paytm, google pay, phonepe ସହିତ ସବୁ ୟୁପିଆଇ ଆପ୍ସକୁ ନେଇ ଜାନୁଆରୀ ୧ ଠାରୁ ଲାଗିବ ନୂଆ ନିୟମ, ଜାଣନ୍ତୁ କଣ ସେହି ନିୟମ

ନେସନାଲ ପେମେଣ୍ଟ କରପୋରେସନ ଅଫ ଇଣ୍ଡିଆ ଥାର୍ଡ ପାର୍ଟି ଆପ ପ୍ରୋବାଇଡ ଉପରେ ୧ ଜାନୁଆରୀ ୨୦୨୧ ଠାରୁ ୩୦ % କ୍ୟାପ ଲଗେଇ ବାର ନିସ୍ପତି ନେଇଛି।

ଗୁଗୁଲ ପେ,ଫୋନ ପେ ଏବଂ ପେଟିଏମ ସହିତ ଥାର୍ଡ ପାର୍ଟି ପେମେଣ୍ଟ ଆପ ର ମାଧ୍ୟମ ରେ ୟୁପିଆଇ ପେମେଣ୍ଟ କରୁଥିବା ଲୋକମାନଙ୍କ ପାଇଁ ବଡ ଖବର। ନେସନାଲ ପେମେଣ୍ଟ କପରେସନ ଅଫ ଇଣ୍ଡିଆ ଥର୍ଡ ପାର୍ଟି ଆପ ପ୍ରୋଭାଇଡ ଉପରେ ଜାନୁଆରୀ ୧ ୨୦୨୧ ଠାରୁ ୩୦ % କ୍ୟାପ ଲଗେଇବାର ନିସ୍ପତି ନେଇଛି। ଏନପିସିଆଇ ଥାର୍ଡ ପାର୍ଟି ଆପ୍ସର ଏକାଧିକାରକୁ ବନ୍ଦ କରିବାକୁ ନିର୍ଣ୍ଣୟ ନେଇଛି।

ଏନପିସିଆଇ ଏକ ପ୍ରେସ ମିଟିଙ୍ଗ କରି କହିଛନ୍ତି ଥାର୍ଡ ପାର୍ଟି ଏମିତି ପ୍ରୋବାଇଡର୍ସ ଉପରେ ୩୦% ର କ୍ୟାପ ଲଗେଇ ବାର ନିସ୍ପତି ନେଇଛି। ଏନପିସିଆଇ ଏହି ନିସ୍ପତି ଭବିଷ୍ୟତ ରେ କୌଣସି ବି ଥାର୍ଡ ପାର୍ଟି ଆପକୁ ଏକାଧିକାର ବିକ୍ରିକୁ ରୋକିବା ଏବଂ ତାର ସାଇଜ ହିସାବରେ ମିଳୁଥିବା ବିଶେଷ ଫାଇଦା କୁ ରୋକିବା ପାଇଁ କରାଯାଇଛି। ଏନପିସିଆଇର ଏହି ନିସ୍ପତିରେ ୟୁପିଆଇ ଟ୍ରାଞ୍ଜାକ୍ସନରେ କୌଣସି ବି ଗୋଟିଏ ପେମେଣ୍ଟ ଆପର ଏକାଧିକାର ହେବ ନାହିଁ।

ଏନପିସିଆଇ ଦ୍ବାରା ଥାର୍ଡ ପାର୍ଟି ଆପ ପ୍ରୋଭାଇଡର୍ସ ଉପରେ ୩୦% କ୍ୟାପ ଲଗାଇବା ଦ୍ବାରା ଏହି ଆପ୍ସ ର ୟୁପିଆଇ ଲେନଦେନ ର ମାମଲା ରେ ଏକାଧିକାର ବନି ପାରିବ ନାହିଁ। ଏହି ନିସ୍ପତି ଆସିବା ସମୟ ରେ ଥାର୍ଡ ପାର୍ଟି ଆପର ଏକାଧିକାର କୁ ରୋକାଯାଇ ପାରିବ। ସରକାରଙ୍କ ଦ୍ବାରା କୁହାଯାଇଛି କି ଦେଶରେ ପ୍ରତ୍ୟକ ମାସରେ ପାଖା ପାଖି ୨୦୦ କୋଟି ୟୁପିିଆଇ ଲେନ ଦେନ ହେଉଛି। ଏହି ୟୁପିଆଇ ଲେନ ଦେନ ବିଭିନ୍ନ ପେମେଣ୍ଟସ ଆପ୍ସର ମାଧ୍ୟମରେ ହେଉଛି। ସରକାର ଙ୍କର କହିବା ଏହା କି ଆସୁଥିବା ଦିନ ରେ ଦେଶରେ ୟୁପିଆଇ ଲେନ ଦେନର ଚିତ୍ର ଆହୁରି ବଢିବ।

ବାସ୍ତବରେ ୟୁପିଆଇ ଟ୍ରାଞ୍ଜାକସନ ରେ ଆହୁରି ତିବ୍ର ଆସିବାର ଆଶା ରହିଛି। ଏଥିପାଇଁ ୟୁପିଆଇ ଥର୍ଡ ପାର୍ଟି ଆପର ଟ୍ରାଞ୍ଜାକସନ ଉପରେ ଲଗାମ ଲଗାଉଛି। ଜାନୁଆରୀ ୧ ପର ଠାରୁ ଟୋଟାଲ ମୂଲ୍ୟ ରୁ ଅଧିକ ରୁ ଅଧିକ ୩୦% ଟ୍ରାଞ୍ଜାକ୍ସନ ହି କରିପାରିବେ। ଏହା ସହିତ ୨୦୨୧ ଜାନୁଆରୀ ୧ ରୁ ଚେକ ଦ୍ବାରା ଶବ୍ଦକୋଶ ରୋକିବା ପାଇଁ ନୂଆ ବ୍ୟବସ୍ଥା କରାଯିବ।

ପାଞ୍ଚ ଲକ୍ଷ ର ଅଧିକ ସବୁ ଚେକ ପଜେଟିଭ ପେ ଚେକ ବ୍ୟବସ୍ଥା ଦ୍ବାରା ହିଁ କ୍ଲିଅର ହେବ। ଚେକ କାଟୁଥିବା ସମୟରେ ଗ୍ରାହକ ନିଜେ ବ୍ୟାଙ୍କ ର ଏନକ୍ୟାଶମେଣ୍ଟ ଙ୍କୁ ଜଣେଇବେ। ଚେକ କାଟୁଥିବା ଲୋକ ଏବଂ ଚେକ ଏନକ୍ୟାଶମେଣ୍ଟ କରୁଥିବା ଦୁଇ ଜଣଙ୍କ ତଥ୍ୟ ମିଳାଇବା ପରେ ହିଁ ତାଙ୍କର କ୍ଲିଅରାନ୍ସ ବ୍ୟାଙ୍କ କରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *