ସୁଶାନ୍ତଙ୍କ ପାଇଁ ବଲିଉଡରୁ ଆସିଲା ଆଉ ଜଣଙ୍କ ସପୋର୍ଟ, ପ୍ରଥମ ଥର ପାଇଁ ସେ କହିଲେ କହିଲେ ଏମିତି

ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ପାଞ୍ଚ ମାସ ହୋଇଗଲାଣି। ଏହା ଭିତରେ ମଧ୍ୟ କେତେକଙ୍କୁ ଗିରଫ କରି ନିଆ ଯାଉଛି ତା ସହିତ କିଛି ପଚାରା ଉଚରା କରି କିଛି ତଥ୍ୟ ସଂଗ୍ରହ କରାଯାଉଛି। ଏହା ଭିତରେ ଏକତା କାପୁରଙ୍କ ଭାଈ ତୁଷାର କାପୁର ସୁଶାନ୍ତ କେସରେ କିଛି ଖୁଲାସା କରିଛନ୍ତି। ସେ ସୁଶାନ୍ତଙ୍କୁ ନିଜ ଭାଈ ବୋଲି କହିଛନ୍ତି ଏବଂ ଏହା ସହିତ ସେ କହିଛନ୍ତି କି ସେ ସୁଶାନ୍ତଙ୍କ ସହିତ ସବୁବେଳେ ରହିଛନ୍ତି। ସେ ସୁଶାନ୍ତଙ୍କୁ ନିଶ୍ଚିତ ରୂପେ ନ୍ୟାୟ ଦେଇକି ହିଁ ରହିବେ।

ତୁଷାର ସେହି ପରିବାର ର ଅଟନ୍ତି ଯେଉଁ ପରିବାର ପ୍ରଥମେ ସୁଶାନ୍ତଙ୍କୁ କାମ ଦେଇଥିଲେ। କେବଳ ଶୋ ପବିତ୍ର ରିସ୍ତା ନୁହେଁ ତା ସହିତ ଫିଲ୍ମ ରେ ମଧ୍ୟ ସୁଶାନ୍ତ ଙ୍କୁ ତୁଷାରଙ୍କ ପରିବାର ଲୋକ ସୁଯୋଗ ଦେଇଥିଲେ। ଏକତା କାପୁର ତୁଷାର ଙ୍କ ଭଉଣୀ ସୁଶାନ୍ତ ଙ୍କୁ ସିରିଏଲ ରୁ ନେଇ ଷ୍ଟାର ବନେଇଥିଲେ। ସେଇଠାରେ ତୁଷାର ଙ୍କର କର୍ଜନ ବ୍ରଦର ଅଭିଷେକ କାପୁର ସୁଶାନ୍ତ ପ୍ରଥମେ କାଇପୋଚେ ଏବଂ ତା ପରେ କେଦାରନାଥ ଭଳି ବଡ ଫିଲ୍ମ ରେ କାମ ଦେଇଥିଲେ। ଏଥିରେ ଜଣା ପଡୁଛି ସୁଶାନ୍ତ ଙ୍କର କାରିଅର ରେ ତୁଷାର ଙ୍କ ପରିବାର ର ବହୁତ ବଡ ହାତ ରହିଥିଲା। ପୂର୍ବରୁ ମଧ୍ୟ ଖବର ଆସିଥିଲା କି ଏକତା ମଧ୍ୟ ସୁଶାନ୍ତ ଙ୍କୁ ବ୍ୟାନ କରି ଦେଇଦେଇ ଥିଲେ ଏବଂ ସୁଶାନ୍ତ ଙ୍କ ବିରୋଧ ରେ ଚକ୍ରାନ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଏକତା ଙ୍କ ଭାଈ ତୁଷାର ବହୁତ ବଡ ଖବର ଖୁଲାସା କରିଛନ୍ତି।

ତୁଷାର ଏକ ଅନଲାଇନ ପୋର୍ଟୋଲ ରେ କଥା ହୋଇ କହିଥିଲେ ସୁଶାନ୍ତ ଙ୍କର ଯିବା ତାଙ୍କ ପରିବାର ପାଇଁ ବହୁତ ବଡ ପର୍ସନାଲ ଲସ ଅଟେ। ତୁଷାର କହିଛନ୍ତି କି ସୁଶାନ୍ତ ଙ୍କର ତାଙ୍କ ଘରକୁ ଯିବା ଆସିବା ଥିଲା। ସୁଶାନ୍ତ ତାଙ୍କ ପରିବାର ପରି ଥିଲେ ତାଙ୍କ ଭାଈ ପରି। ସୁଶାନ୍ତ ଙ୍କ ସହିତ ତାଙ୍କର ପର୍ସନାଲ କଥା ଏବଂ ପ୍ରଫେସନାଲ କଥା ମଧ୍ୟ ହେଉଥିଲା। ତୁଷାର କହିଛନ୍ତି କି ସୁଶାନ୍ତ ଟିଭି ର ପବିତ୍ର ରିସ୍ତା ରେ ବହୁତ ଭଲ ଅଭିନୟ କରି ଟିଭି ର ସୁପରଷ୍ଟାର ହୋଇ ଯାଇଥିଲେ। ଏବଂ ପବିତ୍ର ରିସ୍ତା ଟିଭି ର ପ୍ରଥମ ସୁପରହିଟ ଶୋ ଥିଲା। ସେ ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ଜଣେ ବହୁତ ଭଲ ଆକ୍ଟର ଏବଂ ବହୁତ ଭଲ ମଣିଷ ଥିଲେ। ତାଙ୍କର ଏହି ପରିସ୍ଥିତି ପାଇଁ ଯିଏ ବି ଦାୟୀ ହେଉ ତାକୁ ବହୁତ କଡା ଦଣ୍ଡ ଦିଆଯିବ। ଏବଂ ଏହା ସହ ସେ କହିଛନ୍ତି କି ସେ ସୁଶାନ୍ତ ଙ୍କ ସହ ପ୍ରଥମ ରୁ ଅଛନ୍ତି ଏବଂ ଏବେ ତାଙ୍କୁ ନ୍ୟାୟ ଦେବା ପାଇଁ ଲଢିବେ। ହ୍ରିତିକ୍ ରୋଶନ୍ ଙ୍କ ପରେ ବଲିଉଡ୍ ରୁ ପୁଣି ଜଣେ ଅଭିନେତା ତୁଷାର ସୁଶାନ୍ତଙ୍କ ସପୋଟରେ କହିଛନ୍ତି।

ବଲିଉଡର ଗଞ୍ଜଡିଆଙ୍କ ଉପରେ ସିଧା ସିଧା ଆକ୍ସନ ହେଉଛି। ଅର୍ଜୁନ ରାମପାଲଙ୍କ ଘରେ ଜାଞ୍ଚ ସମୟରେ ଅର୍ଜୁନଙ୍କ ଡ୍ରାଇଭର କୁ ପଚରା ଉଚରା କରିଥିଲେ। ରାମପାଲଙ୍କ ଶଳା ଏବଂ ତାଙ୍କ ପ୍ରେମିକାର ଭାଈ ଆଗାସିଲୋସିଆ ପ୍ରଥମ ରୁ ଜେଲ ରେ ଅଛନ୍ତି। ଏନସିବିର ଜାଞ୍ଚ ସମୟ ରେ ଅର୍ଜୁନ ରାମପାଲଙ୍କ ଘରୁ କେତେକ ଆପତି ଜନକ ଜିନିଷ ମିଳିଥିଲା। ଯେଉଁଥିରେ ମୋବାଇଲ,ଲାପଟପ ବ୍ୟତିତ ଆଉ କେତକ ଜିନିଷ ଥିଲା। ଅଲଗା ପ୍ରକାରର ଡିଜିଟାଲ ଡିଭାଇଜ ମଧ୍ୟ ମିଳିଥିଲା। ଏହିପରି ଡିଭାଇଜ ରିୟା ଚକ୍ରବତୀଙ୍କ ଘରୁ ମିଳିଥିଲା। ରାମପାଲଙ୍କ ଘରୁ ପ୍ରତିବନ୍ଧିକ ଡ୍ରଗସ ମଧ୍ୟ ମିଳିଥିଲା। ଏହାପରେ ଏନସିବି ସଙ୍ଗେ ସଙ୍ଗେ ନିଜ ଅଫିସ କୁ ଡକାଇ ଥିଲେ କି ୧୧ ନଭେମ୍ବର କୁ ଆସି ଦେଖା କରିବାକୁ। ଏହା ସହିତ ଅର୍ଜୁନ ରାମପାଲଙ୍କ ପ୍ରେମିକା ଗେଭ୍ରିଲା ଙ୍କୁ ମଧ୍ୟ ଏନସିବି ନିଜ ଅଫିସ କୁ ଡକାଇ ଥିଲେ।

ନଭେମ୍ବର ୧୧ କୁ ଏମାନଙ୍କୁ ପଚରା ଉଚରା କରାଯିବ। ତାଙ୍କ ଘରୁ ମିଳିଥିବା ସବୁ ଜିନିଷ ବିଷୟରେ ପଚରା ଉଚରା କରାଯିବ। ଗେଭ୍ରିଲା ଗତ ବର୍ଷ ଅର୍ଜୁନ ରାମପାଲ ଙ୍କ ପିଲା ର ମା ବନିଛନ୍ତି। ଏମେନେ ଏହି ଦେଢ ବର୍ଷ ର ପିଲା କୁ ଛାଡି ଜେଲେ ଯାଇପାରନ୍ତି। ଯଦି ଏମାନେ ଏନସିବି ର ପ୍ରଶ୍ନ ରେ ଭୁଲ ଭାଲ କଲେ ତେବେ ତାଙ୍କୁ ତୁରନ୍ତ ଆରେଷ୍ଟ କରାରିବ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ କୌଣସି ବଡ ଗିରଫତାରୀ ହୋଇ ନ ଥିଲା କିନ୍ତୁ ଅର୍ଜୁନ ଙ୍କ ଗିରଫ କଲା ପରେ ଏହା ବଡ ଗିରଫତାରୀ ବୋଲି କୁହାଯାଇ ପରିବ। ଏମାନଙ୍କ ଗିରଫ ପରେ ମଧ୍ୟ ଆଉ କେତେକ ଅପରାଧୀ ଙ୍କ ନାଁ ଆସିପାରେ ଯେଉଁମାନେ ଅର୍ଜୁନ ରାମପାଲ ଙ୍କ ଅତି ନିବିଡ ଅଟନ୍ତି। ଜଣାପଡୁଛି ଯେ ଏନସିବି ର ଏହି ପଚରା ଉଚରା ପରେ ହୁଏ ତ ସେ ଆଉ ଅନ୍ୟ କେତେକ ଙ୍କ ନାଁ କହିପାରନ୍ତି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *