ପଞ୍ଜାବ ର ମାନସା ଗାଁର ମୂସା ରେ ବୋହୁ ଥିଲା ସହ ଅନୈତିକ ସମ୍ପର୍କ। ବାପା ନିଜର ବୋହୁ ସହ ଅନୈତିକ ସମ୍ପର୍କ ପାଇଁ ନିଜର ପୁଅ କୁ ବାଧା ଭାବି ବୋହୁ ସହ ମିଶି ପୁଅ କୁ ଧାରୁଆ ହତିଆର ରେ ହତ୍ୟା କରିଛନ୍ତି।
ଦୁଇ ଜଣ ମୃତକଙ୍କୁ କିଏ ଖୋଜା ଖୋଜି କରିବେ ବୋଲି ଚୁପଚାପ ରେ କଲେ ଅନ୍ତିମ ସଂସ୍କାର। ସଦର ଥାନା ପୋଲିସ ଦୁଇ ଜଣକ ନାମ ରେ ବିଭିନ ଧାରା ଲଗେଇ ଦୁଇ ଜଣ ଙ୍କୁ ଗିରଫ କରି ଏହି ଘଟଣା ର ଜାଞ୍ଚ ଆରମ୍ଭ କରି ଦେଇଛି।
ମାନସା ଗାଁ ର ମୂସା ର ୨୫ ବର୍ଷୀୟ ଯୁବକ ଜଗଜୀତ ସିଂହ ଙ୍କ ବାପା ଭୋଲା ସିଂହ ଏବଂ ତାଙ୍କ ସ୍ତ୍ରୀ ଜସପ୍ରୀତ କୌର ଙ୍କ ସହ ଅନୈତିକ ସମ୍ପର୍କ ଥିଲା। ଦୁଇ ଜଣ ନିଜ ଅନୈତିକ ସମ୍ପର୍କ ରେ ତାଙ୍କୁ ବାଧା ଭାବୁଥିଲେ।
ଏଥିପାଇଁ ଶଶୁର ବୋହୁ ଦୁଇ ଜଣ ରାତି ରେ ପ୍ଲାନିଙ୍ଗ ସହ ଧାରୁଆ ହତିଆର ରେ ସ୍ବାମୀ ଙ୍କୁ ହତ୍ୟା କରି ପ୍ରମାଣ ଲୁଚେଇବା ପାଇଁ ରାତାରାତି ଶବ ସତ୍କାର କରି ଦେଇଥିଲେ। ଘଟଣା ବିଷୟ ରେ ଯାଣିବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିନେଇଛି।
ମାନସା ର ଏସଏସପି ସୁରେନ୍ଦ୍ର ଲାଂବା କହିଛନ୍ତି କି ଆମକୁ ଖବର ମିଳିଥିଲା କି ମାନସା ଗାଁ ରେ ରହୁଥିବା ଜଗଜୀତ ଙ୍କୁ ତାଙ୍କ ସ୍ତ୍ରୀ ଏବଂ ବାପା ମିିଶି ହତ୍ୟା କରିଛନ୍ତି। ଯେଉଁ ଘଟଣା ଉପରେ ଧାରା ୩୦୨ ଅନୁସାରେତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି କି ପୋଲିସ ପାଖରେ ଖବର ପହଁଚିଲା ବେଳକୁ ସେମାନେ ତାଙ୍କର ଅନ୍ତିମ ସଂସ୍କାର କରି ସାରିଥିଲେ। ଯାହା ଦ୍ବାରା ପ୍ରମାଣ ଲୁଚେଇ ପାରିବେ। ସେ କହିଛନ୍ତି କି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଜାଞ୍ଚ ଆଗକୁ କରାଯାଉଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।