ଏହି ଗ୍ରହରେ ବହୁତ ତିବ୍ରରେ ପଡୁଛି ବିଜ୍ଜୁଳି, ଆଶ୍ଚର୍ଯ୍ୟ କରିଦେବ ଫଟୋ

ଆମର ସୌର ମଣ୍ଡଳ ରେ କେବଳ ପୃଥିବୀ ଏକ ଗ୍ରହ ନୁହେଁ ଯେଉଁଥିରେ ବିଜୁଳି ପଡିଥାଏ,ତୋଫାନ ଆସିଥାଏ,ବାଦଲ ଗରଜି ଥାଏ। କେତେକ ଅନ୍ୟ ଗ୍ରହ ମଧ୍ୟ ରହିଛି ଯେଉଁଥିରେ ଏପରି ଗତିବିଧୀ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଆମର ସୌର ମଣ୍ଡଳ ର ସବୁଠାରୁ ବଡ ଗ୍ରହ ରେ ଏହି ସମୟ ରେ ବଡ ଭୟାନକ ଝଡ ଆସୁଛି। ବାଦଲ ଗୋଲ ଗୋଲ ହୋଇ ଚାଲୁଛି,ବହୁତ ତିବ୍ର ରେ ଶବ୍ଦ କରି ବିଜୁଳି ଗରଜି ପଡୁଛି। ଏହି ବିଜୁଳି ଦୁଇ ପ୍ରହର ର ଅଟେ। ଏହାର ବହୁତ ଆଶ୍ଚର୍ଯ୍ୟକର ଫଟୋ ସାମ୍ମନା କୁ ଆସିଛି।

ଝଡ,ବାଦଲ ଏବଂ ବିଜୁଳି ଗୁଡିକ ର ମାଡ ସହୁଥିବା ଗ୍ରହ ର ନାମ ହେଉଛି ‘ ବୃହଷ୍ପତି ‘। ଆମେରିକାର ଅନ୍ତରିକ୍ଷ ଏଞ୍ଜେସି ନାସା ର ଜୂନୋ ସ୍ପେସକ୍ରାଫ୍ଟ ଏହି ଝଡ , ଚାଲୁଥିବା ବାଦଲ ଏବଂ ଗର୍ଜୁ ଥିବା ବିଜୁଳି ର ଫଟୋ ଉଠେଇ ନେଇଛି। ଫଟୋ ସାମାନ୍ୟ କ୍ୟାମେରା ବ୍ୟତିତ ଇର୍ଫାରେଡ,ଅଲ୍ଟାବାୟଲଟ କ୍ୟାମେରା ରେ ନିଆଯାଈଛି।

ଜୂନୋ ରୁ ପାଇଥିବା ଫଟୋ ର ଅଧୟନ କରିବା ଦ୍ବାରା ଜଣା ପଡିଲା କି ଏଠାରେ ଦୁଇ ପ୍ରହର କୁ ବିଜୁଳି ଗର୍ଜୁଛି। ନାସା ର ବୈଜ୍ଞାନିକ ଗୋଟିଏ ର ନାମ ସ୍ପ୍ରାଇଟି ଏବଂ ଅନ୍ୟ ଟିର ନାମ ଏଲ୍ବସ ଦିଆଯାଇଛି। ଆଶ୍ଚର୍ଯ୍ୟ କଲା ପରି ଏହି କଥା କି ଏହି ବିଜୁଳି ଗ୍ରହର ପୃଷ୍ଟ ଉପରେ ନୁହେଁ ବଂର ବାୟୁମଣ୍ଡଳ ଉପରେ ଗର୍ଜୁଛି। ଯାହା ପାଇଁ ଅନ୍ତରିକ୍ଷ ରେ ଆଲୋକ ଦେଖିବାକୁ ମିଳୁଛି।

ସ୍ପ୍ରାଇଟ ଏତେ ତିବ୍ର ରେ ଗର୍ଜୁଛି ଯେ ଶହ ଶହ କିଲୋମିଟର ଦୂର ଅନ୍ତରିକ୍ଷ ରେ ଏକ ସ୍ପଟ ରେ ଦେଖିବାକୁ ମିଳିଛି। ଯେତେବେଳେ କି ଏଲ୍ବସ ବାୟୁମଣ୍ଡଳ ର ଉପରେ ଶହ ଶହ କି.ମି ପର୍ଯ୍ୟନ୍ତ ବିସ୍ତୃତ ରହିଥିବାର ଦେଖିବାକୁ ମିଳିଛି। ଏହାର ଅର୍ଥ ଏହା ଭିତରେ ଏକା ଥରେ କେତେକ ବିଜୁଳି ମାରିଥାଏ। ବାଦଲ ଉପରେ ଏବଂ ତଳେ କେତେକ ଆଲୋକ ଦେଖିବାକୁ ମିଳିଥାଏ।

ନାସାର ବୈଜ୍ଞାନିକ ମାନେ ଅଧୟନ କଲା ପରେ ଜାଣିଲେ ଯେ ବାୟୁମଣ୍ଡଳର ଉପରେ ଥିବା ନାଇଟ୍ରୋଜେନ କଣ ଅନ୍ୟ ଗ୍ୟାସ ରେ ଧକ୍କା ହୋଇ ଏହି ପ୍ରକାରର କ୍ରିୟା କରୁଛି। ୨୦୧୬ ରୁ ଆରମ୍ଭ କରି ୨୦୨୦ ଭିତରେ ଜୂନୋ ସ୍ପେସକ୍ରାଫ୍ଟ ବୃହଷ୍ପତି ଗ୍ରହ ୧୧ ରେ ତିବ୍ର ଏବଂ ବହୁତ ବଡ ବିଜୁଳି ପଡିବାର ରେର୍କଡ କରାଯାଇଛି। ଏହି ବିଜୁଳି ର ତିବ୍ରତା ଏବଂ କ୍ଷେତ୍ରଫଳ ରେ ବହୁତ ବଡ ଥିଲା।

ଏହି ଝଡ,ବିଜୁଳି ଏବଂ ବାଦଲ ଉପରେ ଅଧ୍ୟୟନ ର ରିର୍ପୋଟ ଜର୍ନଲ ଅଫ ଜିୟୋଫିଜିକଲ ରିସର୍ଚ; ପ୍ଲୈନେଟ୍ସ ରେ ଲୁଚି ରହିଛି। ଏହାକୁ ଲେଖିଥିବା ଲେଖିକା ଏବଂ ବୈଜ୍ଞାନିକ ରୋହିଣୀ ଜିଲ୍ସ କହିଛନ୍ତି କି ଆମ ପାଖରେ ଏହି ବିଜୁଳି ମାନଙ୍କର କେତେକ ପ୍ରମାଣ ରହିଛି। ଏହା ଅଦ୍ଭୂତ ଅଟେ। ଏହି ବିଜୁଳି ଗୁଡିକ ବୃହଷ୍ପତି ଗ୍ରହ ର ପୃଷ୍ଟ ଏବଂ ବାୟୁମଣ୍ଡଳ ର ଶହ ଶହ କିଲୋମିଟିର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି।

ରୋହିଣୀ କହିଛନ୍ତି କି ଜୂନୋ ସ୍ପେସକ୍ରାଫ୍ଟ ବର୍ତ୍ତମାନ ଏହି ଫଟୋ ବୃହଷ୍ପତି ଗ୍ରହ ଠାରୁ ବହୁତ ଦୂର ରୁ ନିଆ ଯାଇଛି। ଯେତେବେଳେ ଏହା ଆଉ ଅଧିକ ପାଖକୁ ଯିବ ତେବେ ଆମକୁ ଆଉ ଭଲ ଫଟୋ ମିଳିବ। ଆମକୁ ବେଶି ଗଭୀର ଅଧୟନ କରିବାର ମୌକା ମିଳିବ। ଏହା ସହିତ ବୃହଷ୍ପତି ବାୟୁମଣ୍ଡଳ ବାୟୁମଣ୍ଡଳ ର ଅଧୟନ କରିବାରେ ଅଧିକ ସାହାର୍ଯ୍ୟ ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *