ୍ତି।
ଚିନ୍ତିତ ସେକ୍ଟର ପାଇଁ ରିଲିଫ ଯୋଜନା:
ଓ୍ବିକ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ସେ କାମ ସମିତି ର ସୁପାରିଶ ଆଧାର ରେ ୨୬ ଟି ଚିନ୍ତିତ ସେକ୍ଟର କୁ ଖୋଜା ଯାଇଛି। ଏହା ବ୍ୟତିତ ସ୍ବାସ୍ଥ୍ୟ କ୍ଷେତ୍ର କୁ ମଧ୍ୟ ସାମିଲ କରାଯାଇଛି। ଏହି ସେକ୍ଟର ପାଇଁ ଏମରଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ ୨.୦ ଆରମ୍ଭ କରାଯାଉଛି। ଏହାର ଫାଇଦା ଏମଏସମଈ ସେକ୍ଟର କୁ ମଧ୍ୟ ମିଳିବ।
ଏଥିରେ ୫୦ କୋଟି ରୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କର୍ଜଧାରକ କମ୍ପାନୀ ଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମୋରେଟୋରିଏମ ଦିଆ ଯିବ। ଏହି ଯୋଜନା ୨୦୨୧ ମାର୍ଚ୍ଚ ୨୧ ରୁ ଲାଗୁ ହେବ।
ପିଏମ ଆବାସ ଯୋଜନା ସହରି:
ପିଏମ ସହରି ଆବାସ ଯୋଜନା ପାଇଁ ଅଠର ହଜାର କୋଟି ଟଙ୍କା ର ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଏହାର ସମୁଦାୟ ୩୦ ଲକ୍ଷ ଘର କୁ ଫାଇଦା ହେବ। ସେହି ବଜେଟ ରେ ଘୋଷିତ ଆଠ ହଜାର କୋଟି ଟଙ୍କା ର ଅତିରିକ୍ତ ହେବ। ଏଥିରେ ୭୮ ଲକ୍ଷ ରୁ ଅଧିକ ରୋଜଗାର ଅବସର ହେବ।
ନିର୍ମାଣ ଏବଂ ବୁନିଆଦି ଢାଞ୍ଚା ସେକ୍ଟର ର କମ୍ପାନୀ ଗୁଡିକୁ କଣ୍ଟ୍ରାକଟ ପାଇଁ ପରର୍ଫମାନ୍ସ ସିକ୍ବୋରିଟି ରୂପରେ ୫ ରୁ ୧୦ ପ୍ରତିଶଦ ଜାଗା କେବଳ ତିନି ପ୍ରତିଶଦ ଟଙ୍କା ରଖିହେବ। ଏହି ରିଲିଫ ଆସନ୍ତା ବର୍ଷ ବା ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ମିଳିବ।
ଅନ୍ୟ ପ୍ରମୁଖ ବ୍ୟବସ୍ଥା ଏହି ପ୍ରକାର ର ଅଟେ ;
- ପିଏମ ଗରିବ କଲ୍ୟାଣ ଯୋଜନା ପାଇଁ ଦଶ ହଜାର କୋଟି ଟଙ୍କା ର ଅତିରିକ୍ତ ବ୍ୟବସ୍ଥା। ଏହାର ବ୍ୟବହାର ଗ୍ରାମ ସଡକ ଯୋଜନା ପାଇଁ କରାଯାଇ ପାରିବ। 2. କୃଷକ ଙ୍କୁ ଉର୍ବରକ ସବସିଡି ଦେବା ପାଇଁ ୬୫ ହଜାର କୋଟି ଟଙ୍କା ର ବ୍ୟବସ୍ଥା କରାଯାଇଛି। 3. ରପ୍ତାନୀ କୁ ବଢେଇବା ପାଇଁ ଏକ୍ଜିବ ବ୍ୟାଙ୍କ କୁ ଲାଇନ ଅଫ କ୍ରେଡିଟ କୁ ଦିଆ ଯିବ।କୋଭିଡ ଟିକା ଉପରେ ରିସର୍ଚ ପାଇଁ ୯୦୦ କୋଟି ଟଙ୍କା ର ବ୍ୟବସ୍ଥା। ଏହି ବାୟୋଟେକନଲୋଜି ବିଭାଗ କୁ ମିଳିବ। ଏହା କୋଭିଡ ଟିକା ପାଇଁ ନୁହେଁ, ବଂର ଏହା ବିଷୟରେ ରିସର୍ଚ କରିବା ପାଇଁ ହେବ। 4. କୋଭିଡ ଟିକା ରିସର୍ଚ ଅଲଗା ହେବ। 5. ସରକାର ଏନଆଈଆଈଏଫ ର ତାରିଖ ପ୍ଲାଟର୍ଫମ ରେ ୬୦୦୦ କୋଟି ଟଙ୍କା ଏକ୍ବିଟି ରୂପରେ ନିବେଶ କରିବ।