ଏମସିଏକ୍ସ ରେ ଗୋଲ୍ଡ ର ମୂଲ୍ୟ ରେ ୦.୨୨ ବା ୧୧୧ ର ଟଙ୍କା ର ପତନ ଘଟି ୫୦,୩୯୦ ଟଙ୍କା ପ୍ରତି ଦଶ ଗ୍ରାମ ରେ ଆସି ପହଁଚିଛି। ରୂପା ୦.୪୦ ପ୍ରତିଶଦ ବା ୨୫୩ ଟଙ୍କା ରେ ପତନ ଘଟି ୬୨,୭୯୧ ଟଙ୍କା ପ୍ରତି ଏକ କିଲୋ ପ୍ରତି ରେ ପହଁଚିଛି।
କୋରୋନା ଭାଇରସ ସଂକ୍ରମଣ ବୈକ୍ସିନର ସଂଭାବନାର ମଜବୁତ ହେବା ମାତ୍ରେ ଗ୍ଲୋବାଲ ମାର୍କେଟରେ ଗୋଲ୍ଡ ଏବଂ ସିଲଭରର ଦାମର ବୃଦ୍ଧି ଦର୍ଜ କରାଯାଇ ଏବଂ ଏହାର ପ୍ରଭାବରେ ଘରୋଇ ମାର୍କେଟରେ ଏହାର ଦାମରେ ନରମତା ଦର୍ଜ କରାଯାଇଛି। ବୈକସିନ ଟ୍ରାୟଲରେ ଭଲ ପ୍ରଭାବ ଯୋଗୁଁ ଗୋଲ୍ଡ ଏବଂ ସିଲଭରର ଦାମରେ ପତନ ଘଟିଛି। ଏହାର ପ୍ରଭାବରେ ଏମସିଏକ୍ସର ଗୋଲ୍ଡ ର ଦାମରେ ୦.୨୨ ବା ୧୧୧ ଟଙ୍କାର ପତନ ଘଟି ୫୦,୩୯୦ ଟଙ୍କା ପ୍ରତି ଦଶ ଗ୍ରାମରେ ପହଁଚି ଯାଇଛି। ରୂପା ୦.୪୦ ପ୍ରତିଶଦ ବା ୨୫୩ ଟଙ୍କାର ପତନ ଘଟି ୬୨,୭୯୨ ଟଙ୍କା ପ୍ରତି ଏକ କିଲୋ ପ୍ରତି ପହଁଚିଛି।
ଦିଲ୍ଲୀ ମାର୍କେଟ ରେ ସୁନାର ପତନ:
ଅହମଦାବାଦ ସରର୍ଫା ବଜରା ରେ ବୁଧବାର କୁୁ ଗୋଲ୍ଡ ସ୍ପଟ ୫୦୪୪୬ ଟଙ୍କା ପ୍ରତି ଦଶ ଗ୍ରାମ ରେ ବିକ୍ରି ହୋଇଛି। ସେଇଠି ଗୋଲ୍ଡ ଫ୍ୟୁଚର ୫୦୪୩୫ ଟଙ୍କା ପ୍ରତି ଦଶ ଗ୍ରାମ ରେଟ ରେ ବିକ୍ରି ହୋଇଛି। ମଙ୍ଗଳବାର କୁ ଦିଲ୍ଲୀ ମାର୍କେଟ ରେ ଗୋଲ୍ଡ ର ମୂଲ୍ୟ ୬୬୨ ଟଙ୍କା ରୁ ପତନ ଘଟି ୫୦,୩୩୮ ଟଙ୍କା ପ୍ରତି ଦଶ ଗ୍ରାମ ରେ ପହଁଚିଛି। ସେଇଠି ରୂପା ର ଦାମ ୧୪୩୧ ଟଙ୍କାର ପତନ ଘଟି ୬୨,୨୭୧ ଟଙ୍କା ପ୍ରତି ଏକ କିଲୋ ରେ ପହଁଚିଛି। ଆମେରିକା ରେ ରାହାତି ପ୍ୟାକେଜ ର ସଂଭାବନା ମଜବୁତ ହେବା ପରେ ସୁନା ର ଦାମ ର ବୃଦ୍ଧି କରିରାଇଛି। ସୁନା ର ମୂଲ୍ୟ ରେ ପତନ ପରେ କୋରୋନା ବ୍ୟାକସିନ ର ଭଲ ଟ୍ରାୟଲ ରେଜଲର୍ଟ ର କୌଣସି ଖାସ ପ୍ରଭାବ ପଡିନଥିଲା।
ଗ୍ଲୋବାଲ ମାର୍କେଟରେ ବଢିଲା ସୁନାର ଦାମ:
ଗ୍ଲୋବାଲ ମାର୍କେଟ ରେ ସ୍ପଟ ଗୋଲ୍ଡ ୦.୨ ପ୍ରତିଶଦ ବଢି ୧୮,୭୯.୩୧ ଡଲାର ପ୍ରତି ଓୌଂଶ ରେ ପହଁଚି ଥିଲା। ୟୁଏସ ଗୋଲ୍ଡ ଫିୟୁଚର ୦.୧ ପ୍ରତିଶଦ ବଢି ୧,୮୭୮.୭୦ ଡଲାର ରେ ପହଁଚିଛି। ଡଲାର ଇଣ୍ଡେକ୍ସ ରେ ବଢି ଚାଲିଛି। ଏଥିପାଇଁ ଅନ୍ୟ ମୁଦ୍ରା ପାଇଁ ସୁନା ମହଁଗା ପ୍ରମାଣିତ ହୋଇଛି। ଦୁନିଆ ର ସବୁଠାରୁ ବଡ ଗୋଲ୍ଡ ଆଧାରିତ ଇଟିଏଫ୍ ଏସପିଡିଆର ଗୋଲ୍ଡ ଟ୍ରସ୍ଟ ର ବିଲର୍ବୋଡ ୦.୮୩ ପ୍ରତିଶଦ ପତନ ଘଟି ୧୨୪୯.୭୯ ଟନ ରେ ପହଁଚିଛି। ଏହା ଭିତରେ ରୂପା ର ମୂଲ୍ୟ ୦.୨ ପ୍ରତିଶଦ ବୃଦ୍ଧି ଦର୍ଜ କରାଯାଇଛି ଏବଂ ଏହା ୨୪.୨୬ ଡଲାର ପ୍ରତି ପହଚିଁଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।