ସୁନା ଏବଂ ରୂପ ଦାମରେ ହେଲା କମ? ଜଣନ୍ତୁ ଆଜିର ସୁନା ଏବଂ ରୂପା ର ମୂଲ୍ୟ।

ଅହମଦାବାଦର ସର୍ରାଫ ବଜାରରେ ସୋମବାରକୁ ଗୋଲ୍ଡ ସ୍ପଟର ମୂଲ୍ୟ ଥିଲା ୫୨.୧୯୨ ଟଙ୍କା ପ୍ରତି ଦଶ ଗ୍ରାମ ସେଇଠି ଗୋଲ୍ଡ ଫ୍ୟୁଚର ୫୨.୪୨୫ ଟଙ୍କା ପ୍ରତି ଦଶ ଗ୍ରାମର ମୂଲ୍ୟରେ ବିକ୍ରି ହୋଇଛି।

ଆମେରିକାର ଭୋଟ ପରେ ଜୋ ବାଇଡେନ ଙ୍କ ଜିତ୍ ପରେ ଡଲାର ରେ ଆସିଥିବା କମଜୋରୀ ଗ୍ଲୋବାଲ ମାର୍କେଟ ରେ ଗୋଲ୍ଡ ର ମୂଲ୍ୟ ବଢେଇ ଦିଆଯାଇଛି। ଘରୋଇ ମାର୍କେଟ ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଏବଂ ଗୋଲ୍ଡ ଏବଂ ସିଲଭରର ଦାମରେ ବାଉନ୍ସ ଦେଖିବାକୁ ମିଳିଛି। ଆମେରିକା ର ଅର୍ଥ ବ୍ୟବସ୍ଥାରେ ଏବେ ନୂଆ ଦୌଡ ଦେଖିବାକୁ ମିଳିବ। ତେଣୁ ଗୋଲ୍ଡ ଏବଂ ସିଲଭର ଦାମ ଉପରେ ପୁଣି ଜୋର ଧରି ପାରେ।

ଏହା ମଧ୍ୟରେ ଏମସିଏକ୍ସ ରେ ଗୋଲ୍ଡ ର ମୂଲ୍ୟ ୦.୧୬ ପ୍ରତିଶଦ ବା ୮୨ ଟଙ୍କା ବଢି ୫୨.୧୪୯ ଟଙ୍କା ପ୍ରତି ଦଶ ଗ୍ରାମରେ ପହଁଚିଛି। ସେଇଠି ସିଲଭରର ଦାମ ୦.୯୦ ପ୍ରତିଶଦ ବା ୫୮୭ ଟଙ୍କା ବଢି ୬୫.୯୨୨ ଟଙ୍କା ପ୍ରତି ଦଶ ଗ୍ରାମ ରେ ପହଁଚିଛି।

ଅହମଦାବାଦର ସର୍ରାଫ ବଜାର ରେ ସୋମବାର କୁ ଗୋଲ୍ଡ ସ୍ପଟ ର ମୂଲ୍ୟ ଥିଲା ୫୨.୧୯୨ ଟଙ୍କା ପ୍ରତି ଦଶ ଗ୍ରାମ ସେଇଠି ଗୋଲ୍ଡ ଫ୍ୟୁଚର ୫୨.୪୨୫ ଟଙ୍କା ପ୍ରତି ଦଶ ଗ୍ରାମର ମୂଲ୍ୟ ରେ ବିକ୍ରି ହୋଇଛି।

Gold (price) rush keeps Indians smiling amid pandemic - The Week

ଶୁକ୍ରବାରକୁ ଦିଲ୍ଲୀ ମାର୍କେଟରେ ଗୋଲ୍ଡ ର ମୂଲ୍ୟ ୭୯୨ ପତନ ଘଟି ୫୧.୭୧୭ ଟଙ୍କା ପ୍ରତି ଦଶ ଗ୍ରାମ ରେ ପହଁଚିଛି ସେଇଠି ରୂପା ୨.୧୪୭ ର ପତନ ଘଟି ୬୪.୫୭୮ ଟଙ୍କା ପ୍ରତି ଏକ କିଲୋ ରେ ପହଁଚିଛି। ଗ୍ଲୋବାଲ ମାର୍କେଟର କଥା କହିବାକୁ ଗଲେ ଏସିଆଇ ମାର୍କେଟରେ ଗୋଲ୍ଡ ର କମଜୋରୀ ଡଲାର ପାଇଁ ବଢିଛି।

ଆମେରିକାରେ ଜୋ ବାଇଡେନ ଙ୍କର ଜିତ ମଧ୍ୟ ଗୋଲ୍ଡ ର ଦାମ ବଢାଇଛି। ସ୍ପଟ ଗୋଲ୍ଡ ରେ ୦.୧ ପ୍ରତିଶଦ ବଢିଲା ଏବଂ ଏହା ୧,୯୫୩.୪୩ ଡଲାର ପ୍ରତି ଔଶଂରେ ପହଁଚିଛି। ୧୮ ସେପ୍ଟେମ୍ବର ପରେ ଏହା ଏହାର ଦାମର ସର୍ବଚ୍ବ ସ୍ତର ଥିଲା। ୟୁଏସ ଗୋଲ୍ଡ ଫିୟୁଚର ୦.୨ ପ୍ରତିଶଦ ପତନ ଘଟି ୧’୯୫୫.୬୦ ଡଲାର ପ୍ରତି ଔଶଂ ରେ ପହଁଚିଛି। ଏଠାରେ ଦୁନିଆର ସବୁଠାରୁ ବଡ ଗୋଲ୍ଡ ଆଧାରିତ ଈଟିଏଫ ଏସପିଡିଆର ଗୋଲ୍ଡ ଟ୍ରସ୍ଟର ହୋଲ୍ଡିଙ୍ଗ ୦.୬୩ ପ୍ରତିଶଦ ବଢି ୧୨୬୦.୩୦ ଟନରେ ପହଁଚିଛି। ଗ୍ଲୋବାଲ ମାର୍କେଟରେ ରୂପା ୦.୫ ପ୍ରତିଶଦ ପତନ ଘଟି ୨୫.୭୨ ଡଲାର ପ୍ରତି ଔଶଂରେ ପହଁଚିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *