ସୁଶାନ୍ତ ସିଂହ ରାଜପୂତ ଙ୍କୁ ନେଇ ସିବିଆଈ ଜାଞ୍ଚ କୁ ନେଇ କୌଣସି ବଡ ଖବର ନ ମିଳୁଥାଉ କିନ୍ତୁ ଡ୍ରଗସ କେସର ଜାଞ୍ଚ କରୁଅଛି। ଏନସିବି ସମ୍ପୁର୍ଣ୍ଣ ଭାବରେ ଏହି କାର୍ଯ୍ୟରେ ଆକ୍ଟିଭ ଅଛି। ବର୍ତ୍ତମାନ ଏନସିବିର ନଜରରେ ଅର୍ଜୁନ ରାମପାଲ ଏବଂ ତାଙ୍କ ପ୍ରେମିକା ଅଛନ୍ତି। ଅର୍ଜୁନ ରାମପାଲଙ୍କ ପ୍ରେମିକାର ଭାଈ ପ୍ରଥମରୁ ହିଁ ଏନସିବିର ଗିରଫରେ ରହିଛି। ସୂତ୍ର ଅନୁସାରେ ଅର୍ଜୁନ ରାମପାଲଙ୍କର କେବେବି ଗିରଫତାରୀ ହୋଇପାରେ। କାରଣ ଅର୍ଜୁନଙ୍କ ପ୍ରେମିକା ସବୁ ରାଜ ଖୋଲି ଦେଇଛନ୍ତି। ଏନସିବିର ପ୍ରଶ୍ନରେ ଗୈବ୍ରିଏଲା ସମ୍ପୁର୍ଣ୍ଣ ଭାବେ ହାରି ଯାଇ ଅର୍ଜୁନ ରାମପାଙ୍କ ସହିତ ବଲିଉଡର ମଧ୍ୟ ସବୁ ରାଜ ଖୋଲି ଦେଇଛନ୍ତି।
ଦୁଇ ଦିନ ପୂର୍ବରୁ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଜାଞ୍ଚ କରିଥିଲା। ଜାଞ୍ଚ ପରେ ଏନସିବି ଅର୍ଜୁନ ରାମପାଲ ଏବଂ ତାଙ୍କ ପ୍ରେମିକାକୁ ନିଜ ଅଫିସକୁ ଡକାଇ ଥିଲା। ଗୈବ୍ରିଏଲାଙ୍କୁ ଏନସିବି କେତେ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା। ସେହି ସମୟରେ ଗୈବ୍ରିଏଲା କାନ୍ଦିବାକୁ ଲାଗିଲେ ଯେଉଁ ସମୟରେ ଏନସିବି ଲଗାତାର ପ୍ରଶ୍ନ ପଚାରି ଥିଲା। କୁହାଯାଉଛି କି ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରର ଜାଞ୍ଚ ପରେ ସେଠାରୁ କେତେକ ପ୍ରତିବନ୍ଧକ ଜିନିଷ ମିଳିଛି।
ଏନସିବିର ପ୍ରଥମ ପ୍ରଶ୍ନ ଗୈବ୍ରିଏଲଙ୍କୁ ଥିଲା କି ଡ୍ରଗସ ତାଙ୍କ ଘରକୁ କେଉଁଠାରୁ ଆସିଲା ? କ’ଣ ଏଥି ପାଇଁ ତାଙ୍କ ପାଖରେ କୌଣସି ଲିଗାଲ ପ୍ରସ୍କ୍ୟୁସନ ଅଛି ? ଗୈବ୍ରିଏଲା ନିଜର ଓକିଲ ସହ ଏନସିବି ଅଫିସ ଆସିଥିଲେ। ପ୍ରଥମ ପଶ୍ନରେ ସେ ଚୁପ ରହିଲେ। ସେହି ସମୟ ରେ ଏନସିବି ଅଧିକାରୀ କହିଲେ ବର୍ତ୍ତମାନ ତୁମ ଭାଈ ଆମ ଗିରଫତାରୀରେ ଅଛି ଏବଂ ଯେଉଁ ଜିନିଷ ତୁମ ଘରୁ ବାହାରିଛି ସେଥିରେ ତୁମେ ଏବଂ ତୁମ ପ୍ରେମିକକୁ ସହଜରେ ଗିରଫ କରି ହେବ। ଏହା ଭଲ ହେବ କି ଯାହା ପଚରା ଯାଉଛି ତାର ଉତ୍ତର ଦିଅ ଏବଂ ଏନସିବି ଅଧିକାରୀଙ୍କୁ ପୁରା ସହଯୋଗ କର। ଏବେ ଏନସିବି ଅଧିକାରୀଙ୍କର କଡା ପ୍ରଶ୍ନ ଶୁଣି ଗୈବ୍ରିଏଲା କାନ୍ଦିବାକୁ ଲାଗିଲେ ଏବଂ ପାଣି ପିଇବାକୁ ଲାଗିଲେ। କହିଲେ ସେହି ଔଷଧ ବିଷୟରେ ମତେ କିଛି ଜଣା ନାହିଁ ।
ଏନସିବି ର ଦ୍ବିତୀୟ ପ୍ରଶ୍ନ ଥିଲା କ’ଣ ତୁମେ ଏହି ଔଷଧ ଖାଅ ?
ଗୈବ୍ରିଏଲା ସିଧା ସିଧା ମନା କରିଦେଲେ। ତା ପରେ ଏନସିବି ପଚାରିଲେ କି କ’ଣ ଏହି ଔଷଧ ତୁମର ପାର୍ଟନର ଅର୍ଜୁନ ରାମପାଲ ଖାଆନ୍ତି। ଏଥିରେ ମଧ୍ୟ ଗୈବ୍ରିଏଲା ମନା କରି ଦେଇଥିଲେ। ଯଦି ଏହି ଔଷଧକୁ ତୁମେ ଖାଅନି କି ତୁମ ପ୍ରେମିକ ଏହାକୁ ଖାଅନ୍ତି ନାହିଁ ତେବେ ଏହି ବ୍ୟାନ ଡ୍ରଗସ ତୁମ ଘରେ କ’ଣ କରୁଛି। ନା ଆଉ କେହି ଆସି ତୁମ ଘରେ ଏହି ଔଷଧ ଖାଅନ୍ତି ? ନା ବଲିଉଡ କିଏ ବଡ ସ୍ଟାର ଆସି ତୁମ ଘରେ ଏହି ଔଷଧର ସେବନ କରନ୍ତି। ସେ କହିଲେ ନା ଏହି ଔଷଧ ସ୍ଟ୍ରେସ ର ଔଷଧ ଅଟେ। ଏହାକୁୁ କେବେ କେବେ ଅର୍ଜୁନ ରାମପାଲ ସେବନ କରନ୍ତି । ତାପରେ ଏନସିବି କହିଥିଲେ କି ଏହାର ପ୍ରେସ୍କ୍ୟୁସନ ଦେଖାନ୍ତୁ ନହେଲେ ଏହି ଔଷଧ କେଉଁଠାରୁ କିଣ କୁହ। କିନ୍ତୁ ଏହାର ଉତ୍ତରରେ ଗୈବ୍ରିଏଲା କହିଥିଲେ କି ଏ ବିଷୟରେ ମତେ ଜଣା ନାହିଁ। ଅର୍ଜୁନଙ୍କୁ ଜଣା ଥିବ। ବାରମ୍ବାର ପ୍ରଶ୍ନ ଉତ୍ତର ସେ ବହୁୁତ ଚାଲାଖିରେ ଦେଉଥିଲେ।
ଏହା ସହିତ ଗୈବ୍ରିଏଲା ଦୁଇ ବଡ ସ୍ଟାରଙ୍କ ନାଁ କହିଛନ୍ତି ଯାହା ଘରେ ଏହି ଡ୍ରଗସ ପହଁଚା ଯାଏ। ଏ ପର୍ଯ୍ୟନ୍ତ ସେହି ନାଁ ର ଖୁଲାସା ହୋଇ ନାହିଁ କିନ୍ତୁ ଖୁବ ସିଘ୍ର ଜଣା ପଡଯିବ। ଏହି ଦୁଇ ବଡ ସ୍ଟାରଙ୍କ ଘରେ ମଧ୍ୟ ଏନସିବି ରେଡ କରିପାରେ। ଗୈବ୍ରିଏଲଙ୍କର ଏହି ପ୍ରଶ୍ନରେ ଏନସିବି ସନ୍ତୁଷ୍ଟ ନାହିଁ ସେ ପୁଣି ଥରେ ଗୈବ୍ରିଏଲାଙ୍କୁ ଏନସିବି ଅଫିସ ଡାକି ପାରନ୍ତି। ଏହାପରେ ଗୈବ୍ରିଏଲାଙ୍କ ସହିତ ଅର୍ଜୁନଙ୍କୁ ମଧ୍ୟ ଜେଲରେ ଦେଖିବାକୁ ମିଳିପାରେ।
ଏହା ପୂର୍ବରୁ ଏନସିବି ଗୈବ୍ରିଏଲାଙ୍କ ଭାଈ ଆଗାସିଲୋସିଆଙ୍କୁ ଗିରଫ କରିଥିଲା। ଆଗାସିଲୋସିଆଙ୍କ ଠାରୁ ମଧ୍ୟ ଏନସିବିକୁ ବ୍ୟାନ ଟାବଲେଟ ମିଳିଥିଲା। ଏନସିବି କହିବା ଅନୁସାରେ ଆଗାସିଲୋସିଆ ଏକ ବଡ ଡ୍ରଗସ ଇଣ୍ଡିକେସର ଜଣେ ସଦସ୍ୟ ଅଟନ୍ତି। ଏହି ଧନ୍ଦାରେ ତାଙ୍କ ଭଉଣୀ ଏବଂ ଅର୍ଜୁନ ରାମପାଲ ମଧ୍ୟ ସାମିଲ ଥାଇ ପାରନ୍ତି। ଏନସିବି ବହୁତ ଜଲଦି ଅର୍ଜୁନ ରାମପାଲଙଙ୍କୁ ଗିରଫ କରିପାରେ। ପ୍ରଥମେ ଅର୍ଜୁଆଙ୍କୁ ପଚରା ଉଚରା ହେବ ତା ପରେ ବଡ କାର୍ଯ୍ୟ ଅନୁଷ୍ଠାନ ନିଆ ହେବ।
ତୁଷାର ସେହି ପରିବାରର ଅଟନ୍ତି ଯେଉଁ ପରିବାର ପ୍ରଥମେ ସୁଶାନ୍ତଙ୍କୁ କାମ ଦେଇଥିଲେ। କେବଳ ଶୋ ପବିତ୍ର ରିସ୍ତା ନୁହେଁ ତା ସହିତ ଫିଲ୍ମ ରେ ମଧ୍ୟ ସୁଶାନ୍ତଙ୍କୁ ତୁଷାରଙ୍କ ପରିବାର ଲୋକ ସୁଯୋଗ ଦେଇଥିଲେ । ଏକତା କପୁର ତୁଷାରଙ୍କ ଭଉଣୀ ସୁଶାନ୍ତଙ୍କୁ ସିରିଏଲରୁ ନେଇ ଷ୍ଟାର ବନେଇଥିଲେ । ସେଇଠାରେ ତୁଷାଙ୍କର କର୍ଜନ ବ୍ରଦର ଅଭିଷେକ କପୁର ସୁଶାନ୍ତଙ୍କୁ ପ୍ରଥମେ କାଇପୋଚେ ଏବଂ ତା ପରେ କେଦାରନାଥ ଭଳି ବଡ ଫିଲ୍ମରେ କାମ ଦେଇଥିଲେ। ଏଥିରେ ଜଣା ପଡୁଛି ସୁଶାନ୍ତ ଙ୍କର କାରିଅର ରେ ତୁଷାରଙ୍କ ପରିବାର ର ବହୁତ ବଡ ହାତ ରହିଥିଲା। ପୂର୍ବରୁ ମଧ୍ୟ ଖବର ଆସିଥିଲା କି ଏକତା ମଧ୍ୟ ସୁଶାନ୍ତଙ୍କୁ ବ୍ୟାନ କରି ଦେଇଦେଇ ଥିଲେ ଏବଂ ସୁଶାନ୍ତଙ୍କ ବିରୋଧରେ ଚକ୍ରାନ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଏକତାଙ୍କ ଭାଈ ତୁଷାର ବହୁତ ବଡ ଖବର ଖୁଲାସା କରିଛନ୍ତି। ତୁଷାର ଏକ ଅନଲାଇନ ପୋର୍ଟୋଲରେ କଥା ହୋଇ କହିଥିଲେ ସୁଶାନ୍ତଙ୍କର ଯିବା ତାଙ୍କ ପରିବାର ପାଇଁ ବହୁତ ବଡ ପର୍ସନାଲ ଲସ ଅଟେ।
ତୁଷାର କହିଛନ୍ତି କି ସୁଶାନ୍ତଙ୍କର ତାଙ୍କ ଘରକୁ ଯିବା ଆସିବା ଥିଲା। ସୁଶାନ୍ତ ତାଙ୍କ ପରିବାର ପରି ଥିଲେ ତାଙ୍କ ଭାଈ ପରି। ସୁଶାନ୍ତଙ୍କ ସହିତ ତାଙ୍କର ପର୍ସନାଲ କଥା ଏବଂ ପ୍ରଫେସନାଲ କଥା ମଧ୍ୟ ହେଉଥିଲା। ତୁଷାର କହିଛନ୍ତି କି ସୁଶାନ୍ତ ଟିଭିର ପବିତ୍ର ରିସ୍ତା ରେ ବହୁତ ଭଲ ଅଭିନୟ କରି ଟିଭିର ସୁପରଷ୍ଟାର ହୋଇ ଯାଇଥିଲେ। ଏବଂ ପବିତ୍ର ରିସ୍ତା ଟିଭିର ପ୍ରଥମ ସୁପରହିଟ ଶୋ ଥିଲା। ସେ ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ଜଣେ ବହୁତ ଭଲ ଆକ୍ଟର ଏବଂ ବହୁତ ଭଲ ମଣିଷ ଥିଲେ। ତାଙ୍କର ଏହି ପରିସ୍ଥିତି ପାଇଁ ଯିଏ ବି ଦାୟୀ ହେଉ ତାକୁ ବହୁତ କଡା ଦଣ୍ଡ ଦିଆଯିବ। ଏବଂ ଏହା ସହ ସେ କହିଛନ୍ତି କି ସେ ସୁଶାନ୍ତଙ୍କ ସହ ପ୍ରଥମରୁ ଅଛନ୍ତି ଏବଂ ଏବେ ତାଙ୍କୁ ନ୍ୟାୟ ଦେବା ପାଇଁ ଲଢିବେ। ହ୍ରିତିକ୍ ରୋଶନ୍ଙ୍କ ପରେ ବଲିଉଡରୁ ପୁଣି ଜଣେ ଅଭିନେତା ତୁଷାର ସୁଶାନ୍ତଙ୍କ ପକ୍ଷରେ କହିଛନ୍ତି ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।