ଏହାକୁ ମାତ୍ର ଥରେ ପିଅନ୍ତୁ, ତାପରେ ଆପଣଙ୍କ ପେଟ ସମ୍ପୂର୍ଣ ଭାବେ ହୋଇଯିବ ସଫା

ବନ୍ଧୁଗଣ ଯେତେବେଳେ ଆପଣଙ୍କୁ ଭଲ ଭାବେ ଶୌଚ ହୋଇ ନଥାଏ ମଳତ୍ୟାଗ କରିବାରେ ଯଦି କଷ୍ଟ ଅନୁଭୂତ ହେଉଥାଏ ତେବେ ଆମେ ତାହାକୁ କବଜ କହିଥାଉ। ଯେତେବେଳେ ଆମ ଶରୀରରେ ପାଣିର ଅଭାବ ହୋଇଯାଏ ସେତେବେଳେ ଆମ ଅନ୍ତରରେ ଥିବା ମଳ ଶୁଖି ଯାଏ ଫଳରେ ଆମେ ଯେତେବେଳେ ମଳତ୍ୟାଗ କରିବାକୁ ଚେଷ୍ଟା କରିଥାଉ ତାହା ସହଜରେ ବାହାରି ନଥାଏ। ଫଳରେ ଆମକୁ ବହୁତ କଷ୍ଟ ଅନୁଭୂତ ହୋଇଥାଏ। ଯଦି ଆମର digestion ଠିକ ରହିନଥାଏ ତେବେ ଆମ ଶରୀରକୁ ଅନେକ ପ୍ରକାରର ସମସ୍ୟାକୁ ଭୋଗିବାକୁ ପଡିଥାଏ।

ତେବେ ଏମିତିରେ କଣ କରିପାରିବା ଯାହା ଦ୍ୱାରା କବଜ ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯିବ। ଆପଣଙ୍କ ମଳ ଠିକ ଭାବେ ଆସିବାକୁ ଲାଗିବ। ପାଣିର ଅଭାବକୁ ଆପଣଙ୍କ ଶରୀରେ ପୂରଣ କରନ୍ତୁ। ପୁରୁଷ ମାନେ ୩ ଲିଟର ଏବଂ ମହିଳା ମାନେ ୨ ଲିଟର ପାଣି ପ୍ରତିଦିନ ପିଅନ୍ତୁ। ରାତିରେ ଚେଷ୍ଟା କରନ୍ତୁ ଫାଇବର ଯୁକ୍ତ ଖାଦ୍ୟ ଅଧିକ ଖାଇବା ପାଇଁ ଏବଂ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଦିନରେ ଆମିଷ ଖାଆନ୍ତୁ। ରାତିରେ ଆମିଷ ଖାଆନ୍ତୁ ନାହିଁ।

ଯଦି ଆପଣଙ୍କର ବସିରହିବା କାମ ହୋଇଥାଏ ତେବେ ଆପଣଙ୍କର ଖାଦ୍ୟ ଠିକ ଭାବେ ପାଚନ ହୋଇ ନଥାଏ। ଆପଣଙ୍କୁ ଗ୍ୟାସ ସମସ୍ୟା ହୋଇଥାଏ, ଆପଣଙ୍କ ପେଟ ପୁରି ରହିଲା ଭଳି ଲାଗେ। ଅର୍ଶ୍ଵ ଏବଂ କବଜ ଭଳି ସମସ୍ୟା ହେବାକୁ ଲାଗେ। ଏହି ଭଳି ଲୋକମାନେ ଭଜନ ପରେ ନିଶ୍ଚୟ କିଛି ବାଟ ଖାଲି ପାଦରେ ଚାଲନ୍ତୁ। ପ୍ରାୟ ହଜାରେ ପାଦ ନିଶ୍ଚୟ ଚାଲନ୍ତୁ। ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କୁ କବଜ ଭଳି ସମସ୍ୟା ଅଛି ଏବଂ ଖାଦ୍ୟ ଖାଇସାରି ତୁରନ୍ତ ବସି ଯାଆନ୍ତି ତେବେ କୌଣସି ବି medicine କିମ୍ବା କୌଣସି ବି ଉପଚାର ଦ୍ୱାରା ଆପଣଙ୍କ କବଜ ଭଳି ସମସ୍ୟା କେବେବି ଭଲ ହେବ ନାହିଁ।

big cardamom,ଏହାକୁ ଆମେ ଅଳେଇଚ କିମ୍ବା ପେଶୀ ମଧ୍ୟ କହିଥାଉ। ଏହା ସହଜରେ ଆପଣଙ୍କୁ ମାର୍କେଟ ରେ ମିଳିଯିବ । ୨୦ ଗ୍ରାମ ପେଶୀ କୁ ନେଇ ତାର ଗୁଣ୍ଡ କରିଦିଅନ୍ତୁ। ଏବେ ଆପଣ ଏହି ଗୁଣ୍ଡକୁ ୨ ଚାମଚ ନେଇ ଏକ ଗ୍ଲାସ ପାଣିରେ ମିଶେଇ ଦିଅନ୍ତୁ ଏବଂ ଏହି ପାଣିକୁ ରାତି ସାରା ଫୁଲିବା ପାଇଁ ଛାଡି ଦିଅନ୍ତୁ। ସକାଳେ ଏହାକୁ ଛାଣି ପିଇ ନିଅନ୍ତୁ। କଠିନ ହୋଇଯାଇଥିବା ମଳ ତରଳ ହୋଇ ବାହାରକୁ ବାହାରି ଆସିବ। ଏହା ଆପଣ ପ୍ରତିଦିନ କରିପାରିବେ। ଯେ ପର୍ଯ୍ୟନ୍ତ ଆପଣଙ୍କର କବଜ ଭଳି ସମସ୍ୟା ସବୁ ଦିନ ପାଇଁ ଠିକ ନହୋଇଯାଏ। ଯଦି ଅଧିକ କବଜ ଭଳି ସମସ୍ୟା ରହୁଅଛି ତେବେ ଏହାକୁ ରାତିରେ ସେବନ କରିପାରିବେ। ନହେଲେ ଦିନରେ ଥରେ ଏହାକୁ ସେବନ କରନ୍ତୁ।

ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ସେଥିରେ ୨ ଚାମଚ ଯୋଡ଼ା ତେଲ (Castro oil ) ମିଶାନ୍ତୁ। ଯଦି ଛୋଟ ପିଲାମାନେ ପିଉ ଅଛନ୍ତି ତେବେ ଏକ ଚାମଚ ମିଶାନ୍ତୁ ଯଦି ବଡ଼ ଲୋକ ମାନେ ତେବେ ୨ ଚାମଚ ମିଶାନ୍ତୁ। ଏହି ଯୋଡ଼ା ତେଲ କୌଣସି ବି ବଣିଆ ଦୋକାନରେ ବହୁତ ସହଜରେ ମିଳିଯିବ। ରାତିରେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପିଇ କରି ଶୋଇ ପଡ଼ନ୍ତୁ। ଏହାର ସେବନ ଦ୍ୱାରା ସକାଳେ ଆପଣଙ୍କର ପେଟ ସମ୍ପୂର୍ଣ୍ଣ ଭାବେ ସଫା ହୋଇଯାଏ ଏବଂ ଏହା କବଜ ଭଳି ସମସ୍ୟା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ।

ପାଳଙ୍ଗ ପୁରୁଣାରୁ ପୁରୁଣା କବଜ ଭଳି ସମସ୍ୟାକୁ ଦୂର କରିଥାଏ। ଏଥିପାଇଁ ଆପଣ ପାଳଙ୍ଗ ଶାଗ ଆଣି ତାହା ଜୁସ ତିଆରି କରି ଘରେ ପିଇ ପାରିବେ। ଏହି ଶାଗକୁ ଆଣି ଭଲ ଭାବରେ ଧୋଇଦିଅନ୍ତି ଏବଂ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଛାଣି ନିଅନ୍ତୁ। ଏକ ଗ୍ଲାସ ପାଳଙ୍ଗ ସାଗର ଜୁସ ପ୍ରତିଦିନ କରନ୍ତୁ। ଏହା ଆପଣଙ୍କ କବଜ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିମ ଲାଭଦାୟକ ଅଟେ।

ଏହି ସବୁ ଉପାୟକୁ ନିଶ୍ଚୟ ଆପଣାନ୍ତୁ ଦେଖିବେ ଆପଣଙ୍କ କବଜ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଏହା ବ୍ୟତୀତ ସକାଳେ ଉଠି ଏକ ଗ୍ଲାସ ଉଷୁମ ପାଣିରେ ଗୋଟେଫାଳ ଲେମ୍ବୁରସ ମିଶାଇ ପିଅନ୍ତୁ। ଏହା ଆପଣଙ୍କ ପେଟ ସଫା କରିବାରେ ସାହାର୍ଯ୍ୟ କରିବା ସହିତ ଏସିଡିଟି, ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *