ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ରେ ଏସବିଆଇ ଯଦି ଆପଣଙ୍କ ଖାତା ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ବ୍ୟାଙ୍କ ଗ୍ରାହକ ଙ୍କୁ ଆର୍ଲଟ କରିଛି କି ଆପଣ କୌଣସି ସୋଶିଆଲ ମିଡିଆର ଫେକ ମେସେଜ ର ଚକର ରେ ନ ପଡନ୍ତୁ।
ନୂଆ ଦିଲ୍ଲୀ : ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ରେ ଏସବିଆଇ ଯଦି ଆପଣଙ୍କ ଖାତା ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ବ୍ୟାଙ୍କ ଗ୍ରାହକ ଙ୍କୁ ଆର୍ଲଟ କରିଛି କି ଆପଣ କୌଣସି ସୋଶିଆଲ ମିଡିଆର ଫେକ ମେସେଜ ର ଚକର ରେ ନ ପଡନ୍ତୁ। ବ୍ୟାଙ୍କ ଆଜି କାଲି ହେଉଥିବା ଧୋକାବାଜୀ ପାଇଁ ସତର୍କ କରିଛି। ବ୍ୟାଙ୍କ କହିଛି କି ସୋଶିଆଲ ମିଡିଆରେ ବହୁତ ମିଛ ଏବଂ ଜାଲି ମେସେଜ ଗ୍ରାହକ ମାନଙ୍କୁ ପଠା ଯାଉଛି କିନ୍ତୁ ବ୍ୟାଙ୍କ ଗ୍ରାହକ ମାନଙ୍କୁ ଏମିତି କିଛି ମେସେଜ ପଠାଇ ନଥାଏ।
ସୋସିଆଲ ମିଡ଼ିଆରୁ ରୁହ ସତର୍କ :
ସବିଆଇ ଟ୍ବିଇଟର ରେ ଗ୍ରାହକ ଙ୍କୁ ସାବଧାନ କରିଛି। ଏସବିଆଇ କହିଛି କି ଗ୍ରାହକ ମାନଙ୍କୁ ଅନୁରୋଧ କରୁଛୁ କି ସେମାନେ ସୋଶିଆଲ ମିଡିଆରେ ସତର୍କ ରୁହନ୍ତୁ ଏବଂ କୌଣସି ମିଛ ଜାଲିଆତି ର ଶୀକାର ନ ହୁଅନ୍ତୁ। ଯଦି ଆପଣ ଏହାର ଧ୍ୟାନ ନ ରଖିବେ ତାହେଲେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି ହୋଇପାରେ।
SBI customers are requested to be alert on Social Media and not fall for any misleading and fake messages.#SBI #StateBankOfIndia #CyberSecurity pic.twitter.com/XQpChKLt67
— State Bank of India (@TheOfficialSBI) November 9, 2020
ବ୍ୟକ୍ତିଗତ ବିବରଣୀ କେବେବି ସେୟାର କରନ୍ତୁ ନାହିଁ :
ଏହା ସହିତ ଗ୍ରାହକ ନିଜର ପର୍ସନାଲ ଡିଟେଲ୍ସ କାହାକୁ ସେୟାର ନ କରନ୍ତୁ। ଏହା କରିବା ଦ୍ବାରା ଗ୍ରାହକ ଖାତା ରୁ ଜମା ହୋଇଥିବା ପଇସା ଉଡି ଯାଇପାରେ। ବ୍ୟାଙ୍କ କହିଛି କି ନିଜେ ନିଜର ଏଟିଏମ ପିନ,କାର୍ଡ ନମ୍ବର,ଆକାଉଣ୍ଟ ନମ୍ବବର ଏବଂ ଓଟିପି କେବେ କାହା ସହିତ ସେୟାର କରନ୍ତୁ ନାହିଁ।
ନକଲି ୱେବସାଇଟ୍ ସମ୍ବନ୍ଧରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଥିଲା:
ଏହା ପୂର୍ବରୁ ବ୍ୟାଙ୍କ ଏସବିଆଇ ନାଁ ରେ ଚଲାଉ ଥିବା ଠକ ବ୍ୟବସାୟୀ ଙ୍କୁ ନେଇ ଆର୍ଲଟ କରିଥିଲା। ବ୍ୟାଙ୍କ କହିଥିଲା କି ଏସବିଆଇ ଗ୍ରାହକ ଏପରି ସନ୍ଦେଶ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଯେଉଁ ବ୍ୟବସାୟୀ ତାଙ୍କୁ ବ୍ୟାଙ୍କ ପାସଓ୍ବାଡ ଏବଂ ଆକିଉଣ୍ଟ ସହିତ ଜଡିତ ଥିବା ଅପଡେଟ ତଥ୍ୟ ପାଇଁ କହିଥିବେ।
ବ୍ୟାଙ୍କ ସମୟ ସମୟରେ ଆଲର୍ଟ ଜାରି କରିଥାଏ:
ଦେଶର ସବୁଠାରୁ ବଡ ବ୍ୟାଙ୍କ ଗ୍ରାହକ ଙ୍କ ସୁରକ୍ଷା ପାଇଁ ଆସୁଥିବା ଦିନ ପାଇଁ ଆର୍ଲଟ କରୁଛି। ଏସବିଆଇର ଲକ୍ଷ ଏସବିଆଇ ଗ୍ରାହକଙ୍କ ପଇସା ସୁରକ୍ଷିତରେ ରଖିବା। ବ୍ୟାଙ୍କ ନିଜର ଟ୍ବୁଇଟର ହ୍ୟାଣ୍ଡଲ ଏବଂ ଏମଏମଏସ ସାହାର୍ଯ୍ୟ ରେ ଗ୍ରାହକ ମାନଙ୍କୁ ଆର୍ଲଟ କରୁଛି।
ଏସବିଆଇ ଗ୍ରାହକମାନେ ଏହି ଉପାୟରେ ବାଲାନ୍ସ ଚେକ କରିପାରିବେ :
ଏସବିଆଇର ବାଲାନ୍ସ ଜାଣିବା ପାଇଁ ଆପଣ ଆପଣଙ୍କ ମୋବାଇଲ ରୁ ରେଜିଷ୍ଟର ନମ୍ବର ରୁ ଟୋଲଫ୍ରି ନମ୍ବର ୯୨୨୩୭୬୬୬୬୬ ରେ ମିସ୍ଡ କଲ ଦିଅନ୍ତୁ। ମେସେଜରେ ବାଲାନ୍ସ ଜାଣିବା ପାଇଁ ୦୯୨୩୭୬୬୬୬୬ ରେ BAL ମେସେଜ ପଠାନ୍ତୁ। ଏହାପରେ ଆପଣଙ୍କୁ ମେସେଜ ସାହାର୍ଯ୍ୟରେ ବାଲାନ୍ସ ବିଷୟରେ ଜଣା ପଡିଯିବ। ଧ୍ୟାନ ରଖିଥିବେ ଏହି ତଥ୍ୟ ପାଇଁ ନମ୍ବର ବ୍ୟାଙ୍କ ରେ ରେଯିଷ୍ଟର ଥିବା ଜରୁରୀ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।