ମଦ ପିଇ ଘରକୁ ଫେରିଲା ପୁଅ, ମା ମଧ୍ୟ ବହୁତ ପିଇ ଥିଲେ ତାପରେ ସାମ୍ମନାକୁ ଆସିଲା ଆଶ୍ଚର୍ଯ୍ୟକର କାହାଣୀ

ଜାଜଂଗୀର/ପନ୍ନା ; ଏହି ଦୁଇ କାହାଣୀ ମା ପୁଅ ର ସମ୍ପର୍କ କୁ କେବଳ କଳଙ୍କିତ ନୁହେଁ ବଂର ଭୟ ମଧ୍ୟ ସୃଷ୍ଟି କରୁଛି। ତାଜା ଖବର ଛତିସଗଡ ର ଜାଂଜଗୀର ଜିଲ୍ଲା ର ସୋଂଠୀ ବାଓ୍ବାଡେରା ର ଅଟେ। ଏଠାରେ ଗୋଟିଏ ପୁଅ ମଦ ନିଶା ରେ ନିଜର ମା କୁ ପିଟି ଜୀବନ ରୁ ମାରି ଦେଲା। ପୁଅ ଠାରୁ ବଞ୍ଚିବା ପାଇଁ ମା ବହୁତ ଦୂର ପର୍ଯ୍ୟନ୍ତ ଦୌଡି ଯାଇ ପଡୋସି ଙ୍କ ଛାତରେ ଯାଇ ଲୁଚିଥିଲେ। କିନ୍ତୁ ପୁଅ କାଠ ବ୍ୟାଟ ରେ ପିଟି ପିଟ ଜୀବନ ରୁ ମାରିଦେଲା। ମହିଳା ଜଣଙ୍କର ସେହି ସମୟ ରେ ମୃତ୍ୟୁ ହୋଇଯାଇ ଥିଲା। ବମ୍ହୀଡୀହ ପୋଲିସ ମାମଲା ର ଦର୍ଜ କରି ଆରୋପୀ କୁ ଗିରଫ କରି ନେଇଛି। ମୃତକା ଶାରଦା ବାଈ ଗୋସ୍ବାମୀ ନଦୀ କୂଳରେ ନିଜର ଦୁଇ ପୁଅ ଏବଂ ବୃଦ୍ଧ ଶାଶୁ ଶଶୁର ଙ୍କ ସହ ରହୁଥିଲେ। ଅଭିଯୁକ୍ତ ପୁଅ ବିକ୍ରମ ମଦୁଆ ଅଟେ। ସେ ମହିଳା ଜଣକ ମଧ୍ୟ ମଦ ପିଉ ଥିଲେ। ମଙ୍ଗଳବାର ଦୁଇ ପ୍ରହର ରେ ଦୁଇ ଜଣ ମଦ ପିଇ ଥିଲେ। ବିକ୍ରମ ବାହାରୁ ମଦ ପିଇ ପୁରା ନିଶା ରେ ଚୁର ହୋଇ ଘରକୁ ଫେରିଥିଲେ। ଖାଇବା କୁ ନେଇ ଦୁଇ ଜଣଙ୍କ ମଧ୍ୟ ରେ ଝଗଡା ହେଲା ତା ପରେ ହତ୍ୟା। ଆଗକୁ ପଢନ୍ତୁ ଏହି ଘଟଣା ବିଷୟ ରେ..

ଘରେ ପହଁଚି ମଦୁଆ ପୁଅ ଖାଇବା ମାଗିଥିଲା କିନ୍ତୁ ନିଶାରେ ଚୁର ଥିବା ମା ଖାଇବା ଦେବା ପାଇଁ ମନା କରିଥିଲେ। ଏହି କଥା କୁ ନେଇ ଦୁଇ ଜଣଙ୍କ ମଧ୍ୟ ରେ ଝଗଡା ଆରମ୍ଭ ହୋଇଥିଲା। ତା ପରେ ପୁଅର ରକ୍ତ ଗରମ ହୋଇଯାଇଥିଲା।

ପୁଅ ମା ର ମୁଁହ ଏବଂ ବେକରେ କାଠର ବ୍ୟାଟରେ ବହୁତ ପ୍ରହାର କରିଥିଲା। ମହିଳା ଜଣକ ରକ୍ତ ଯୁଡ ବୁଡ ହୋଇ ସେଇଠି ପଡିଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୋଲିସ ଆରୋପୀକୁ ଧରି ନେଇଛି। ପଡୋସୀ ଘରେ ଚାଲୁଥିଲା ଦେବୀ ମା ଙ୍କ ପୂଜା ଏହି ମା ନିଜର ଜବାନ ପୁଅକୁ ବଳି ଚଢାଇ ଥିଲେ।

ଏହି ଘଟଣା ମଧ୍ୟ୍ୟପ୍ରଦେଶ ର ପନ୍ନା ଜିଲ୍ଲାର ଗତ ମାସରେ ସାମ୍ମନା କୁ ଆସିଥିଲା। କୋନୀ ଗାଁ ରେ ଅଧ ରାତିରେ ଏକ ବୃଦ୍ଧ ମା ଅନ୍ଧବିଶ୍ବାସର ଶିକାର ହୋଇ ନିଜର ୨୪ ବର୍ଷର ପୁଅ କୁ କୁଢାଡିରେ ହାଣୀ ହତ୍ୟା କରିଥିଲେ। ସେ ଏହାକୁ ବଳି ଚଢାଇଛନ୍ତି ବୋଲି କହିଥିଲେ। ଆରୋପୀ ସୁନିଆ ବାଈ ସମ୍ପୁର୍ଣ୍ଣ ଭାବରେ ପାଗଳ ବୋଲି କୁହାଯାଉଛି। ସେ କହି ହୁଅନ୍ତି କି ତାଙ୍କ ଦେହ କୁ ଦେବୀ ମା ଆସିଛନ୍ତି ବୋଲି। ତାଙ୍କର ଏହି କଥା ଉପରେ କିଏ ଧ୍ୟାନ ଦେଇ ନଥିଲେ।

ନବରାତ୍ରି କୁ ତାଙ୍କର ପୁଅ ଦ୍ବାରକା ପ୍ରସାଦ ଖାଇବା ଖାଇ ଶୋଇ ପଡିଥିଲେ। ତାର ବାପା ବହୋରୀ ଘର ବାହାରେ ଶୋଇ ଥିଲା। ପରିବାରର ଅନ୍ୟ ସଦସ୍ୟ ପଡୋସୀ ରେ ହେଉଥିବା ବରାଜୀ ଦେବୀ ଙ୍କର ପୂଜା ରେ ଥିଲେ। ଏହା ଭିତରେ ସୁନିଆ କୁରାଢି ରେ ପୁଅ ର ବେକ କାଟି ଦେଇଥିଲା। ଏହା ପରେ ସେ ତା ସ୍ବାମୀ ଙ୍କୁ ଡାକି ଏହି ବିଷୟରେ କହିଥିଲା। ନିଜର ପୁଅ ର ମୃତ ଶରୀର ଦେଖି ହସୁଥିବା ସ୍ତ୍ରୀ କୁ ଦେଖି ସ୍ବାମୀ ବହୋରୀଲାଲ ଥରିଉଠିଲେ। ସେ କାନ୍ଦାବାକୁ ଲାଗିଲେ। କାନ୍ଦ ଶୁଣି ସେଠି ଯାଇ ଲୋକ ପହଁଁଚି ଥିଲେ।

ପୋଲିସ ର ଜାଞ୍ଚ ରେ ସାମ୍ମନା କୁ ଆସିଲା କି ଆରୋପୀ ମହିଳା ନିଜେ ନିଜେ କହି ହୁଅନ୍ତି କି ତାଙ୍କ ଠାରେ ଦେବୀ ମା ଆସିଛନ୍ତି ବୋଲି। ସେ କାହାର ବି ବଳି ଚଢେଇବା କଥା କୁହନ୍ତି। ପରିବାର ଲୋକ କହୁଥିଲେ କି ତାଙ୍କର ଚିକିତ୍ସା ମଧ୍ୟ ହେଉଥିଲା। ମୃତକ ପୁଅ ଘରର ମଝିଆଁ ପୁଅ ଥିଲା। ତାଙ୍କର ଭଉଣୀ ମିଥଲେଶ ର ବିବାହ ହୋଇ ସାରିଥିଲା। ସେଠାରେ ସବୁଠାରୁ ଛୋଟ ଭାଈ ୨୦ ବର୍ଷ ବୟସ ର ରକ୍କୁ ଅଟେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *