ଅବୈଧ ସବନ୍ଧ ରେ ବାଧା ହେଉଥିବା ଇଣ୍ଟର କଲେଜର ପ୍ରବକ୍ତା ଙ୍କୁ ତାଙ୍କ ସ୍ତ୍ରୀ ନିଜର ପ୍ରେମୀ ସହ ମିଶି ପାଞ୍ଚ ଲକ୍ଷ ଟଙ୍କାର ସୁପାରୀ ଦେଇ ଜୀବନରୁ ମାରିଦେଲେ। ପୋଲିସ ଏହି ମାମଲା ରେ ସ୍ତ୍ରୀ ସହିତ ଆଉ ତିନି ଜଣ କୁ ଗିରଫ କରି ନେଇ ଜେଲ ପଠେଇ ଦେଇଛି। ଏ ପର୍ଯ୍ୟନ୍ତ କେତେକ ଅଭିଯୁକ୍ତ ଫେରାର ଅଛନ୍ତି।
ନିଜର ସୁନ୍ଦରତା ଉପରେ ଗର୍ବ କରୁଥିବା ସ୍ତ୍ରୀ ଅତି ନୃସଂଶ ପରି ନିଜର ପ୍ରେମୀ ସହ ମିଶି ସ୍ୱାମୀକୁ ହତ୍ୟା କରିଛନ୍ତି । ଇଜ୍ଜତନଗର ଥାନା କ୍ଷେତ୍ରର କର୍ମଚାରୀ ନଗର ନିବାଶୀ ଅବଧେଶ ଇଣ୍ଟର କଲେଜର ପ୍ରବକ୍ତା ଥିଲେ ।
କୁହାଯାଉଛି କି ଅବଧେଶଙ୍କ ସ୍ତ୍ରୀ ବିନୀତା ନିଜର ସ୍ବାମୀ ଠାରୁ ଦଶ ବର୍ଷ ସାନ ଥିଲେ ଯାହା ପାଇଁ ସେ ତାଙ୍କ ସ୍ବାମୀକୁ ପସନ୍ଦ କରୁ ନଥିଲେ।
ବିନୀତା ନିଜର ପ୍ରେମୀ ସହ ମିଶି ନିଜର ସ୍ବାମୀ କୁ ମାରିବା ପାଇଁ ପ୍ଲାନିଙ୍ଗ କଲେ ଏବଂ ପୁଣି ପାଞ୍ଚ ଲକ୍ଷ ସୁପାରୀ ଦେଇ ସ୍ବାମୀ ଙ୍କୁ ମାରି ଦେଲେ। ଏହାପରେ ବିନୀତା ନିଜର ଭଉଣୀ, ଭାଈ,ବାପା, ପ୍ରମିକ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତି ଙ୍କ ସହ ମିଶି ସବକୁ ଲୁଚାଇ ଥିଲେ। ରାତି ଅଧ ରେ ଏହି ସବୁ ଲୋକମାନେ ଶବ କୁ କାର ରେ ରଖି ଏବଂ ଫିରୋଜାବାଦ ନେଇ ତାକୁ ପୋତି ଦେଇଥିଲେ।
ଏସଏସପି ରୋହିତ ସିଂହ ସଜବାଣ କହିଛନ୍ତି କି ଇଣ୍ଟର କଲେଜ ର ପ୍ରବକ୍ତା ଅବଧେଶ ଙ୍କ ବାପା,ମା ଙ୍କ ତରଫ ରୁ ଇଜ୍ଜତନଗର ଥାନା ରେ ଏଫଆର ର୍ଦଜ କରାଯାଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ଯାହା ପରେ ଘଟଣା ବିଷୟରେ ସମ୍ପୁର୍ଣ୍ଣ ଜଣା ପଡିଛି। ଶେଷରେ ପୋଲିସ ହତ୍ୟାକାରୀ ସ୍ତ୍ରୀ ବିନୀତା କୁ ଗିରଫ
କରିନେଇଛି। ପୋଲିସ ବର୍ତ୍ତମାନ ତିନି ଅପରାଧୀ ଙ୍କୁ ଗିରଫ କରିନେଇଛି। କିନ୍ତୁ ଏ ପର୍ଯ୍ୟନ୍ତ କିଛି ଅପରାଧୀ ଧରା ପଡି ନାହାଁନ୍ତି। ଏସଏସପି କହିଛନ୍ତି ଅନ୍ୟ ବାକି ଅପରାଧୀ ଙ୍କୁ ପୋଲିସ ବହୁତ ଜଲଦି ଗିରଫ କରିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।