ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC) ଦେଶର ସବୁଠୁ ବଡ ବିଶ୍ୱାସୀ ଇନସୁରାନ୍ସ କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ | କମ୍ପାନୀ ଚଳିତ ବର୍ଷ ୧ ଫେବୃଆରୀ ଦିନ ଜୀବନ ଆନନ୍ଦ (ଟେବୁଲ ନମ୍ବର ୯୧୫)ର ଲଞ୍ଚ କରିଛି | ଏହି ଏଲଆଇସି ସବୁଠୁ ଅଧିକ ବିକ୍ରି ହୋଇଥିବା ପଲିସ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ | ଏହା ଅଧୀନରେ ଆପଣଙ୍କୁ ପଲିସୀ ପିରିୟଡ଼ର ସମାପ୍ତି ପରେ ମାଚ୍ୟୁରୀଟି ସମୟରେ ରିଟର୍ନ ମିଳିବା ସହିତ ସମ୍ପୂର୍ଣ୍ଣ ଜୀବନ ସାରାର ସମ ଏସ୍ୟୋରଡ (ଲାଇଫ ଲଙ୍ଗ କଭରେଜ )ର କଭରେଜ ରହିଥାଏ | ଲିକ୍ୱିଡ଼ିଟି ଏବଂ ନିବେଶର ହିସାବ କାରଣରୁ ଏହି ଏଲଆଇସି ଉନ୍ନତ ପଲିସୀରେ ପରିଗଣିତ ହୋଇଥାଏ |
ଏହି ପଲିସ ସେମାନଙ୍କ ପାଇଁ ବହୁତ ଲାଭପ୍ରଦ ଅଟେ ଯିଏ ଜୀବିତ ରହି ମୋଟା ଅଙ୍କର ଟଙ୍କା ହାସଲ କରିବାକୁ ଚାହାନ୍ତି ଏବଂ ନିଜ ମୃତ୍ୟୁ ପରେ ପରିବାରକୁ ଆର୍ଥିକ ରୂପରେ କିଛି ଦେବାକୁ ଚାହୁଁଛନ୍ତି | ଆପଣ ଯେତେ ଟଙ୍କାର ମଧ୍ୟ ସମ ଏସ୍ୟୋରଡ ନେଉଛନ୍ତି ଏହି ପଲିସୀରେ ଏହାର ୧୨୫ ପ୍ରତିଶତ ଲାଇଫର କଭରେଜ ରହିବ |
ଏହା ରହିଛି ପଲିସୀ ନେବାର ସର୍ତ୍ତ:
୧. ୧୮ରୁ ୫୦ ବର୍ଷର ବ୍ୟକ୍ତି ଏଥିରେ ନିବେଶ କରିବା ପାଇଁ ଯୋଗ୍ୟ ଅଟନ୍ତି | ୨. ଏହା ଏକ ଲଙ୍ଗ ଟର୍ମ ଯୋଜନା ଅଟେ ଏଥିରେ ପଲିସୀ ଧାରକ ୧୫ରୁ ୩୫ ବର୍ଷ ପର୍ଯ୍ୟନ୍ତ ପ୍ଲାନକୁ ଚୟନ କରି ପାରିବ | ୩. ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସମ ଏସ୍ୟୋରଡ ସହିତ ପଲିସୀ କିଣାଯାଇ ପାରିବ | ୪. ଅଧିକାଂଶ ସମ ଏସ୍ୟୋରଡର କୌଣସି ସୀମା ନାହିଁ | ୫. ବୋନସ ସୁବିଧା ମଧ୍ୟ ଉପଲବ୍ଧ ହୋଇଥାଏ |
ବୟସ: ୨୬, ଟର୍ମ: ୨୦, ଡିଏବୀ: ୪୦୦୦୦୦, ଡେଥ ସମ ଏସ୍ୟୋରଡ: ୫୦୦୦୦୦, ବେସିକ ସମ ଏସ୍ୟୋରଡ: ୪୦୦୦୦୦,
ପ୍ରଥମ ବର୍ଷ ପ୍ରିମିୟମ ୪.୫% ଟ୍ୟାକ୍ସ ସହିତ:
ବାର୍ଷିକ: ୨୩୮୫୭ (୨୨୮୩୦ + ୧୦୧୭), ଅର୍ଦ୍ଧବାର୍ଷିକ: ୧୨୦୫୨ (୧୧୫୩୩ + ୫୧୯), ତ୍ରୟୋମାସିକ: ୬୦୮୭ (୫୮୨୫ + ୨୬୨), ମାସିକ: ୨୦୨୯ (୧୯୪୨ + ୮୭), ୱାଇଏଲବି ମୋଡ ହାରାହାରି ପ୍ରିମିୟମ/ପ୍ରତିଦିନ: ୬୫
ପ୍ରଥମ ବର୍ଷ ପ୍ରିମିୟମ ପରେ ୨.୨୫% ଟ୍ୟାକ୍ସ ସହିତ:
ବାର୍ଷିକ:୨୩୩୪୪ (୨୨୮୩୦ + ୫୧୪), ଅର୍ଦ୍ଧବାର୍ଷିକ: ୧୧୭୯୨ (୧୧୫୩୩ + ୨୫୯), ତ୍ରୟୋମାସିକ: ୫୯୫୬ (୫୮୨୫ + ୧୩୧ ), ମାସିକ: ୧୯୮୬ (୧୯୪୨ + ୪୪), ୱାଇଏଲବି ମୋଡ ହାରାହାରି ପ୍ରିମିୟମ/ପ୍ରତିଦିନ: ୬୩, ମୋଟ ଅନୁମାନିତ ପ୍ରିମିୟମ ଦେୟ: ୪୬୭୩୯୩
ମାଚ୍ୟୁରିଟି ସମୟରେ ଅନୁମାନିତ ରିଟର୍ନ:
ସମ ଏସ୍ୟୋରଡ: ୪୦୦୦୦୦, ବୋନସ: ୩୩୬୦୦୦, ଫାଇନାଲ ଏଡିସନାଲ ବୋନସ: ୨୮୦୦୦,
ମାଚ୍ୟୁରିଟି ସମୟରେ ମୋଟ ଅନୁମାନିତ ରିଟର୍ନ:
୭୬୪୦୦୦ + ୪୦୦୦୦୦ ତାଙ୍କର ଲାଇଫ ଟାଇମ ରିସ୍କ କଭର | ମାନି ନିଅନ୍ତୁ ଯଦି କୌଣସି ବ୍ୟକ୍ତି ୨୬ ବର୍ଷ ବୟସରେ ୨୦ ବର୍ଷର ଟର୍ମ ପ୍ଲାନ ନିବେଶ କରିବା ଆରମ୍ଭ କରେ | ଏଥିସହିତ ହିଁ ସେ ୪୦୦୦୦୦ ଟଙ୍କାର ସମ ଏସ୍ୟୋରଡ ଚୟନ କରନ୍ତି | ତେବେ ପ୍ରଥମ ବର୍ଷ ୨୩୩୪୪ ଟଙ୍କାର ପ୍ରିମିୟମର ଦେୟ କରିବାକୁ ପଡିବ ଯାହାକି ପ୍ରତ୍ୟେକ ମାସ ହିସାବରେ ୬୫ ଟଙ୍କା ରହିବ | ଏହାପରେ ଦ୍ଵିତୀୟ ବର୍ଷରେ ପ୍ରିମିୟମ କମିଯିବ କାରଣ ଟ୍ୟାକ୍ସ ହାର ୨.୨୫% ହୋଇଯିବ | ଏହି ହିସାବରେ ପ୍ରତି ବର୍ଷ ୨୩୩୪୪ ଟଙ୍କା ଅର୍ଥାତ ପ୍ରତ୍ୟେକ ଦିନ ୬୩ ଟଙ୍କା ନିବେଶ କରିବାକୁ ହେବ ଏହି ପ୍ରିମିୟମ ଆପଣଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ପୈଠ କରିବାକୁ ପଡିବ | ଏହାପରେ ମାଚ୍ୟୁରିଟି ସମୟରେ ୭୬୪୦୦୦ ଟଙ୍କା ମିଳିବ | ଏଥିସହିତ ୪.୫% ଟ୍ୟାକ୍ସ ସହିତ ପ୍ରଥମ ବର୍ଷ ପ୍ରିମିୟମ ମଧ୍ୟ ଭରିବାକୁ ପଡିବ | ତେବେ ପ୍ରଥମ ପ୍ରିମିୟମ ପରେ ୨.୨୫% ଟ୍ୟାକ୍ସ ସହିତ ଏହା ୧୮୯ ଟଙ୍କା ହୋଇଯିବ | ଉପରୋକ୍ତ କ୍ୟାଲକୁଲେସନ ହିସାବରେ ଆପଣଙ୍କୁ ମାଚ୍ୟୁରିଟି ୬୯୬୦୦୦୦ ଟଙ୍କା ମିଳିବ | ଏଥିସହିତ ହିଁ ୪୦୦୦୦୦ ରଙ୍କର ଲାଇଫ ଟାଇମ ରିସ୍କ କଭର ମଧ୍ୟ ମିଳିବ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।